ମୁଖ୍ୟ ସମାଚାର
ପୁଣି କୋର୍ଟରେମୁହାଁମୁହିଁ ବର୍ଷା-ଅନୁଭବମୋ ସ୍ତ୍ରୀ ଭଳିଆ ଦିଶିଲା, ଆଇ ଲଭ୍ ୟୁ କଦିଦେଲିମହିଳା କମାଣ୍ଡୋଙ୍କୁହତ୍ୟା କଲା ସ୍ବାମୀପେଟରେ ଥିଲା ଛୁଆକୂଅ ଭିତରେ ପଡି ଚିତ୍କାର କରୁଥିଲା ଭଉଣୀପ୍ଲେନ୍ କ୍ରାସରେଆଖିବୁଜିଲେ ଅଜିତ ପାୱାରପୁଅ ଲୋଭରେଝିଅକୁ ନଦୀକୁ ଫୋପାଡ଼ିଲା ବାପାଆଉ ନାହାଁନ୍ତି ମ୍ୟୁଜିକ ଦାଦା ଅଭିଜିତ ମଜୁମଦାରଟଙ୍କା ଗଣିଗଣି ଖରାପ ହେଇଗଲାଣି ମେସିନ ଏପଟେ ସରୁନି ଟଙ୍କାମନ୍ଦିର ଭିତରକୁ ମୋବାଇଲ୍ ନେଲେଯୁବକ ମୁଣ୍ଡରୁ ଚେକାଚେକା ରକ୍ତ ବାହାରୁଚି

ପାକିସ୍ଥାନ ର ସେନା କ୍ୟାମ୍ପ କୁ କରାଗଲା ଧ୍ଵଂସ

ପାକିସ୍ଥାନ ର ସେନା କ୍ୟାମ୍ପ କୁ କରାଗଲା ଧ୍ଵଂସ

ଭାରତ ପକ୍ଷ ରୁ ହାଇ ସ୍ପିଡ ର ତୋପ ଛଡ଼ା ଯାଉଛି

ଭାରତ ସହିତ ବାରମ୍ବାର ଲାଗୁଚି ଆଉ ଭାରତ କୁ ମାଟିରେ ମିଶାଇବାର ପ୍ରୟାସ କରୁଚି ଯାହା ସଫଳ ହେଉନାହିଁ

ଭାରତ କିନ୍ତୁ ପ୍ରତି ଜବାବ ଦେବାରେ ସତ ଚେଷ୍ଟା କରୁଛି
ଏହାରି ଭିତରେ ଏମିତି ପରିସ୍ଥିତି ଉପୁଜିଛି ଯାହା ଯୁଦ୍ଧ ଭୟାଵହ କୁ ଆହୁରି ତିର୍ବ୍ର କରୁଛି
ପାକିସ୍ଥାନ ସେପଟେ ବୈଠକ ଡକାଇଛି ଆଉ କହିଛି ପୁଣି ଥରେ ପାକିସ୍ଥାନ ନେବ ଆଉ କିଛି ବଡ ନିଷ୍ପତି ସେହେବାଜ ସରିଫ ଏବେ ବୈଠକ ବସାଇ ଛନ୍ତି
ପାକିସ୍ଥାନ ର ଲଞ୍ଚ ବ୍ୟଟ କୁ ଧ୍ଵଂସ କରାଇଛି ଭାରତୀୟ ବାୟୁ ସେନା, ଏହାରି ଭିତରେ କିନ୍ତୁ ରାଗ ଜର୍ଜରିତ ରେ ରହିଛି ଚାହିଁ ପାକିସ୍ତାନ ନେବ କିଛି ବଡ ନିଷ୍ପତି ବୋଲି ହୋଇଛି ସ୍ତିର ଯାହା ସୂଚନା ମିଳୁଛି
ଏୟାର ବେସ କୁ ସମ୍ପୂର୍ଣ ଧ୍ଵଂସ କରାଇ ଦେଇଛି ଭାରତ ର ବିର ସୈନିକ ମାନେ
ପାକିସ୍ଥାନ ଯେଉଁ ଯୋଜନା କରିଥିଲା ଭାରତ କୁ ଧ୍ଵଂସ କରିବା ପାଇଁ ତାହା କୁ ପଣ୍ଡ କରିଦେଇଛନ୍ତି ଭାରତୀୟ ବାୟୁ ସେନା

Leave a Reply

Your email address will not be published. Required fields are marked *