ମୁଖ୍ୟ ସମାଚାର
ଥାନାରେ ଗ୍ରାହକ ଓ ମାଲିକ ୧୪୦୦ ଟଙ୍କାର ଖୁଆଇଲେ ମାଛ ପତ୍ରପୋଡ଼ାବିରିୟାନି ଖୁଆଇବା ବାହାନାରେ ନାବାଳକକୁ ଅପହରଣସ୍ୱାମୀଙ୍କୁ ମାରି ବାଥରୁମ ଟାଇଲ ତଳେ ପୋତିଲା ସ୍ତ୍ରୀଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ୧୫ ହଜାର ଟଙ୍କାରେ ନିଜ ଝିଅକୁ ବିକିଦେଲା ମାଆଜବେଷ୍ଟସ କଣା କରି ବୋହିନେଲେ ୧୨ଲକ୍ଷର ମୋବାଇଲ୍ଗାଡି ରେ ୩୦୦ ରୁ ଅଧିକ ପ୍ୟାକେଟ ଗଞ୍ଜେଇ ଜବତଗୋଟିଏ ହୋଟେଲର ଗୋଟିଏ ବେଡ଼ରୁମରେ ଟଙ୍କା ଦେଇ ଦେହ ବିକ୍ରି କରୁଥିଲେ

ଯୁବକ ମୁଣ୍ଡରୁ ଚେକାଚେକା ରକ୍ତ ବାହାରୁଚି

ରାତି ଅଧାରେ ହୋହାଲ୍ଲା ଚାଲିଛି | ଏତେ ସାରା ଲୋକ ଜମା ହେଇଛନ୍ତି ସମସ୍ତେ ଯୁବକକୁ ଘେରି ପକାଇଛନ୍ତି | ଆଉ ଯୁବକକୁ କାହିଁକି ଏମିତି କଲି କହି ପ୍ରଶ୍ନ କରୁଛନ୍ତି | ଦର୍ଶକ ବନ୍ଧୁ ପାଖରେ ଆମ୍ବୁଲାନ୍ସ ଠିଆ ହେଇଚି | ତା ପାଖରେ ଗାଁ ସାରା ଲୋକଙ୍କ ଭିଡ ଜମିଛି | ଆଉ ସେ ଭିଡ ଭିତରେ ଏହି ଯୁବକ ଜଣକ ଦରମରା ହେଇ ଏଇଠି ଠିଆ ହେଇଚି | ସୂଚନା ଅନୁସାରେ ଏହି ଯୁବକ ସହ ଅନ୍ୟ କିଛି ଯୁବକ ନିଶା ଖାଇ କାର ଚଳାଉଥିଲେ | ପାରାଦ୍ବୀପ ସମୁଦ୍ର ଠାରୁ କୁଆଡେ ଏମାନେ ହିଟ ଆଣ୍ଡ ରନ କରି ଦ୍ରୁତ ଗତିରେ ମାଡି ମାଡି ଆସୁଥିଲେ | ସନ୍ଧ୍ୟା ସମୟରୁ ପାରାଦୀପ ବେଳାଭୂମି ନିକଟରୁ ଆରମ୍ଭ ହୋଉଥିଲା ଏହି ଯୁବକ ମାନଙ୍କ ଉପଦ୍ରଵ, ଅତ୍ୟଧିକ ଗତିରେ ଗାଡି ଚାଳନା କରି ଗାଡି ରେସିଂ କରୁଥିଲେ | ଯାହାକୁ ନେଇ ଭୟଭୀତ ହୋଇପଡ଼ିଥିଲେ ସମୁଦ୍ର କୂଳକୁ ଆସିଥିବା ଲୋକ l ଲାଇଟ ହାଉସ ନିକଟରୁ କଲେଜ ରାସ୍ତାରେ ଅତ୍ୟଧିକ ଦ୍ରୁତ ଗତିରେ ଗାଡି ଚଳାଇ ଆସୁଥିବା ବେଳେ ଅଳ୍ପକେ ଅନେକ ଲୋକ ଦୁର୍ଘଟଣା ରୁ ବଞ୍ଚିଯାଇଥିବା ବେଳେ ଶେଷରେ ଏକ ନିରୀହ ଜୀବନ ଏହି ନିଶାଶକ୍ତ ଯୁବକ ମାନଙ୍କ ଗାଡି ଚକାତଳେ ଚାଲିଯାଇଥିଲା | ଯାହାଫଳରେ ମୃତକ ଷଣ୍ଢକୁଦ ଅଞ୍ଚଳର ଅଜୟ କରଣ ବୋଲି ପ୍ରଚାର ହେବାପରେ ମୃତକ ଙ୍କ ପରିବାର ଓ ସାହି ପଡିଶା ଘଟଣା ସ୍ଥଳରେ ପହଞ୍ଚିବା ପରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହେବା ସହିତ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଥିଲା | ଏତିକିବେଳେ ଆଦର୍ଶ ଥାନା ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା ଚଳାଇଥିଲା l କିନ୍ତୁ ନିଶା ଖାଇ ଯୁବକକୁ ମାରିଦେଇଥିବା ଏହି ଯୁବକ ଲୋକଙ୍କ ଆଗରେ ଏମିତି ଏକ ଅଭିନୟ କରିଥିଲା | ଯାହାର ଭିଡିଓ ବର୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି |

Leave a Reply

Your email address will not be published. Required fields are marked *