ମୁଖ୍ୟ ସମାଚାର
ନୀଳଚକ୍ର ପତିତପାବନ ବାନା ଉପରେ ବସିଲା ଚିଲ,ଶୁଭ ନା ଅଶୁଭ?ଭାଇରାଲ ହେବା ନିଶାରେ ବୃଦ୍ଧ ବାପାଙ୍କୁ ବସ୍ତାରେ ପୁରାଇଲା ପରିବାରଆରଆଇଙ୍କୁ ହେଲା ଆଖିବୁଜା ମାଡ଼, ଚେୟାରରୁ ବାହାରକୁ ଆଣିଲେ ଘୋଷାଡ଼ିଆଦିବାସୀ ଝିଅକୁ ଘରେ ପଶି ଦୁଷ୍କର୍ମ କରିଦେଲା ଯୁବକହଠାତ ମାଡି ଆସିଲା ଘୁର୍ନି ଝଡରୋଗୀଙ୍କୁ ସେବା ବଦଳରେ ମିଳିଲା ମାଡ଼ ଓ ଗାଳିSCBରେ ଭୟଙ୍କର ଅଗ୍ନିକାଣ୍ଡରିଲ୍ସ କରିବାର କିଛି ଘଣ୍ଟା ପରେ ଚାଲିଗଲା ୟୁଟ୍ୟୁବରଙ୍କ ଜୀବନଗାଁ ପୋଖରୀରେ ବୁଡି ଦୁଇ ନାବାଳିକା ସାଙ୍ଗଙ୍କ ମୃତ୍ୟୁବିଶ୍ୱକପ୍ ଫାଇନାଲ ବେଳେଧାରୁଆ ଅସ୍ତ୍ରରେ ହାଣିଲେ !

ଆଦିବାସୀ ଝିଅକୁ ଘରେ ପଶି ଦୁଷ୍କର୍ମ କରିଦେଲା ଯୁବକ

ପୁଅ, ଝିଅ ର ବାପା ପାଖକୁ ଯାଇଥିଲା
କିନ୍ତୁ ଦେଖିଲା ବେଳକୁ ଝିଅ ଘରେ କେହି ନଥିଲେ ଏକୁଟିଆ ଝିଅ ଥିଲା
ବାସ ପରେ ନୃଶଂସ ଝିଅର ଘର ଭିତରେ ହିଁ ଝିଅର ଇଜଟା ନେଇଗଲା

ହଁ ଆଜ୍ଞା ଏ ଝିଅକୁ ଟିକେ ଦେଖିନିୟନ୍ତୁ | ଯେଉଁ ନିରୀହ ଝିଅକୁ ଏହି ନୃଶଂସ ଆଜି ଦୁଷ୍କର୍ମ କରିଦେଇଛି | ଏହି ଯୁବକର ନା ହେଉଛି ହରିଶ୍ ମୁଣ୍ଡା | ଯିଏକି ଝିଅ ଘରକୁ ଯାଇଥିଲା ଆଉ ଏକୁଟିଆ ଝିଅକୁ ଦେଖି ତାକୁ ଘର ଭିତରେ ହିଁ ଦୁଷ୍କର୍ମ କରି ଦେଇଥିଲା | ତେବେ ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ବ୍ଲକ ଅନ୍ତର୍ଗତ ଗୋଜାପଥର ଗ୍ରାମରେ । ଗିରଫ ଜଣଙ୍କ ହେଲେ ଗୋଜାପଥର ଗ୍ରାମର ସମରା ମୁଣ୍ଡା ର ପୁଅ ହରିଶ୍ ମୁଣ୍ଡା |ଯାହାର ବୟସ ମାତ୍ର ୨୨ ବର୍ଷ । ଯିଏକି ପ୍ରଥମେ ଝିଅ ଘରକୁ ଝିଅର ବାପାକୁ ଡାକିବାକୁ ଆସିଥିଲା | କିନ୍ତୁ ଝିଅ ଘରେ କେହି ନଥିବା ଦେଖି ନାବାଳିକାଙ୍କ ଘରେ ନାବାଳିକାଙ୍କୁ ଯୁବକ ଜଣଙ୍କ ଏକୁଟିଆ ପାଇ ଅସଦାଚରଣ କରିବା ସହ ଦୁଷ୍କର୍ମ କରିଥିଲା | ପରେ ନାବାଳିକା ଜଣକ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିବା ପରେ ପରିବାର ଲୋକେ ପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପାଟଣା ପୋଲିସ ଉଭୟଙ୍କ ଡାକ୍ତରୀ ମାଇନା କରିବା ସହିତ ପାଟଣା ଥାନା କେଶ୍ ନଂ ୧୨୩/୧୦୨୬ ଆଇନ ଅଧୀନ ଧାରା ୬୫(୨) ଭାରତୀୟ ନ୍ୟାୟ ସଂହିତା/ ୪(୨)/୬(୧) ପୋକ୍ସୋ ଆଇନ ଅନୁଯାୟୀ ହରିଶ୍ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା | ଯାହାକୁ ନେଇ ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *