ମୁଖ୍ୟ ସମାଚାର
ପୁଣି ନବୀନ ପାଣ୍ଡୁ ଙ୍କୁ ଟାର୍ଗେଟ କରିଲେ ଶ୍ରୀମୟୀSI ଘୋଟାଲା ରେ ପୁଣି ଧରା ହେଲେତଳକୁ ଖସିଲା ସୁନା ର ଦରମୁସଲମାନ ମାନଙ୍କୁ ଧମକ ଦେଲେ ଯୋଗୀଜୀବନ ନେଇ ଜାଇ ପାରେ ଧୂପ କାଠି ଧୁଆଁସଂଘାତିକ ଭାବରେ ବର୍ଷିବ ସୂଚନା ଦେଲା ପାଣିପାଗ ବିଭାଗନବଦାସ ଙ୍କ ହତ୍ୟା ସବୁଦିନ ପାଇଁ ରହସ୍ୟ ହୋଇ ରହିଯିବଆମେ କଣ ତୁମର ଏ ପଦେ ପଦେ କଥା ରେ ଡରିଚୁ ନା ଡରି ଯିବୁନାଗରିକ ମାନଙ୍କ ପାଇଁ ପ୍ରକୃତ ଚିନ୍ତା କୁଆଡେ ଧର୍ମେନ୍ଦ୍ର ପ୍ରଧାନଙ୍କ ର ରହିଛିଶିଳ୍ପ ସ୍ଥାପନ କରିବା ପାଇଁ ଚିନ୍ତାରେ ମୋହନ ସରକାର

ଅଚାନକ ଦିଲ୍ଲୀ ରେ ହୋ ହୋ ବାଦୁଚି କୋରାନ।

ଏକା ଥରେ କେ ଚିହ୍ନଟ ହେଲେ ଏତିକି ଲୋକ। ଆଗକୁ ଦିଲ୍ଲୀରେ ବନ୍ଦ ହୋଇପାରେ ସବୁ। କୋଭିଡ୍ ମହାମାରୀକୁ କିଏ ବା ଭୁଲିବ । ପୁଣି ଧୀରେ ଧୀରେ କାୟା ବିସ୍ତାର କଲାନି କୋରାନ। ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ପାଲଟିଥିଲା ଏହି ମହାମାରୀ । ତେବେ ବର୍ତ୍ତମାନ ପୁଣି ଡରାଇଲାଣି କରୋନା । କରୋନା ଭାଇରସକୁ ନେଇ ଆତଙ୍କିତ ଲୋକେ । ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୩ ଟି କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଯାହାକୁ ନେଇ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ହସ୍ପିଟାଲ ଗୁଡ଼ିକୁ ବେଡ୍ ଏବଂ ଅକ୍ସିଜେନ୍ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦେଇଛନ୍ତି ।

ଦିଲ୍ଲୀରେ ୨୩ ଜଣ କୋଭିଡ୍ ପଜିଟିଭ୍ ରିପୋର୍ଟ ଆସିଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ପଙ୍କଜ ସିଂ ଶୁକ୍ରବାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସରକାର ରୋଗୀଙ୍କ ବିବରଣୀ ଯାଞ୍ଚ କରୁଛନ୍ତି । ଏହା ସହିତ ସେମାନେ ଯାଞ୍ଚ କରୁଛନ୍ତି ଯେ ରୋଗୀମାନେ ସହରର ବାସିନ୍ଦା ନା ସେମାନଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରୀ ଅଛି ।

ଏପଟେ ଚୀନ୍, ଥାଇଲ୍ୟାଣ୍ଡ ଏବଂ ସିଙ୍ଗାପୁର ଭଳି ଦେଶରେ ବଢ଼ୁଥିବା ମାମଲା ମଧ୍ୟରେ, ସରକାର ହସ୍ପିଟାଲ ଗୁଡ଼ିକୁ ଶଯ୍ୟା ଏବଂ ଅକ୍ସିଜେନ ପୂର୍ବରୁ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦେଇଛନ୍ତି । ରିପୋର୍ଟ ଅନୁସାରେ ୧୯ ମଇ, ୨୦୨୫ ସୁଦ୍ଧା ୨୫୭ଟି ସକ୍ରିୟ ମାମଲା ରହିଥିଲା । କେରଳ, ମହାରାଷ୍ଟ୍ର ଏବଂ ତାମିଲନାଡୁ ଭଳି ରାଜ୍ୟ ଗୁଡ଼ିକରେ ଅନେକ ସକ୍ରିୟ ମାମଲା ଥିବା ନେଇ ରିପୋର୍ଟ ଆସିଛି ।

Leave a Reply

Your email address will not be published. Required fields are marked *