କଂଗ୍ରେସ ର ଶକ୍ତି ପ୍ରଦର୍ଶନ ରେ କେନ୍ଦ୍ର କୁ ଥରାଇବାର ପ୍ରୟାସ ଆରମ୍ଭ କରିଦେଇଛନ୍ତି କଂଗ୍ରେସ ଦଳ
କଂଗ୍ରେସ ର ସାହସ ଆଗରେ ବିରୋଧୀ ଦଳ ସାଜିଲେ ନୀରବ
କେନ୍ଦ୍ର ବିରୋଧ ରେ ଆନ୍ଦୋଳନ ଡାକରା ଦେଇଛି କଂଗ୍ରେସ
ରାଜ୍ୟ ରେ ହଇଚଇ ସୃଷ୍ଟି କରି ଫାଇଦା ଶୂନ୍ୟ ହୋଇଥିବା କଂଗ୍ରେସ ଏବେ ନଜର ପକାଇଛି କେନ୍ଦ୍ର ଉପରେ
କଂଗ୍ରେସ ର ଶୁଖିଲା ଚିତ୍କାର କଣ ଶୁଣିବ କେନ୍ଦ୍ର ନା ପୁଣି ନିରାଶ ହେବ କଂଗ୍ରେସ
କଂଗ୍ରେସ ର କାର୍ଯ୍ୟ କଳପ ସମ୍ପର୍କ ରେ ଚାଲନ୍ତୁ ନଜର ପକାଇବା