ମୁଖ୍ୟ ସମାଚାର
ନୀଳଚକ୍ର ପତିତପାବନ ବାନା ଉପରେ ବସିଲା ଚିଲ,ଶୁଭ ନା ଅଶୁଭ?ଭାଇରାଲ ହେବା ନିଶାରେ ବୃଦ୍ଧ ବାପାଙ୍କୁ ବସ୍ତାରେ ପୁରାଇଲା ପରିବାରଆରଆଇଙ୍କୁ ହେଲା ଆଖିବୁଜା ମାଡ଼, ଚେୟାରରୁ ବାହାରକୁ ଆଣିଲେ ଘୋଷାଡ଼ିଆଦିବାସୀ ଝିଅକୁ ଘରେ ପଶି ଦୁଷ୍କର୍ମ କରିଦେଲା ଯୁବକହଠାତ ମାଡି ଆସିଲା ଘୁର୍ନି ଝଡରୋଗୀଙ୍କୁ ସେବା ବଦଳରେ ମିଳିଲା ମାଡ଼ ଓ ଗାଳିSCBରେ ଭୟଙ୍କର ଅଗ୍ନିକାଣ୍ଡରିଲ୍ସ କରିବାର କିଛି ଘଣ୍ଟା ପରେ ଚାଲିଗଲା ୟୁଟ୍ୟୁବରଙ୍କ ଜୀବନଗାଁ ପୋଖରୀରେ ବୁଡି ଦୁଇ ନାବାଳିକା ସାଙ୍ଗଙ୍କ ମୃତ୍ୟୁବିଶ୍ୱକପ୍ ଫାଇନାଲ ବେଳେଧାରୁଆ ଅସ୍ତ୍ରରେ ହାଣିଲେ !
ମୁଖ୍ୟ ସମାଚାର
ନୀଳଚକ୍ର ପତିତପାବନ ବାନା ଉପରେ ବସିଲା ଚିଲ,ଶୁଭ ନା ଅଶୁଭ?ଭାଇରାଲ ହେବା ନିଶାରେ ବୃଦ୍ଧ ବାପାଙ୍କୁ ବସ୍ତାରେ ପୁରାଇଲା ପରିବାରଆରଆଇଙ୍କୁ ହେଲା ଆଖିବୁଜା ମାଡ଼, ଚେୟାରରୁ ବାହାରକୁ ଆଣିଲେ ଘୋଷାଡ଼ିଆଦିବାସୀ ଝିଅକୁ ଘରେ ପଶି ଦୁଷ୍କର୍ମ କରିଦେଲା ଯୁବକହଠାତ ମାଡି ଆସିଲା ଘୁର୍ନି ଝଡରୋଗୀଙ୍କୁ ସେବା ବଦଳରେ ମିଳିଲା ମାଡ଼ ଓ ଗାଳିSCBରେ ଭୟଙ୍କର ଅଗ୍ନିକାଣ୍ଡରିଲ୍ସ କରିବାର କିଛି ଘଣ୍ଟା ପରେ ଚାଲିଗଲା ୟୁଟ୍ୟୁବରଙ୍କ ଜୀବନଗାଁ ପୋଖରୀରେ ବୁଡି ଦୁଇ ନାବାଳିକା ସାଙ୍ଗଙ୍କ ମୃତ୍ୟୁବିଶ୍ୱକପ୍ ଫାଇନାଲ ବେଳେଧାରୁଆ ଅସ୍ତ୍ରରେ ହାଣିଲେ !

ବିସ୍ଫୋରଣ ଥରାଇଲା ଭୁବନେଶ୍ୱରକୁଦୋହଲିଗଲା ଦେଶ !

ଥରାଇଲା ଭୁବନେଶ୍ୱରକୁ, ଦୋହଲାଇଲା ଦେଶକୁ, RDX ଭଳି ସନ୍ଦିଗ୍ଧ ରସାୟନିକ ପଦାର୍ଥର ଲିଙ୍କ ପରେ ଘାଣ୍ଟୁଛି NIA। ସାରା ଦେଶକୁ ଦୋହଲାଇ ଦେଇଛି ଭୁବନେଶ୍ବର ସୁନ୍ଦରପଦା ଆଜାଦନଗର ବିସ୍ଫୋରଣ। ନିଆଁ ଭଳି ଭାଇରାଲ ହେଉଥିବା ଶକ୍ତିଶାଳୀ ବିସ୍ଫୋରଣର ଛାତିଥରା ସିସିଟିଭି ଫୁଟେଜ୍, ଜାତୀୟ ତଦନ୍ତକାରୀ ସଂସ୍ଥା NIAକୁ ତାଜୁବ କରିଛି। ମାମଲାର ଗମ୍ଭୀରତାକୁ ଦେଖି NIA ତଦନ୍ତକୁ ଆହୁରି ଜୋରଦାର କରିଥିବାବେଳେ ବିସ୍ଫୋରଣରେ ମାଷ୍ଟରମାଇଣ୍ଡ ଶେହନୱାଜ୍ ମଲ୍ଲିକ ଏବଂ ତା’ ମା’ଙ୍କ ସହ ଚାଲିଗଲାଣି ୨ ଜଣଙ୍କ ଜୀବନ। ଶେହନୱାଜର ଭାବିପତ୍ନୀ ସହ ୨ ଜଣ ମେଡ଼ିକାଲରେ ଚିକିତ୍ସାଧିନ ଅଛନ୍ତି। ତେବେ ବିସ୍ଫୋରଣ ସ୍ଥଳରୁ RDX ଭଳି ରସାୟନିକ ପଦାର୍ଥ ମିଳିଥିବାରୁ କୌଣସି ସ୍ଥାନରେ ବଡ଼ଧରଣର ବିସ୍ଫୋରଣ ପାଇଁ ପେଶାଗତ ଅପରାଧୀ ଶେହନୱାଜ୍ ରଚୁଥିଲା କି ବଡ଼ ଷଡ଼ଯନ୍ତ୍ର ? ସେନେଇ ବଢ଼ିଛି ନାନା ଆଶଙ୍କା।ବିସ୍ଫୋରଣର ତୀବ୍ରତା ଯେତେ ଭୟଙ୍କର, ସେତିକି ଲୋମଟାଙ୍କୁରା ଥିଲା। କୁଖ୍ୟାତ ଅପରାଧୀ ଶେହନୱାଜ ମଲ୍ଲିକ ଓରଫ୍ ମଫି ନିଜର ଭଡ଼ା ଘର ଛାତ ଉପରେ ବୋମା ଭିଡୁଥିବାବେଳେ କେମିତି ହୋଇଥିଲା ବିସ୍ପୋରଣ, ତାହାର ଦୃଶ୍ୟ ଏବେ ଦେଶବ୍ୟାପି ଭାଇରାଲ୍ ହେଉଛି। ଜାତୀୟ ତଦନ୍ତକାରୀ ସଂସ୍ଥା NIA ଯାଏଁ ପହଞ୍ଚିଛି ବିସ୍ଫୋରଣର ତୀବ୍ରତା। କାରଣ ମିଳିଛି ମାରାତ୍ମକ RDX ଭଳି ସନ୍ଦିଗ୍ଧ ରସାୟନିକ ପଦାର୍ଥ। ଯାହାକୁ ନେଇ ବଢ଼ିଛି ନାନା ଆଶଙ୍କା। କାରଣ ଶେହନୱାଜ୍ ମଲ୍ଲିକ ଜଣେ ହିଷ୍ଟ୍ରି-ସିଟର୍ ତଥା ପେଶାଗତ ଅପରାଧୀ। ଯାହା ନାଁରେ ପୂର୍ବରୁ ବହୁ ଅପରାଧିକ ମାମଲା ରହିଛି। ହତ୍ୟା ଉଦ୍ୟମ, ବେଆଇନ ଅସ୍ତ୍ରଶସ୍ତ୍ର ଭଳି ସଂଗୀନ ମାମଲା ରହିଛି ତା’ବିରୋଧରେ। ଆଉ ଏବେ ବିସ୍ଫୋରଣର ତୀବ୍ରତା ସହ RDX ଭଳି ସନ୍ଦିଗ୍ଧ ପଦାର୍ଥର ଲିଙ୍କ୍ ସାମ୍ନାକୁ ଆସିବା ପରେ ଭୁବନେଶ୍ବର କିମ୍ବା ଅନ୍ୟ କେଉଁ ସ୍ଥାନରେ ବଡ଼ଧରଣର ବିସ୍ଫୋରଣ ପାଇଁ ଶେହନୱାଜ୍ ତିଆରି କରୁଥିଲା କି କ୍ରାଇମ୍ ପ୍ଲଟ୍ ? କାହା ଇସାରାରେ ଘର ଭଡ଼ା ନେଇ ଆଜାଦନଗରରେ ତିଆରି କରୁଥିଲା ବୋମା ? କେଉଁଠୁ ଆସୁଥିଲା ବୋମା ତିଆରି ସାମଗ୍ରୀ ? ଶେହନୱାଜ୍ ମଲ୍ଲିକ୍ ଲିଙ୍କରେ ରାଜଧାନୀରେ ଆଉ କିଏ କିଏ ଥିଲେ ଲିଙ୍କରେ ? ସେନେଇ ତଦନ୍ତ କରିଛି NIA। ବିସ୍ଫୋରଣରେ ଇତିମଧ୍ୟରେ ଆଖି ବୁଜିସାରିଛି ଶେହନୱାଜ୍ ମଲ୍ଲିକ୍ ଓରଫ୍ ମଫି। ଗତ ୪ ତାରିଖରେ ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିବାବେଳେ ୧୦ ତାରିଖରେ ୫୧ ବର୍ଷିୟା ମା’ ଲିଜାତୁନ୍ ବିବିଙ୍କର ଚାଲିଯାଇଛି ଜୀବନ। ହେଲେ ବିସ୍ଫୋରଣବେଳେ ଉପସ୍ଥିତ ଥିବା ଏବଂ ଶେହନୱାଜଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରୁଥିବା ତା’ର ଭାବୀ ପତ୍ନୀ ତୃପ୍ତିମୟୀ ମହଲା ମେଡ଼ିକାଲରେ ଚିକିତ୍ସାଧିନ ଅଛନ୍ତି। ସେହିପରି ସହଯୋଗୀ ଅମୀୟ ମଲ୍ଲିକ ବି ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଘଟଣା ଦିନ ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ, ସ୍ଥାନୀୟ ଇଲାକା ଥରହର ହୋଇଥିଲା।ବିସ୍ଫୋରଣର ତୀବ୍ରତା ଏବଂ ଏହା ପଛର ସମ୍ଭାବ୍ୟ ଦିଗକୁ ନେଇ ରାଜ୍ୟଠୁ ଜାତୀୟ ଗଣମାଧ୍ୟମ ଯାଏଁ ଚର୍ଚ୍ଚା। ତେବେ ଅପେକ୍ଷା, NIAର ଚୁଡ଼ାନ୍ତ

Leave a Reply

Your email address will not be published. Required fields are marked *