ମୁଖ୍ୟ ସମାଚାର
ନୀଳଚକ୍ର ପତିତପାବନ ବାନା ଉପରେ ବସିଲା ଚିଲ,ଶୁଭ ନା ଅଶୁଭ?ଭାଇରାଲ ହେବା ନିଶାରେ ବୃଦ୍ଧ ବାପାଙ୍କୁ ବସ୍ତାରେ ପୁରାଇଲା ପରିବାରଆରଆଇଙ୍କୁ ହେଲା ଆଖିବୁଜା ମାଡ଼, ଚେୟାରରୁ ବାହାରକୁ ଆଣିଲେ ଘୋଷାଡ଼ିଆଦିବାସୀ ଝିଅକୁ ଘରେ ପଶି ଦୁଷ୍କର୍ମ କରିଦେଲା ଯୁବକହଠାତ ମାଡି ଆସିଲା ଘୁର୍ନି ଝଡରୋଗୀଙ୍କୁ ସେବା ବଦଳରେ ମିଳିଲା ମାଡ଼ ଓ ଗାଳିSCBରେ ଭୟଙ୍କର ଅଗ୍ନିକାଣ୍ଡରିଲ୍ସ କରିବାର କିଛି ଘଣ୍ଟା ପରେ ଚାଲିଗଲା ୟୁଟ୍ୟୁବରଙ୍କ ଜୀବନଗାଁ ପୋଖରୀରେ ବୁଡି ଦୁଇ ନାବାଳିକା ସାଙ୍ଗଙ୍କ ମୃତ୍ୟୁବିଶ୍ୱକପ୍ ଫାଇନାଲ ବେଳେଧାରୁଆ ଅସ୍ତ୍ରରେ ହାଣିଲେ !

କୂଅ ଭିତରେ ପଡି ଚିତ୍କାର କରୁଥିଲା ଭଉଣୀ

ମତେ ବଞ୍ଚାଓ ମୁ ମରିଗଲି କହି କୂଅ ଭିତରେ ରଡି ଛାଡୁଥିଲା
ଭଉଣୀକୁ କୂଅ ଭିତରେ ଦେଖି ଏପଟେ ଭାଇ ବି କୂଅକୁ ଡେଇଁପଡ଼ିଲା
ପରେ ଦେଖନ୍ତୁ ଭାଇ ଭଉଣୀଙ୍କ ଅବସ୍ଥା କଣ ହେଲା

ପାଣି କାଢୁକାଢ଼ୁ କୂଅରେ ପଡିଗଲା ଭଉଣୀ | ଗଭୀର କୂଅ ଭିତରେ ପଡି ଭଉଣୀ ଛଟପଟ ହେଉଥିଲା | ମତେ ବଂଚ ମୁ ମରିଗଲି କହି ଚିତ୍କାର କରୁଥିଲା | ଏପଟେ ଭାଇ ବଡ ଭଉଣୀର ପାଟି ଶୁଣି ସେ ମଧ୍ୟ କୂଅକୁ ଡେଇଁ ପଡିଲା | ଦେଖୁଦେଖୁ ଦୁଇ ଭାଇ ଆଉ ଭଉଣୀ ଗୋଟିଏ କୂଅ ଭିତରେ ରହି ରଡି ଛାଡିଲେ | ଗାଁ ଲୋକ ଜମା ହେଇଗଲେ | ଘର ଲୋକ ଆସି ଦୁଇ ଭାଇ ଭଉଣୀକୁ ଦେଖି ଛାନିଆ ହେଇଗଲେ | ଶେଷରେ ସେଇଠି ଯାହା ଘଟିଥିଲା ତାକୁ ଦେଖି ପୁତ୍ର ଗାଁରେ ଚହଳ ପଡିଥିଲା | ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ବାରୁହାଁ ଗ୍ରାମରେ । ଗ୍ରାମର ଶ୍ରୀକାନ୍ତ ପରିଡାଙ୍କ ନାବାଳିକା ଲକି ପରିଡା ନିଜ କୁଅରେ ପାଣି କାଢୁଥିବା ସମୟରେ ଅସାବଧାନତା କାରଣରୁ ପଡ଼ିଯାଇଥିଲା । ଭଉଣି ପଡିଯିବାର ଦେଖି ଭାଇ ସନ୍ଦୀପ ପରିଡା ମଧ୍ୟ ଭଉଣୀଙ୍କୁ ବଞ୍ଚାଇବାକୁ ଯାଇ କୁଅକୁ ଡେଇଁ ପଡ଼ିଥିଲେ । ଏସବୁ ଘଟଣାକୁ ଦେଖି ନେଇଥିଲେସ୍ଥାନୀୟ ଲୋକେ , ସଙ୍ଗେ ସଙ୍ଗେ ଭୁବନ ଦମକଳ ବାହିନୀକୁ ଖବର ଦେବାରୁ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଭାଇ ଭଉଣି ଙ୍କୁ ଉଦ୍ଧାର କରି ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଚିକିତ୍ସା ପରେ ଲକି ର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିଥିବା ବେଳେ ଭାଇ ସନ୍ଦୀପ ଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *