ମୋତେ ମାରିଦେଇଥାନ୍ତ ମୋ ପରିବାର କୁ କାହିଁ କି ମାରିଲ
ମୁଁ ଏକା ମରିଯାଇଥିଲେ ଭଲ ହୋଇଥାନ୍ତା
ମୋ ପରିବାର କୁ ହରେଇ ଦେଇ ମୁ ଏକୁଟିଆ କେମିତି ବଞ୍ଚିବି
ମୁଁ ମରିଯାଇଥିଲେ ଭଲ ହୋଇଥାନ୍ତା
ମୁଁ ମରିଥିଲେ ମୁ ଖୁସି ହୋଇଥାନ୍ତି
ମୋତେ ମାରିଦେଇଥାନ୍ତ ମୋ ପରିବାର କୁ କାହିଁ କି ମାରିଲ
ମୁଁ ଏକା ମରିଯାଇଥିଲେ ଭଲ ହୋଇଥାନ୍ତା
ମୋ ପରିବାର କୁ ହରେଇ ଦେଇ ମୁ ଏକୁଟିଆ କେମିତି ବଞ୍ଚିବି
ମୁଁ ମରିଯାଇଥିଲେ ଭଲ ହୋଇଥାନ୍ତା
ମୁଁ ମରିଥିଲେ ମୁ ଖୁସି ହୋଇଥାନ୍ତି