Live TV
Grabbed and lifted a Class 10 girlSophia Firdos to resign from Congress partyଆଇ ଫୋନ ପାଇଁ ହେଇଥିବା ମୃତ୍ୟୁ ଘଟଣାର ଆସିଲା ନୂଆ ମୋଡ଼Young couple stopped on the roadThat video of the police and the auto rickshaw driver that came to lightCustomer and owner at the police station after being served fish patan poda for Rs 1400Minor kidnapped on the pretext of feeding biryaniWoman kills husband and buries him under bathroom tilesId-ul-Azha was celebrated with great joy and brotherhood in Bhadrak BasudevpurMuch talked about Hadipa Nikhil murder case

ଆଇ ଫୋନ ପାଇଁ ହେଇଥିବା ମୃତ୍ୟୁ ଘଟଣାର ଆସିଲା ନୂଆ ମୋଡ଼

ଆଇ ଫୋନ ପାଇଁ ହେଇଥିବା ମୃତ୍ୟୁ ଘଟଣାର ଆସିଲା ନୂଆ ମୋଡ଼

ନୂଆ ଆଇ ଫୋନ ପାଇଁ ପାହାଡ଼ ଉପରୁ ତଳକୁ ଡେଇଁ ପଡ଼ିଥିଲେ ଗୋଟିଏ ପରିବାରର 3 ଜଣ

ପ୍ରଥମେ ପୁଅ ପରେ ବାପା ଆଉ ପରେ ମାଆର ଜୀବନ ଚାଲିଯାଇଥିଲା

କିନ୍ତୁ ସେହି ଆଇ ଫୋନ ଘଟଣାରେ ଏକ ନୂଆ ମୋଡ଼ ଆସିଲା

ହଁ ଆଜ୍ଞା ମହାରାଷ୍ଟ୍ରର ଏହି ଆଉ ଫୋନ ଘଟଣା କଥା ଆପଣ ନିଶ୍ଚୟ ଜାଣିଥିବେ l 19 ବର୍ଷର କୁନାଲ ନାମକ ଏହି ଯୁବକ ବାପାଙ୍କୁ ନୂଆ ଆଇ ଫୋନ ଆଣିବାକୁ କହିଥିଲା l ବାପା ମୁରଲୀ ଆଇ ଫୋନ କିଣିବାକୁ ମନା କରିଦେଇଥିଲେ l ଯେଉଁ ଘଟଣାକୁ ନେଇ ବାପା ଆଉ ପୁଅ ଭିତରେ ଝଗଡ଼ା ଆରମ୍ଭ ହେଇଥିଲା l ପୁଅ ବାପା ସହ ଝଗଡ଼ା କରି ଦୌଡ଼ି ଆସି ଏହି ପାହାଡ଼ ଉପରେ ଠିଆ ହେଇଥିଲା l ଯାହାଫଳରେ ପୁଅ କୁନାଲ ପଛରେ ବାପା ମୁରଲୀ ଇବ ବାପା ପଛରେ କୁନାଲ ର ମା ଦୌଡ଼ି ଆସିଥିଲେ l ଦେଖୁଦେଖୁ ଗାଁର ଅନେକ ଲୋକ ମଧ୍ୟ ଦୌଡ଼ି ଆସି କନ୍ ହେଲା ବୋଲି ପ୍ରଶ୍ନ କରିଥିଲେ l କିନ୍ତୁ ଦର୍ଶକ ବନ୍ଧୁ ଶେଷରେ ସେହି ପାହାଡ଼ ଉପରେ ଏମିତି ଏକ ଘଟଣା ଘଟିଥିବା ତାହା କେହି ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ l ହଁ ଆଜ୍ଞା ନିଜ ଜିଦରେ ଅଟଳ ଥିବା ପୁଅ କୁନାଲ ସେମିତି ପାହାଡ଼ ଉପରେ ଠିଆ ହେଇଥାଏ l ଆଉ ଏପଟେ ବାପା କୁନାଲକୁ ବଞ୍ଚାଇବାକୁ ତାର ପାଖକୁ ପାଖକୁ ଯାଇଥାନ୍ତି l ସେତିକିବେଳେ କୁନାଲ ହଠାତ୍ ପାହାଡ଼ ତଳକୁ ପଡ଼ିଗଲା l କୁନାଲ ପରେପରେ ବାପା ମୁରଲୀ ଆଉ ପରେ ମା ମଧ୍ୟ ସେହି ପାହାଡ଼ ତଳୁ ଡେଇ ପଡିଲା l ତେବେ ସେହି ଘଟଣା ସର ଦେଶରେ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ନିଜେ କୁନାଲଙ୍କ ମାଉସୀ ଏ ନେଇ ଏକ ନୂଆ ତଥ୍ୟ ସାମନାକୁ ଆଣିଛନ୍ତି l କୁନଳଙ୍କ ମାଉସୀ କହିଛନ୍ତି ଆଇ ଫୋନ ପାଇଁ ନୁହ ବରଂ ପାରିବାରିକ କଳହ ପାଇ ତିନି ଜଣକ ଜୀବନ ଯାଇଛି l ଯାହାକୁ ନେଇ ଏହି ଘଟଣା ସର ଦେଶରେ ଚର୍ଚ୍ଚା ଖେଳାଇ ଦେଇଛି l

Leave a Reply

Your email address will not be published. Required fields are marked *