ବିଜେପି କୁ ସବୁ ତଥ୍ୟ ଦେଉଛି ବିଜେଡି ର ଏହି ମୂଷା
ବିଜେଡି ଢୋଲ ଭିତରେ ପଶି ଯାଇଛି ମୂଷା ଆଉ ଖୋଳ କରି ପକାଇଛି।
ବିଜେପି କୁ ଦେଉଛି ସମସ୍ତ ଭିତିରି ତଥ୍ୟ ବିଜେଡି ର ବଦନାମ କରୁଛି
ବିଜେଡି ଗୃହ ମଧ୍ୟ ରେ ଲୁଚି ରହିଛି ଗୁପ୍ତ ଚୋର ବିଜେପି କୁ ସାହାଯ୍ୟ କରିଛି
ବିଜେପି ଲିଙ୍କ ରେ ବିଜେଡି ରାଜ୍ୟ ସଭା ସାଂସଦ