ମୁଖ୍ୟ ସମାଚାର
ପୁଣି ନବୀନ ପାଣ୍ଡୁ ଙ୍କୁ ଟାର୍ଗେଟ କରିଲେ ଶ୍ରୀମୟୀSI ଘୋଟାଲା ରେ ପୁଣି ଧରା ହେଲେତଳକୁ ଖସିଲା ସୁନା ର ଦରମୁସଲମାନ ମାନଙ୍କୁ ଧମକ ଦେଲେ ଯୋଗୀଜୀବନ ନେଇ ଜାଇ ପାରେ ଧୂପ କାଠି ଧୁଆଁସଂଘାତିକ ଭାବରେ ବର୍ଷିବ ସୂଚନା ଦେଲା ପାଣିପାଗ ବିଭାଗନବଦାସ ଙ୍କ ହତ୍ୟା ସବୁଦିନ ପାଇଁ ରହସ୍ୟ ହୋଇ ରହିଯିବଆମେ କଣ ତୁମର ଏ ପଦେ ପଦେ କଥା ରେ ଡରିଚୁ ନା ଡରି ଯିବୁନାଗରିକ ମାନଙ୍କ ପାଇଁ ପ୍ରକୃତ ଚିନ୍ତା କୁଆଡେ ଧର୍ମେନ୍ଦ୍ର ପ୍ରଧାନଙ୍କ ର ରହିଛିଶିଳ୍ପ ସ୍ଥାପନ କରିବା ପାଇଁ ଚିନ୍ତାରେ ମୋହନ ସରକାର

ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ବି.ଆର. ଗଭାଇ

ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ବି.ଆର. ଗଭାଇ । ହାଇଦ୍ରାବାଦ ଗସ୍ତ ସମୟରେ ଗୁରୁତର ସଂକ୍ରମଣରେ ପୀଡିତ ହୋଇ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବର୍ତ୍ତମାନ ଚିକିତ୍ସା ଚାଲିଥିବା ବେଳେ ଧିରେ ଧିରେ ସୁସ୍ଥ ହେଉଛନ୍ତି ସିଜେଆଇ ଗଭାଇ ।

ତାଙ୍କର ସଂକ୍ରମଣ ସମ୍ପର୍କରେ ସବିଶେଷ ତଥ୍ୟ ମିଳିନାହିଁ । ହସ୍ପିଟାଲରେ ଚିକିତ୍ସିତ ହେଉଥିବା କାରଣରୁ ସେ କୋର୍ଟ କାର୍ଯ୍ୟରେ ଯୋଗଦେଇ ପାରିନାହାନ୍ତି । ତେବେ ୨-୩ ଦିନରେ ସେ ହସ୍ପିଟାଲରୁ ଡିସଚାର୍ଜ ହେବେ ବୋଲି ତାଙ୍କର ନିକଟତମ ସୂତ୍ରରୁ ଜଣାପଡିଛି । ଜୁଲାଇ 12 ତାରିଖରେ ହାଇଦ୍ରାବାଦ ଜଷ୍ଟିସ୍ ସିଟିରେ ଥିବା ନାଲସାର ଆଇନ ବିଶ୍ୱବିଦ୍ୟାଳୟରେ ସମାବର୍ତ୍ତନ ଉତ୍ସବରେ CJIସାମିଲ ହୋଇଥିଲେ । ସମାବର୍ତ୍ତନ ଭାଷଣ ଦେବା ସମୟରେ ପରିବାର ଉପରେ ଆର୍ଥିକ ଚାପ ନପକାଇ ଛାତ୍ରବୃତ୍ତି ନେଇ ବିଦେଶ ଯିବାକୁ ପରାମର୍ଶ ଦେଇଥିଲେ।

ଏଥିସହ ନ୍ୟାୟୀକ ବ୍ୟବସ୍ଥାରେ ସୁଧାର କରିବାର ବହୁତ ଆବଶ୍ୟକତା ରହିଥିବା କହିଥିଲେ ଜଷ୍ଟିସ୍ ବି.ଆର. ଗଭାଇ ।

Leave a Reply

Your email address will not be published. Required fields are marked *