ମୁଖ୍ୟ ସମାଚାର
ପୁଣି ନବୀନ ପାଣ୍ଡୁ ଙ୍କୁ ଟାର୍ଗେଟ କରିଲେ ଶ୍ରୀମୟୀSI ଘୋଟାଲା ରେ ପୁଣି ଧରା ହେଲେତଳକୁ ଖସିଲା ସୁନା ର ଦରମୁସଲମାନ ମାନଙ୍କୁ ଧମକ ଦେଲେ ଯୋଗୀଜୀବନ ନେଇ ଜାଇ ପାରେ ଧୂପ କାଠି ଧୁଆଁସଂଘାତିକ ଭାବରେ ବର୍ଷିବ ସୂଚନା ଦେଲା ପାଣିପାଗ ବିଭାଗନବଦାସ ଙ୍କ ହତ୍ୟା ସବୁଦିନ ପାଇଁ ରହସ୍ୟ ହୋଇ ରହିଯିବଆମେ କଣ ତୁମର ଏ ପଦେ ପଦେ କଥା ରେ ଡରିଚୁ ନା ଡରି ଯିବୁନାଗରିକ ମାନଙ୍କ ପାଇଁ ପ୍ରକୃତ ଚିନ୍ତା କୁଆଡେ ଧର୍ମେନ୍ଦ୍ର ପ୍ରଧାନଙ୍କ ର ରହିଛିଶିଳ୍ପ ସ୍ଥାପନ କରିବା ପାଇଁ ଚିନ୍ତାରେ ମୋହନ ସରକାର

ମା’ଙ୍କ ଧୈର୍ଯ୍ୟ ଏବଂ ତାଙ୍କ ସାହସକୁ ସଲାମ୍

ଚିକିତ୍ସା ପାଇଁ ସ୍ବାମୀଙ୍କୁ ନେଇ ପହଞ୍ଚିଥିଲେ କଟକ ଏସସିବି କୁନି ପୁଅକୁ ସାଙ୍ଗରେ ଧରି । ଦିର୍ଘଦିନ ଚିକିତ୍ସା ପରେ ସ୍ଵାମୀ ସେଠାରେ ମୃତ୍ୟୁ ବରଣ କଲେ, ସ୍ଵେଚ୍ଛାସେବୀଙ୍କ ସହଯୋଗ କ୍ରମେ ନିକଟସ୍ଥ ଶ୍ମଶାନରେ ତାଙ୍କ ସ୍ଵାମୀଙ୍କର ଶେଷକୃତ୍ୟ ସମ୍ପନ୍ନ ହେଲା ।

ଜୁଇରେ ନିଆଁ ଦେଇ ଛାତିକୁ ପଥର କରି ଏକ ମୁହାଁ ହୋଇ ପୁଅକୁ ଧରି ଫେରୁଥିବାର ଏ ଦୃଶ୍ୟ ଖୁବ୍ ହୃଦୟ ବିଦାରକ..
କିନ୍ତୁ ସବୁ ପରେ ତାଙ୍କ ପଥର ହୃଦୟ ଭିତରେ ଭରି ରହିଥିବା ଅସୀମ ଧୈର୍ଯ୍ୟ ସାହସକୁ ସଭିଏଁ ଅନୁଭବ କରିପାରିବେ ନିଶ୍ଚିତ..

ନାରୀ ନୁହଁ ସେ ନାରାୟଣୀ..
ବହୁତ ବହୁତ ଧନ୍ୟବାଦ

Leave a Reply

Your email address will not be published. Required fields are marked *