ମୁଖ୍ୟ ସମାଚାର
ପୁଣି ନବୀନ ପାଣ୍ଡୁ ଙ୍କୁ ଟାର୍ଗେଟ କରିଲେ ଶ୍ରୀମୟୀSI ଘୋଟାଲା ରେ ପୁଣି ଧରା ହେଲେତଳକୁ ଖସିଲା ସୁନା ର ଦରମୁସଲମାନ ମାନଙ୍କୁ ଧମକ ଦେଲେ ଯୋଗୀଜୀବନ ନେଇ ଜାଇ ପାରେ ଧୂପ କାଠି ଧୁଆଁସଂଘାତିକ ଭାବରେ ବର୍ଷିବ ସୂଚନା ଦେଲା ପାଣିପାଗ ବିଭାଗନବଦାସ ଙ୍କ ହତ୍ୟା ସବୁଦିନ ପାଇଁ ରହସ୍ୟ ହୋଇ ରହିଯିବଆମେ କଣ ତୁମର ଏ ପଦେ ପଦେ କଥା ରେ ଡରିଚୁ ନା ଡରି ଯିବୁନାଗରିକ ମାନଙ୍କ ପାଇଁ ପ୍ରକୃତ ଚିନ୍ତା କୁଆଡେ ଧର୍ମେନ୍ଦ୍ର ପ୍ରଧାନଙ୍କ ର ରହିଛିଶିଳ୍ପ ସ୍ଥାପନ କରିବା ପାଇଁ ଚିନ୍ତାରେ ମୋହନ ସରକାର

ପଡୋଶୀ ଦେଶ କେବେ ପାଳନ କରନ୍ତି ସ୍ୱତନ୍ତ୍ରତା ଦିବସ

ଭାରତ ପ୍ରତିବର୍ଷ ୧୫ ଅଗଷ୍ଟରେ ସ୍ୱାଧୀନତା ଦିବସ ପାଳନ କରେ । ୧୯୪୭ ମସିହାର ଏହା ହିଁ ହେଉଛି ସେହି ତାରିଖ ଯେତେବେଳେ ଭାରତକୁ ବ୍ରିଟିଶ ଶାସନରୁ ମୁକ୍ତି ମିଳିଥିଲା । ଆଜାଦୀର ଏହି ଅନୁଭବ ପ୍ରତି ଭାରତୀୟଙ୍କ ପାଇଁ ସେତିକି ଆନନ୍ଦମୟ ତ ଥିଲା , ହେଲେ ହୃଦୟରେ ବିଭାଜନ ନେଇ ଆଶଙ୍କା ବି ଥିଲା । ଭାରତ ସ୍ୱାଧୀନ ହେବାର ଗୋଟିଏ ଦିନ ପୂର୍ବରୁ ଭାରତ ବିଭାଜନ ହୋଇ ପାକିସ୍ତାନ ବନାଗଲା । ଏହା ହିଁ କାରଣ ଯେ, ଭାରତ ସ୍ୱାଧୀନ ହେବାର ଠିକ ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ର ସ୍ୱତନ୍ତ୍ରତା ଦିବସ ପଡିଥାଏ ।ଭୁଟାନ- ଭୁଟାନ ନିଜର ସ୍ୱତନ୍ତ୍ରତା ଦିବସ ୧୭ ଡିସେମ୍ବରରେ ପାଳନ କରିଥାଏ । ୧୭ ଡିସେମ୍ବର ୧୯୦୭ ମସିହାରେ ବାଙ୍ଗଚୁକ ବଂଶ ଭୁଟାନକୁ ସମ୍ଭାଳିଥିଲେ । ସେବେଠୁ ଭୂଟାନ ଏହି ଦିନ ସ୍ୱାଧୀନତା ଦିବସ ପାଳନ କରିଥାଏ ।
ପାକିସ୍ତାନ- ଭାରତ ଆଜାଦୀ ହେବାର ଠିକ ଗୋଟିଏ ଦିନ ପୂର୍ବରୁ ବିଭାଜନ ଫଳସ୍ୱରୂପ ପାକିସ୍ତାନର ସୃଷ୍ଟି ହୋଇଥିଲା । ଭାରତ ସ୍ୱାଧୀନ ହେବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ୧୪ ଅଗଷ୍ଟରେ ପଡିଥାଏ । ପାକିସ୍ତାନ ୧୪ ଅଗଷ୍ଟ ୧୯୪୭ରେ କ୍ଷମତାକୁ ଆସିଥିଲା ।
ଚୀନ- ଡ୍ରାଗନ ଚୀନ ପ୍ରତିବର୍ଷ ୧ ଅକ୍ଟୋବରରେ ସ୍ୱତନ୍ତ୍ରତା ଦିବସ ପାଳନ କରିଥାଏ । ୧୯୪୯ ମସିହା ୧ ଅକ୍ଟୋବରରେ ସେଂଟ୍ରାଲ ପିପୁଲ୍ସ ଗର୍ଭଣ୍ଣମେଂଟର ଗଠନ ହୋଇଥିଲା । ତେବେ ସ୍ଥାପନା ପୂର୍ବରୁ ହୋଇସାରିଥିଲା । ମାତ୍ର ସରକାର ଗଠନକୁ ହିଁ ଡ୍ର

Leave a Reply

Your email address will not be published. Required fields are marked *