ମୁଖ୍ୟ ସମାଚାର
ଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ୧୫ ହଜାର ଟଙ୍କାରେ ନିଜ ଝିଅକୁ ବିକିଦେଲା ମାଆଜବେଷ୍ଟସ କଣା କରି ବୋହିନେଲେ ୧୨ଲକ୍ଷର ମୋବାଇଲ୍ଗାଡି ରେ ୩୦୦ ରୁ ଅଧିକ ପ୍ୟାକେଟ ଗଞ୍ଜେଇ ଜବତଗୋଟିଏ ହୋଟେଲର ଗୋଟିଏ ବେଡ଼ରୁମରେ ଟଙ୍କା ଦେଇ ଦେହ ବିକ୍ରି କରୁଥିଲେଦିନରେ ପୁଅ ରାତିରେ ଝିଅ ହେଇଯାଉଥିଲାକୁକୁଡ଼ା ମାଂସ ପାଇ ସାଙ୍ଗକୁ ମାରିଦେଲା ସାଙ୍ଗକଉ ମାଛ ନେଇଗଲା ଯୁବକର ମୁଣ୍ଡ

ମୋ ସ୍ତ୍ରୀ ଭଳିଆ ଦିଶିଲା, ଆଇ ଲଭ୍ ୟୁ କଦିଦେଲି

ନିଜ ସ୍ତ୍ରୀ ଭାବି ମହିଳା ମାନଙ୍କୁ ଫୁଲ ଦେଇ ଏବଂ ପ୍ରପୋଜ କରି ହଟହଟା ହେଲେ ଜଣେ ଯୁବକ। ଶ୍ରୀମନ୍ଦିର ଦକ୍ଷିଣଦୁଆର ନିକଟରେ ଜଣେ ଯୁବକ ନିଜ ସ୍ତ୍ରୀ ବୋଲି ଭାବି ଅନ୍ୟ ମହିଳା ମାନଙ୍କୁ ଗୋଲାପ ଫୁଲ ଦେବାରୁ ସୁରକ୍ଷାକର୍ମୀ ଏବଂ କିଛି ଯୁବ ସେବାୟତ ମାନଙ୍କ ହାତରେ ଧରା ପଡିଛନ୍ତି। ପଚାରିଲେ କହୁଛନ୍ତି ମୋ ସ୍ତ୍ରୀ ଭାବି ମୁଁ ଟାଣିହେଇ ମହିଳାଙ୍କୁ ପ୍ରପୋଜ କଲି। ସ୍ୱାମୀ ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ହେବାରୁ ମୋ ସ୍ତ୍ରୀ ପଳେଇ ଆସିଛି ପୁରୀ। ତେଣୁ ଅନ୍ୟ ମହିଳା ମାନେ ମତେ ମୋ ସ୍ତ୍ରୀ ଭଳି ଲାଗୁଥିବାରୁ ମୁଁ ସେମାନଙ୍କୁ ପ୍ରପୋଜ କରୁଛି। ହଁ ଅଜ୍ଞାନ ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଜଣେ ବୟସ୍କ ମହିଳା କୁ ଜଣେ ଯୁବକ ଗୋଲାପ ଫୁଲ ଦେଇ i love you କହି କରୁଥିଲା ପ୍ରପୋଜ ଯାହା କୁ ଶୁଣି ଜାଗା ଦର୍ଶନ କରିବାକୁ ଆସିଥିଲା ମହିଳା ଙ୍କ ରାଗିଯାଇଥିଲେ ଆଉ ପାଟି କରିଥିଲେ । ତେବେ ଏତିକି ବେଳେ ସେଠାରେ ଉପସ୍ଥିତ ଥିବା ଲୋକ ମାନେ ଉକ୍ତ ଯୁବାକୁ ଅଟକାଇ ତାଗିଦ କରିଥିଲେ ଯାହାକୁ ଶୁଣିନଥିଲେ ଯୁବକ । ଓଲଟା ସେ ମହିଳା ତାଙ୍କ ସ୍ତ୍ରୀ ଭଳି ଦେଖା ଯାଉଛି କହିଥିଲେ । ଆଉ ସେ ମହିଳାଙ୍କ ପାଖ କୁ ଇଏ ଟାଣି ହେଇ ଯାଉଛୁ କହିଥିଲେ ଏଥିରେ ଲୋକ ରାଗିଯାଇ ଗଲି ଗୁଲଜ କରିଥିଲେ ସୁଦ୍ଧା ଯୁବକଙ୍କୁ କିଛି ଫରକ ପଡି ନଥିଲା । ସ୍ତ୍ରୀ ରାଗିକି ଗାଁ ରୁ ଆସି ପୁରୀ ରେ ଅଛି ତାକୁ ଖୋଜିବାକୁ ଆସିଛି କହୁଛନ୍ତି ବ୍ୟକ୍ତି । ମୋ ସ୍ତ୍ରୀ କୁ ଖୋଜିକି ଦେଇଦିଅ ମୁ ପଳେଇବି । ଏ ଘଟଣା ଜଣ ପଡିବ ପରେ ପୋଲିସ ଉକ୍ତ ବ୍ୟକ୍ତି ସାଙ୍ଗରେ ନେଇ ପଚାରାଉଚରା କରିଛି। ବ୍ୟକ୍ତିଙ୍କ ମୁଣ୍ଡ ଦୋଷ ଥିବା ଅନୁମାନ କରାଯାଉଥିବା ବେଳେ ସେ ହାତ ରେ ଫୁଲ ଧରି ମହିଳାଙ୍କୁ ବୁଲି ବୁଲି କରୁଛନ୍ତି ପ୍ରପୋଜ । ତେବେ ଶ୍ରୀମନ୍ଦିର ନିକଟରେ ଏଭଳି ଅଭଦ୍ର ଲୋକ ଅନେକ ବୁଲାବୁଲି କରୁଥିବାରୁ ମହିଳା ମାନେ ମଧ୍ୟ ସୁରକ୍ଷିତ ମଣୁ ନାହାନ୍ତି।

Leave a Reply

Your email address will not be published. Required fields are marked *