ମୁଖ୍ୟ ସମାଚାର
ପୁଣି ନବୀନ ପାଣ୍ଡୁ ଙ୍କୁ ଟାର୍ଗେଟ କରିଲେ ଶ୍ରୀମୟୀSI ଘୋଟାଲା ରେ ପୁଣି ଧରା ହେଲେତଳକୁ ଖସିଲା ସୁନା ର ଦରମୁସଲମାନ ମାନଙ୍କୁ ଧମକ ଦେଲେ ଯୋଗୀଜୀବନ ନେଇ ଜାଇ ପାରେ ଧୂପ କାଠି ଧୁଆଁସଂଘାତିକ ଭାବରେ ବର୍ଷିବ ସୂଚନା ଦେଲା ପାଣିପାଗ ବିଭାଗନବଦାସ ଙ୍କ ହତ୍ୟା ସବୁଦିନ ପାଇଁ ରହସ୍ୟ ହୋଇ ରହିଯିବଆମେ କଣ ତୁମର ଏ ପଦେ ପଦେ କଥା ରେ ଡରିଚୁ ନା ଡରି ଯିବୁନାଗରିକ ମାନଙ୍କ ପାଇଁ ପ୍ରକୃତ ଚିନ୍ତା କୁଆଡେ ଧର୍ମେନ୍ଦ୍ର ପ୍ରଧାନଙ୍କ ର ରହିଛିଶିଳ୍ପ ସ୍ଥାପନ କରିବା ପାଇଁ ଚିନ୍ତାରେ ମୋହନ ସରକାର

ବିଜେଡି ନେଇଲା ବଡ ନିଷ୍ପତ୍

ଦଳ ବିରୋଧୀ କାମ କରିବ ଦଳରୁ ତଡ଼ା ଖାଇବ

ଦଳ କୁ ନେଇ ଚିନ୍ତା ରେ ନବୀନ ପଟ୍ଟନାୟକ

ନବୀନ ପଟ୍ଟନାୟକ ନେଲେ ବଡ ନିଷ୍ପତି

ଜନତା ଦଳ ଆଜି ଏକ ବଡ ଘୋଷଣା କରିଛି। ଏଥିରେ ଦଳ ନୂଆ ଶୃଙ୍ଖଳା କମିଟ ଗଠନ କରିଛି। ଯେଉଁମାନେ ଦଳ ବିରୋଧୀ କାର୍ଯ୍ୟ କରିବେ ସେମାନଙ୍କୁ ଏହି କମିଟ ନିଲମ୍ବନ କିମ୍ବା ବହିସ୍କାର କରିବାକୁ ନିଷ୍ପତି ଗ୍ରହଣ କରିବେ। ତେବେ ଏହି କମିଟରେ ଯେଉଁମାନେ ଅଛନ୍ତି ସେମାନେ ହେଲେ
1- ଦେବୀ ପ୍ରସାଦ ମିଶ୍ର
2- ପ୍ରଦୀପ କୁମାର ଅମାତ
3-ଚନ୍ଦ୍ର ଶେଖର ସାହୁ
4- ରାଜଶ୍ରୀ ମଲ୍ଲିକ
5-ସାରଦା ପ୍ରସନ୍ନ ଜେନା
6- ଶର୍ମିଷ୍ଠା ସେଠୀ
7-ଲୋପାମୁଦ୍ରା ବକ୍ସିପାତ୍ର
ଆଜି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି।

Leave a Reply

Your email address will not be published. Required fields are marked *