ଆମ କୁ ଡରେଇ ଧମକେଇ ଅନାସ୍ଥା ପ୍ରସ୍ତାବ କାଗଜ ଦେଖାଇବ
ଆମେ କଣ ତୁମର ଏ ପଦେ ପଦେ କଥା ରେ ଡରିଚୁ ନା ଡରି ଯିବୁ
ଉଠାଇଲ ତୁମେ ସାର ପ୍ରସଙ୍ଗ ଆମେ ଡରିନୁ
ଆଇନ ଶୃଙ୍ଖଳା ଅନାସ୍ଥା ପ୍ରସ୍ତାବ ସରକାର ଙ୍କୁ ତୁମେ ଦୋହଲାଇ ଦେବ କି