ମୁଖ୍ୟ ସମାଚାର
ନୀଳଚକ୍ର ପତିତପାବନ ବାନା ଉପରେ ବସିଲା ଚିଲ,ଶୁଭ ନା ଅଶୁଭ?ଭାଇରାଲ ହେବା ନିଶାରେ ବୃଦ୍ଧ ବାପାଙ୍କୁ ବସ୍ତାରେ ପୁରାଇଲା ପରିବାରଆରଆଇଙ୍କୁ ହେଲା ଆଖିବୁଜା ମାଡ଼, ଚେୟାରରୁ ବାହାରକୁ ଆଣିଲେ ଘୋଷାଡ଼ିଆଦିବାସୀ ଝିଅକୁ ଘରେ ପଶି ଦୁଷ୍କର୍ମ କରିଦେଲା ଯୁବକହଠାତ ମାଡି ଆସିଲା ଘୁର୍ନି ଝଡରୋଗୀଙ୍କୁ ସେବା ବଦଳରେ ମିଳିଲା ମାଡ଼ ଓ ଗାଳିSCBରେ ଭୟଙ୍କର ଅଗ୍ନିକାଣ୍ଡରିଲ୍ସ କରିବାର କିଛି ଘଣ୍ଟା ପରେ ଚାଲିଗଲା ୟୁଟ୍ୟୁବରଙ୍କ ଜୀବନଗାଁ ପୋଖରୀରେ ବୁଡି ଦୁଇ ନାବାଳିକା ସାଙ୍ଗଙ୍କ ମୃତ୍ୟୁବିଶ୍ୱକପ୍ ଫାଇନାଲ ବେଳେଧାରୁଆ ଅସ୍ତ୍ରରେ ହାଣିଲେ !

ଅଚାନକ ଦିଲ୍ଲୀ ରେ ହୋ ହୋ ବାଦୁଚି କୋରାନ।

ଏକା ଥରେ କେ ଚିହ୍ନଟ ହେଲେ ଏତିକି ଲୋକ। ଆଗକୁ ଦିଲ୍ଲୀରେ ବନ୍ଦ ହୋଇପାରେ ସବୁ। କୋଭିଡ୍ ମହାମାରୀକୁ କିଏ ବା ଭୁଲିବ । ପୁଣି ଧୀରେ ଧୀରେ କାୟା ବିସ୍ତାର କଲାନି କୋରାନ। ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ପାଲଟିଥିଲା ଏହି ମହାମାରୀ । ତେବେ ବର୍ତ୍ତମାନ ପୁଣି ଡରାଇଲାଣି କରୋନା । କରୋନା ଭାଇରସକୁ ନେଇ ଆତଙ୍କିତ ଲୋକେ । ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୩ ଟି କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଯାହାକୁ ନେଇ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ହସ୍ପିଟାଲ ଗୁଡ଼ିକୁ ବେଡ୍ ଏବଂ ଅକ୍ସିଜେନ୍ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦେଇଛନ୍ତି ।

ଦିଲ୍ଲୀରେ ୨୩ ଜଣ କୋଭିଡ୍ ପଜିଟିଭ୍ ରିପୋର୍ଟ ଆସିଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ପଙ୍କଜ ସିଂ ଶୁକ୍ରବାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସରକାର ରୋଗୀଙ୍କ ବିବରଣୀ ଯାଞ୍ଚ କରୁଛନ୍ତି । ଏହା ସହିତ ସେମାନେ ଯାଞ୍ଚ କରୁଛନ୍ତି ଯେ ରୋଗୀମାନେ ସହରର ବାସିନ୍ଦା ନା ସେମାନଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରୀ ଅଛି ।

ଏପଟେ ଚୀନ୍, ଥାଇଲ୍ୟାଣ୍ଡ ଏବଂ ସିଙ୍ଗାପୁର ଭଳି ଦେଶରେ ବଢ଼ୁଥିବା ମାମଲା ମଧ୍ୟରେ, ସରକାର ହସ୍ପିଟାଲ ଗୁଡ଼ିକୁ ଶଯ୍ୟା ଏବଂ ଅକ୍ସିଜେନ ପୂର୍ବରୁ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦେଇଛନ୍ତି । ରିପୋର୍ଟ ଅନୁସାରେ ୧୯ ମଇ, ୨୦୨୫ ସୁଦ୍ଧା ୨୫୭ଟି ସକ୍ରିୟ ମାମଲା ରହିଥିଲା । କେରଳ, ମହାରାଷ୍ଟ୍ର ଏବଂ ତାମିଲନାଡୁ ଭଳି ରାଜ୍ୟ ଗୁଡ଼ିକରେ ଅନେକ ସକ୍ରିୟ ମାମଲା ଥିବା ନେଇ ରିପୋର୍ଟ ଆସିଛି ।

Leave a Reply

Your email address will not be published. Required fields are marked *