ମୁଖ୍ୟ ସମାଚାର
ଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ୧୫ ହଜାର ଟଙ୍କାରେ ନିଜ ଝିଅକୁ ବିକିଦେଲା ମାଆଜବେଷ୍ଟସ କଣା କରି ବୋହିନେଲେ ୧୨ଲକ୍ଷର ମୋବାଇଲ୍ଗାଡି ରେ ୩୦୦ ରୁ ଅଧିକ ପ୍ୟାକେଟ ଗଞ୍ଜେଇ ଜବତଗୋଟିଏ ହୋଟେଲର ଗୋଟିଏ ବେଡ଼ରୁମରେ ଟଙ୍କା ଦେଇ ଦେହ ବିକ୍ରି କରୁଥିଲେଦିନରେ ପୁଅ ରାତିରେ ଝିଅ ହେଇଯାଉଥିଲାକୁକୁଡ଼ା ମାଂସ ପାଇ ସାଙ୍ଗକୁ ମାରିଦେଲା ସାଙ୍ଗକଉ ମାଛ ନେଇଗଲା ଯୁବକର ମୁଣ୍ଡ

ଟଙ୍କା ଗଣିଗଣି ଖରାପ ହେଇଗଲାଣି ମେସିନ ଏପଟେ ସରୁନି ଟଙ୍କା

ଟଙ୍କା ଗଣିଗଣି ଖରାପ ହେଇଗଲାଣି ମେସିନ ଏପଟେ ସରୁନି ଟଙ୍କା
ଗୋ ମାଂସ ବିକି କୁଆଡେ ଏତେ ଟଙ୍କା କମାଇଥିଲେ
କିନ୍ତୁ ଆଜି ପୋଲିସ ହାତରେ ଧରାପଡିଗଲା

ଯୁଆଡେ ଦେଖିବ ସିଆଡେ ଟଙ୍କା | ଗୋଟିଏ ଘର ଭିତରେ ଅଛି ଏତେ ଗୁଆଡେ ଟଙ୍କା | ଯେତେ ଗଣିଲେ ଆହୁରି ବାହାରୁଚି l ଗୋଟିଏ ପଟେ ଟଙ୍କା ଗଣି ଗଣି ପୋଲିସ ହାଲିଆ ହେଲାଣି ଆଉ ଗୋଟିଏ ପଟେ ଟଙ୍କା ଗଣି ଗଣି ମେସିନ ବି ଖରାପ ହେଇଗଲାଣି l ଏହି ଲୋକ କୁ ଟିକେ ଦେଖନ୍ତୁ l ଇଏ ହେଉଛି ସେହି ଟଙ୍କାର ମାଲିକ ତଥା ସେହି ଗୋ ମାଫି | ତେବେ ଭଦ୍ରକରେ ବେଆଇନ ଗୋ ମାଫିଆ ସେକ ତାଜୁଦ୍ଦିନ ଓରଫ ରାଜନଙ୍କ ଘରେ କେନ୍ଦୁଝର ପୋଲିସର ଚଢ଼ାଉ କରିଛି । ପୋଲିସ ହାତରେ ପୁଳା ପୁଳା ନଗଦ ଟଙ୍କା ସହିତ ବହୁ ସୁନା ଗହଣା ଲାଗିଛି। ବିଳମ୍ବିତ ରାତ୍ରିରୁ ଭଦ୍ରକ ପୋଲିସ ସହାୟତାରେ ଏହି ଚଢ଼ାଉ ଜାରି ରହିଥିବା ବେଳେ ପାଖାପାଖି ଅଢେଇ କୋଟି ଟଙ୍କା ଗଣା ସରିଥିବା ନେଇ ଚଢ଼ାଓ ରେ ସାମିଲ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ନଗଦ ଟଙ୍କାର ପରିମାଣ ଆହୁରି ବଢ଼ିପାରେ ବୋଲି ସୂଚନା ମିଳିଛି। ନଗଦ ଟଙ୍କା ସମେତ ବହୁ ସୁନା ରୁପା ଓ଼ ସମ୍ପତ୍ତି ମଧ୍ୟ ପୋଲିସ ଜବତ କରିଛି। ଏହାଛଡା ଘର ବାହାରେ ଥିବା ଦୁଇଟି ସ୍କର୍ପିଓ ଗାଡିକୁ ମଧ୍ୟ ଯାଞ୍ଚ କରାଯାଇଛି। ବେଆଇନ ଗୋଚାଲାଣକୁ ନେଇ ରାଜନ ନାମରେ କେନ୍ଦୁଝରଜିଲ୍ଲାର ବିଭିନ୍ନ ଥାନାରେ 10 ରୁ ଅଧିକ ମାମଲା ରହିଥିବା ର ଦୀର୍ଘ ମାସ ହେବ କେନ୍ଦୁଝର ପୋଲିସ ସ୍କାନରରେ ରାଜନ ରହିଥିବା ବେଳେ ଆଜି ଏହି ରେଡ କରାଯାଇଛି। ତେବେ ଆଜି ରାଜନ ଘର ରେଡ ପରେ ବାଇପାସ ସ୍ଥିତ ବ୍ୟବସାୟିକ ପ୍ରତିଷ୍ଠାନ ଓ଼ ଏକ ନର୍ସିଙ୍ଗ କଲେଜରେ ମଧ୍ୟ ରେଡ ଲରାଜାଇଥିବା କେନ୍ଦୁଝର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। 2 ଖାନଗ ଯୁଗ୍ମ ଚାନକ ଆରୁ ମୁଙ୍ଗ ଚାନଗ ଆଜାନ ଆଜାନ ସଦ ସଦ ସଦ ସଦ ର ଏସ ଏସ ଏସ ସଦ ଦର୍ଶ 10 ପୋଲିସ ଅଧିକାରୀଙ୍କ ଚଢ଼ାଉ ରେ ସାମିଲ ହୋଇଛନ୍ତି । ମାପ ଚୁପ୍ ପାଇଁ ପଞ୍ଚାୟତରାଜ ବିଭାଗ ର କନିଷ୍ଠ ଯନ୍ତ୍ରୀ ଜ୍ୟୋତି ରଞ୍ଜନ ପ୍ରଧାନ ସାମିଲ ହୋଇଚନ୍ତି । ଫିକ୍ସ ଡିପୋଜିତ୍ , lic ଓ ମ୍ୟୁଚୁଆଲ୍ ଫଣ୍ଡ ଓ ବ୍ୟାଙ୍କ୍ ଲକର୍ ଯାଞ୍ଚ କରାଯାଉଛି । ଆଉ ଏ ସବୁ ସମ୍ପତ୍ତିର ମାଳିକାକୁ ପୋଲିସ ଗିରଫ କରି ଥାନାକୁ ନେଇଛି | ତେବେ ଏହି ଗୋମାଫିଆ ଗୋ ମାଂସ ବିକି ବିକି ଏତେ ଟଙ୍କା ରଖିଥିବା ବେଳେ ଆଜି ତାର ସବୁ ଖେଳ ସାରି ଯାଇଛି | ଦେଖିବାକୁ ବାକି ରହିଲା ଏହି ଗୋମାଫିଆକୁ କେଉଁ ଦଣ୍ଡରେ ଦଣ୍ଡିତ କରାଯାଉଛି |

Leave a Reply

Your email address will not be published. Required fields are marked *