ମୁଖ୍ୟ ସମାଚାର
ଥାନାରେ ଗ୍ରାହକ ଓ ମାଲିକ ୧୪୦୦ ଟଙ୍କାର ଖୁଆଇଲେ ମାଛ ପତ୍ରପୋଡ଼ାବିରିୟାନି ଖୁଆଇବା ବାହାନାରେ ନାବାଳକକୁ ଅପହରଣସ୍ୱାମୀଙ୍କୁ ମାରି ବାଥରୁମ ଟାଇଲ ତଳେ ପୋତିଲା ସ୍ତ୍ରୀଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ୧୫ ହଜାର ଟଙ୍କାରେ ନିଜ ଝିଅକୁ ବିକିଦେଲା ମାଆଜବେଷ୍ଟସ କଣା କରି ବୋହିନେଲେ ୧୨ଲକ୍ଷର ମୋବାଇଲ୍ଗାଡି ରେ ୩୦୦ ରୁ ଅଧିକ ପ୍ୟାକେଟ ଗଞ୍ଜେଇ ଜବତଗୋଟିଏ ହୋଟେଲର ଗୋଟିଏ ବେଡ଼ରୁମରେ ଟଙ୍କା ଦେଇ ଦେହ ବିକ୍ରି କରୁଥିଲେ

ଯିଏ ଦିନେ ପୂଜାପାଠରେ ବିଶ୍ୱାସ କରୁନଥିଲେ

ଯିଏ ଦିନେ ପୂଜାପାଠରେ ବିଶ୍ୱାସ କରୁନଥିଲେ । ଆଜି ସେ ଧାର୍ମିକ ଚେତନାରେ ବୁଡ଼ି ରହୁଛନ୍ତି । ସତସଙ୍ଗ ଶୁଣୁଛନ୍ତି । ପୂଜାପାଠ ବି କରୁଛନ୍ତି । ନିଜର ଆଗ୍ରେସନ୍‌କୁ ନେଇ ପରିଚିତ କିଙ୍ଗ୍‌ କୋହଲି ଏବେ ମନ୍ଦିର, ପୂଜାପାଠରେ ବିଶ୍ୱାସ କରୁଛନ୍ତି ।
ସତ ହେଲା ବିରାଟଙ୍କ ସ୍ୱପ୍ନ; ପ୍ରେମାନନ୍ଦ ମହାରାଜଙ୍କ ଦରବାରରେ ଚମକିଲା ବିରାଟଙ୍କ ଭାଗ୍ୟ !
ଯେତେବେଳେ ତୁମ ଦ୍ୱାରା ସମସ୍ୟାର ସମାଧାନ ହୁଏନା, ସେତେବେଳେ ତୁମେ ଭଗବାନଙ୍କ ଆଶ୍ରୟ ନିଅ, ତାଙ୍କ ଶରଣକୁ ଆସ । ପ୍ରତ୍ୟେକ ବ୍ୟକ୍ତି ଏହା ହିଁ କରିଥାଏ । ଆଉ ବିରାଟ ବି ସେଇଆ ହିଁ କରିଥିଲେ । କେତେବେଳେ ମହାକାଳେଶ୍ୱର ମନ୍ଦିର ତ କେତେ ବେଳେ ରାମ ମନ୍ଦିରକୁ ଯାଇ ଭଗବାନଙ୍କ ଶରଣାପନ୍ନ ହୋଇଛନ୍ତି । ଆଉ କେତେବେଳେ ବାବା ପ୍ରେମାନନ୍ଦଙ୍କ ପାଖକୁ ଯାଇ ତାଙ୍କ ଆଶିଷ ଭିକ୍ଷା କରିଛନ୍ତି ।
୧୭ ବର୍ଷ ଧରି IPLରେ ବିରାଟ କୋହଲିଙ୍କ ଭାଗ୍ୟ ଚମକି ନଥିଲା । କିନ୍ତୁ ବାବା ପ୍ରେମାନନ୍ଦ ମହାରାଜଙ୍କ ଦରବାର ଯିବା ପରେ ବିରାଟଙ୍କ ଅପେକ୍ଷାର ଅନ୍ତ ଘଟିଲା । RCBର ବିଜୟ ପରେ ବିରାଟ କୋହଲି ଭାବପ୍ରବଣ ହୋଇ ଫିଲ୍ଡରେ କାନ୍ଦୁଥିବାର ଦେଖିବାକୁ ମିଳିଥିଲା । ଏହା ପରେ ସୋସିଆଲ ମିଡିଆରେ ପ୍ରେମାନନ୍ଦ ମହାରାଜ ଟ୍ରେଣ୍ଡ କରିବାରେ ଲାଗିଲେ । କାରଣ ବିରାଟ କୋହଲି ଫାଇନାଲ ପୂର୍ବରୁ ତାଙ୍କ ଆଶୀର୍ବାଦ ନେଇଥିଲେ ।

Leave a Reply

Your email address will not be published. Required fields are marked *