ମୁଖ୍ୟ ସମାଚାର
ଆଜବେଷ୍ଟସ କଣା କରି ବୋହିନେଲେ ୧୨ଲକ୍ଷର ମୋବାଇଲ୍ଗାଡି ରେ ୩୦୦ ରୁ ଅଧିକ ପ୍ୟାକେଟ ଗଞ୍ଜେଇ ଜବତଗୋଟିଏ ହୋଟେଲର ଗୋଟିଏ ବେଡ଼ରୁମରେ ଟଙ୍କା ଦେଇ ଦେହ ବିକ୍ରି କରୁଥିଲେଦିନରେ ପୁଅ ରାତିରେ ଝିଅ ହେଇଯାଉଥିଲାକୁକୁଡ଼ା ମାଂସ ପାଇ ସାଙ୍ଗକୁ ମାରିଦେଲା ସାଙ୍ଗକଉ ମାଛ ନେଇଗଲା ଯୁବକର ମୁଣ୍ଡହେଇପାରୁଥାନ୍ତା ଭୟାବହ ଦୁର୍ଘଟଣାସମୁଦ୍ର ରେ ଆସୁଛନ୍ତି ଆତଙ୍କବାଦୀ୪,୦୦୦ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଅଡିଟର୍‌ନୀଳଚକ୍ର ପତିତପାବନ ବାନା ଉପରେ ବସିଲା ଚିଲ,ଶୁଭ ନା ଅଶୁଭ?

ଜୀବନ ଗୋଟିଏ ରେଳ ଗାଡି ଯିଏ ପ୍ରତ୍ୟେକ ସମୟ ଚାଲିଥାଏ

ଜୀବନ ଗୋଟିଏ ରେଳ ଗାଡି ଯିଏ ପ୍ରତ୍ୟେକ ସମୟ ଚାଲିଥାଏ, ଲୋକେ ଆସନ୍ତି ଆଉ ଯାଆନ୍ତି.. କୌଣସି ବି ଷ୍ଟେସନ ରେ ରୁହେ, କିଛି ନୂଆ ଲୋକ ଚଢ଼ନ୍ତି କିଛି ପୁରୁଣା ଲୋକ ବାହାରି ଯାଆନ୍ତି, କିଛି ଲୋକ ଆପଣଙ୍କୁ ଭଲ ଲାଗନ୍ତି ଓ କିଛି ଲୋକ ଖରାପ, କିଛି ଲୋକ କମ୍ ସାଥ ଦିଅନ୍ତି ଓ କିଛି ଲୋକ ଅଧିକ, ଯେତିକି ସମ୍ଭବ ହୁଏ ପ୍ରେମର ଭାବ ବନେଇ ରଖ କିନ୍ତୁ ଧ୍ୟାନ ରଖନ୍ତୁ କେହି ବି ଏହି ଯାତ୍ରାର ଶେଷ ପର୍ଯ୍ୟନ୍ତ ସାଥିରେ ରୁହେ ନାହିଁ, ସେଥିପାଇଁ କାହାରିଠାରୁ ଏତେ ଆଶା ରଖନି କି ଯେବେ ତାର ଷ୍ଟେସନ ଆସିବ ତୁମେ ଦୁଃଖୀ ହେଇଯିବ ll

*ଘଡି ଖରାପ ହେଲେ ସୁଧାରିବାକୁ ବହୁତ ଲୋକ ମିଳିଯିବେ କିନ୍ତୁ ସମୟକୁ ବଦଳାଇବା କେବଳ ନିଜ ଦ୍ୱାରା ହିଁ ସମ୍ଭବ । ନିଜକୁ ତୁଚ୍ଛ ମନେକର ନାହିଁ, ଆଜି ଯିଏ ଆମର ନିନ୍ଦା କରୁଛି କାଲିକି ଆମର ସିଏ ସ୍ତୁତି କରିବ । ଜୀବ ଯେପରି ଶୁଭ ବା ଅଶୁଭ କର୍ମ କରେ, ସେ ତାର ସେହିଭଳି ଫଳ ପାଇଥାଏ ।

ଯେତେବେଳେ ଅଧିକ ହସୁଥିବା ଓ କହୁଥିବା ବ୍ୟକ୍ତି ଯଦି ଚୁପ୍ ହୋଇଯାଏ ତ ବୁଝିନେବ ସେ ମଣିଷ ଭିତରୁ ଭାଙ୍ଗି ଯାଇଛି । ସାହାଯ୍ୟ ସେ ହିଁ କରିଥାନ୍ତି ଯାହାର ପ୍ରକୃତ ହୃଦୟ ଅଛି ନ ହେଲେ ଆଜିର ଲୋଭି ମଣିଷ ନିଜ ମାଆ-ବାପାଙ୍କୁ ବି ଭୁଲି ଯାଉଛନ୍ତି ।।

Leave a Reply

Your email address will not be published. Required fields are marked *