ମୁଖ୍ୟ ସମାଚାର
ପୁଣି କୋର୍ଟରେମୁହାଁମୁହିଁ ବର୍ଷା-ଅନୁଭବମୋ ସ୍ତ୍ରୀ ଭଳିଆ ଦିଶିଲା, ଆଇ ଲଭ୍ ୟୁ କଦିଦେଲିମହିଳା କମାଣ୍ଡୋଙ୍କୁହତ୍ୟା କଲା ସ୍ବାମୀପେଟରେ ଥିଲା ଛୁଆକୂଅ ଭିତରେ ପଡି ଚିତ୍କାର କରୁଥିଲା ଭଉଣୀପ୍ଲେନ୍ କ୍ରାସରେଆଖିବୁଜିଲେ ଅଜିତ ପାୱାରପୁଅ ଲୋଭରେଝିଅକୁ ନଦୀକୁ ଫୋପାଡ଼ିଲା ବାପାଆଉ ନାହାଁନ୍ତି ମ୍ୟୁଜିକ ଦାଦା ଅଭିଜିତ ମଜୁମଦାରଟଙ୍କା ଗଣିଗଣି ଖରାପ ହେଇଗଲାଣି ମେସିନ ଏପଟେ ସରୁନି ଟଙ୍କାମନ୍ଦିର ଭିତରକୁ ମୋବାଇଲ୍ ନେଲେଯୁବକ ମୁଣ୍ଡରୁ ଚେକାଚେକା ରକ୍ତ ବାହାରୁଚି

ସୂର୍ଯ୍ୟବଂଶୀ ସୁରଜ ଖାଇବେ ତଡା କାହିଁ କି ମନ୍ତ୍ରୀ ମଣ୍ଡଳ ରୁ ତଡ଼ା ଖାଇବେ

ସୂର୍ଯ୍ୟବଂଶୀ ସୁରଜ ଖାଇବେ ତଡା କାହିଁ କି ମନ୍ତ୍ରୀ ମଣ୍ଡଳ ରୁ ତଡ଼ା ଖାଇବେ କହିଲେ ମୋହନ ମାଝି

ଯାହା ନାମ ରେ ଅଛି ଦୁର୍ନୀତି ର ଗୋଟିଏ ଘଟଣା ବିତାଡିତ ହେବେ ମନ୍ତ୍ରୀ ମଣ୍ଡଳ ରୁ ନିଷ୍ପତି ହୋଇଛି

ସୂର୍ଯ୍ୟବଂଶୀ ସୁରଜ ବିଦା ହେବେ ଭୁଲ କରିଛନ୍ତି ବୋଲି ମୋହନ ମାଝି ନେଇଛନ୍ତି ଏମିତି ନିଷ୍ପତି

ସିଦ୍ଧାର୍ଥ ମହାପାତ୍ର ଙ୍କୁ କରାଯିବ ମନ୍ତ୍ରୀ ମଣ୍ଡଳ ର ମୁଖିଆ କହିଲେ ମୋହନ ସରକାର

ବିଜେପି ରେ ପରିସ୍ଥିତି ଠିକ୍ ଚାଲି ନାହିଁ ଯେଉଁ କାରଣ ପାଇଁ ଆଜି ପର୍ଯ୍ୟନ୍ତ ବିଜେପି ସରକାର ରେ ସଭାପତି ଚୟନ ହୋଇ ପାରୁନାହିଁ
କାରଣ ସଭାପତି ଚୟନ କରିବା ର ତାରିଖ ପରିବର୍ତ୍ତନ ହେବାରେ ଲାଗିଛି, ତେବେ ମୋହନ ସରକାର ନିଜେ କୌଣସି ନିଷ୍ପତି ନେଇ ପାରୁ ନାହାଁନ୍ତି ତେଣୁ ବର୍ତମାନ ସମୟ ରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ମନ୍ତ୍ରୀମଣ୍ଡଳ ରୁ ବିଦା ହେବେ ସୂର୍ଯ୍ୟବଂଶୀ ସୁରଜ ତାଙ୍କ ସହିତ ପୁଣି ୩ ଜଣ ଙ୍କୁ ବିଦା କରାଯିବ

ବିଜେପି ଦଳ ରେ ବର୍ତମାନ ସୁଦ୍ଧା ଗୋଷ୍ଠୀ କନ୍ଦଳ ସମାପ୍ତ ହେବାର ନା ଧରୁନି ଯେଉଁ କାରଣ ପାଇଁ ଭାରତୀୟ ଜନତା ପାର୍ଟି ରେ ସଭାପତି ହେବା ପାଇଁ ଅନେକ ଲମ୍ଭା ଲାଇନ ଲାଗିଛି କିନ୍ତୁ କିଏ କେତେବେଳେ ବିଜେପି ସଭାପତି ହେବେ ଏ ପର୍ଯ୍ୟନ୍ତ ସ୍ଥିର ହୋଇ ପାରୁ ନାହିଁ
ଅନେକ ନେତା ମନ୍ତ୍ରୀ ଏବେ ଚାହିଁ ବସିଛନ୍ତି ବିଜେପି ଦଳ ର ମନ୍ତ୍ରୀ ହେବା ପାଇଁ
କିନ୍ତୁ ମନ୍ତ୍ରୀ ହେବାକୁ ହେଲେ କେବଳ ନିଜର ରାଜନୈତିକ ଗୁଣ ନୁହେଁ ବରଂ ଚରିତ୍ର ଉପରେ ମଧ୍ୟ ନଜର ରଖିଛନ୍ତି ମୋହନ ସରକାର
ଏଣିକି ରାଜନୈତିକ ଜୀବନ ସହିତ ମଧ୍ୟ ଚରିତ୍ର କୁ ଆଖି ଆଗରେ ରଖିବେ ମୋହନ ସରକାର

ଯଦି କାହା ନାମ ରେ ମାଳ ମାଳ କେସ ରହି ଥାଏ ସେ ମନ୍ତ୍ରୀମଣ୍ଡଳ ରୁ ବିଦା ହେବ

Leave a Reply

Your email address will not be published. Required fields are marked *