ମୁଖ୍ୟ ସମାଚାର
ଥାନାରେ ଗ୍ରାହକ ଓ ମାଲିକ ୧୪୦୦ ଟଙ୍କାର ଖୁଆଇଲେ ମାଛ ପତ୍ରପୋଡ଼ାବିରିୟାନି ଖୁଆଇବା ବାହାନାରେ ନାବାଳକକୁ ଅପହରଣସ୍ୱାମୀଙ୍କୁ ମାରି ବାଥରୁମ ଟାଇଲ ତଳେ ପୋତିଲା ସ୍ତ୍ରୀଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ୧୫ ହଜାର ଟଙ୍କାରେ ନିଜ ଝିଅକୁ ବିକିଦେଲା ମାଆଜବେଷ୍ଟସ କଣା କରି ବୋହିନେଲେ ୧୨ଲକ୍ଷର ମୋବାଇଲ୍ଗାଡି ରେ ୩୦୦ ରୁ ଅଧିକ ପ୍ୟାକେଟ ଗଞ୍ଜେଇ ଜବତଗୋଟିଏ ହୋଟେଲର ଗୋଟିଏ ବେଡ଼ରୁମରେ ଟଙ୍କା ଦେଇ ଦେହ ବିକ୍ରି କରୁଥିଲେ

ଆଉ ନାହାଁନ୍ତି ମ୍ୟୁଜିକ ଦାଦା ଅଭିଜିତ ମଜୁମଦାର

ଆଉ ନାହାଁନ୍ତି ମ୍ୟୁଜିକ ଦାଦା ଅଭିଜିତ ମଜୁମଦାର

ଏମ୍ସ ହସପିଟାଲରୁ ଆସିଲା ଦୁଃଖ ଖବର

ହ୍ୟୁମାନ ସାଗରଙ୍କ ପରେ ପରେ ଏବେ ଆଖିବୁଜିଲେ ଅଭିଜିତ ଦାଦା

ହଁ ଏବେ ଗୋଟେ ଦୁଃଖ ଖବର ସନଙ୍କୁ ଆସିଚି l ଓଡ଼ିଆ ସିନେମା ଜଗତର ଆଉ ଗୋଟିଏ ଅପୂରଣୀୟ ଖ୍ୟାତି ଘଟିଛି l କାରଣ ଓଡ଼ିଆ ସିନେମା ଜଗତର ମ୍ୟୁଜିକ୍ ଦାଦା ଅଭିଜିତ ମଜୁମଦାର ଙ୍କ ଦେହାନ୍ତ ହୋଇଯାଇଛି l ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଭିଜିତ ମଜୁମଦାର ଙ୍କ ମୃତ୍ୟୁ ହେଇଥିବା ଏମ୍ସ ଡାକ୍ତରଙ୍କ ତରଫରୁ ସୂଚନା ମିଳିଛି l ତେବେ ଆଜିବି ହ୍ୟୁମାନ ସାଗର ଙ୍କ ମୃତ୍ୟୁକୁ ଲୋକ ଭୂଳିପରିନଥିବା ବେଳେ ଏବେ ପୁଣିଥରେ ଅଭିଜିତ ମଜୁମଦାର ଙ୍କ ମୃତ୍ୟୁ ଘଟଣା ସର ଓଡ଼ିଶା ବାସୀଙ୍କ ମନରେ ସୋକର ଚୟ ଖେଳାଇ ଦେଇଛି l ଆଉ ଶୁଣିବାକୁ ମିଳିବନି ଅଭିଜିତ ଦାଦାଙ୍କ ସେହି ସୁରିଲା ଗୀତ l ତେବେ ଧିରେଧିରେ ଅଭିଜିତ ଦାଦା ଠିକ୍ ହେଇ ହେଇ ଆସୁଥିଲେ l ତାଙ୍କୁ ଭେଣ୍ଟିଲେତର ରୁ ବାହାର କରି ନର୍ମାଲ ୱାର୍ଡ କୁ ଅଣାଯାଇଥିଲା l କିନ୍ତୁ ଗତକାଲି ପୁଣିଥରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟର ରେ ରଖାଯାଇଥିଲା l କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ ହେଇଥିବା ସୁଚ ମିଳିଛି l ପୂର୍ବରୁ ଅଭିଜିତ ଦାଦା ଲିଭାର ସିରୋସିସ୍ ରୋଗର ପୀଡ଼ିତ ଥିଲେ l ତାଙ୍କୁ ଏମ୍ସ ହସ୍ପିଟାଲ ଉତ୍ତମ ଚିକିତ୍ସା କରାଯାଉଥିଲା l କିନ୍ତୁ ପରେ ପରେ ଦାଦାଙ୍କ ବ୍ରେନ୍ ଡେଡ ହେଇଯାଇଥିଲା ନେଇ ସୁଚ ମିଳିଥିଲା l କିନ୍ତୁ ଆଜି ଆମ ସମାଷ୍ଟଙ୍କୁ ଛାଡି ଆରପାରିକୁ ଚାଲିଯାଇଛନ୍ତି ମ୍ୟୁଜୀକ ଦାଦା ଅଭିଜିତ ମଜୁମଦାର l

Leave a Reply

Your email address will not be published. Required fields are marked *