ମୁଖ୍ୟ ସମାଚାର
ପୁଣି କୋର୍ଟରେମୁହାଁମୁହିଁ ବର୍ଷା-ଅନୁଭବମୋ ସ୍ତ୍ରୀ ଭଳିଆ ଦିଶିଲା, ଆଇ ଲଭ୍ ୟୁ କଦିଦେଲିମହିଳା କମାଣ୍ଡୋଙ୍କୁହତ୍ୟା କଲା ସ୍ବାମୀପେଟରେ ଥିଲା ଛୁଆକୂଅ ଭିତରେ ପଡି ଚିତ୍କାର କରୁଥିଲା ଭଉଣୀପ୍ଲେନ୍ କ୍ରାସରେଆଖିବୁଜିଲେ ଅଜିତ ପାୱାରପୁଅ ଲୋଭରେଝିଅକୁ ନଦୀକୁ ଫୋପାଡ଼ିଲା ବାପାଆଉ ନାହାଁନ୍ତି ମ୍ୟୁଜିକ ଦାଦା ଅଭିଜିତ ମଜୁମଦାରଟଙ୍କା ଗଣିଗଣି ଖରାପ ହେଇଗଲାଣି ମେସିନ ଏପଟେ ସରୁନି ଟଙ୍କାମନ୍ଦିର ଭିତରକୁ ମୋବାଇଲ୍ ନେଲେଯୁବକ ମୁଣ୍ଡରୁ ଚେକାଚେକା ରକ୍ତ ବାହାରୁଚି

ମା’ଙ୍କ ଧୈର୍ଯ୍ୟ ଏବଂ ତାଙ୍କ ସାହସକୁ ସଲାମ୍

ଚିକିତ୍ସା ପାଇଁ ସ୍ବାମୀଙ୍କୁ ନେଇ ପହଞ୍ଚିଥିଲେ କଟକ ଏସସିବି କୁନି ପୁଅକୁ ସାଙ୍ଗରେ ଧରି । ଦିର୍ଘଦିନ ଚିକିତ୍ସା ପରେ ସ୍ଵାମୀ ସେଠାରେ ମୃତ୍ୟୁ ବରଣ କଲେ, ସ୍ଵେଚ୍ଛାସେବୀଙ୍କ ସହଯୋଗ କ୍ରମେ ନିକଟସ୍ଥ ଶ୍ମଶାନରେ ତାଙ୍କ ସ୍ଵାମୀଙ୍କର ଶେଷକୃତ୍ୟ ସମ୍ପନ୍ନ ହେଲା ।

ଜୁଇରେ ନିଆଁ ଦେଇ ଛାତିକୁ ପଥର କରି ଏକ ମୁହାଁ ହୋଇ ପୁଅକୁ ଧରି ଫେରୁଥିବାର ଏ ଦୃଶ୍ୟ ଖୁବ୍ ହୃଦୟ ବିଦାରକ..
କିନ୍ତୁ ସବୁ ପରେ ତାଙ୍କ ପଥର ହୃଦୟ ଭିତରେ ଭରି ରହିଥିବା ଅସୀମ ଧୈର୍ଯ୍ୟ ସାହସକୁ ସଭିଏଁ ଅନୁଭବ କରିପାରିବେ ନିଶ୍ଚିତ..

ନାରୀ ନୁହଁ ସେ ନାରାୟଣୀ..
ବହୁତ ବହୁତ ଧନ୍ୟବାଦ

Leave a Reply

Your email address will not be published. Required fields are marked *