ମୁଖ୍ୟ ସମାଚାର
କଂଗ୍ରେସ ଦଳରୁ ଇସ୍ତଫା ଦେବେ ସୋଫିଆ ଫିର୍ଦ୍ଦୋସA new twist in the death case for an iPhoneରାସ୍ତା ମଝିରେ ଯୁବକ ଯୁବତୀ ଅଟକସାମ୍ନାକୁ ଆସିଲା ପୋଲିସ ସହ ଅଟୋ ବାଲାଙ୍କ ସେହି ଭିଡିଓଥାନାରେ ଗ୍ରାହକ ଓ ମାଲିକ ୧୪୦୦ ଟଙ୍କାର ଖୁଆଇଲେ ମାଛ ପତ୍ରପୋଡ଼ାବିରିୟାନି ଖୁଆଇବା ବାହାନାରେ ନାବାଳକକୁ ଅପହରଣସ୍ୱାମୀଙ୍କୁ ମାରି ବାଥରୁମ ଟାଇଲ ତଳେ ପୋତିଲା ସ୍ତ୍ରୀଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ

ପଡୋଶୀ ଦେଶ କେବେ ପାଳନ କରନ୍ତି ସ୍ୱତନ୍ତ୍ରତା ଦିବସ

ଭାରତ ପ୍ରତିବର୍ଷ ୧୫ ଅଗଷ୍ଟରେ ସ୍ୱାଧୀନତା ଦିବସ ପାଳନ କରେ । ୧୯୪୭ ମସିହାର ଏହା ହିଁ ହେଉଛି ସେହି ତାରିଖ ଯେତେବେଳେ ଭାରତକୁ ବ୍ରିଟିଶ ଶାସନରୁ ମୁକ୍ତି ମିଳିଥିଲା । ଆଜାଦୀର ଏହି ଅନୁଭବ ପ୍ରତି ଭାରତୀୟଙ୍କ ପାଇଁ ସେତିକି ଆନନ୍ଦମୟ ତ ଥିଲା , ହେଲେ ହୃଦୟରେ ବିଭାଜନ ନେଇ ଆଶଙ୍କା ବି ଥିଲା । ଭାରତ ସ୍ୱାଧୀନ ହେବାର ଗୋଟିଏ ଦିନ ପୂର୍ବରୁ ଭାରତ ବିଭାଜନ ହୋଇ ପାକିସ୍ତାନ ବନାଗଲା । ଏହା ହିଁ କାରଣ ଯେ, ଭାରତ ସ୍ୱାଧୀନ ହେବାର ଠିକ ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ର ସ୍ୱତନ୍ତ୍ରତା ଦିବସ ପଡିଥାଏ ।ଭୁଟାନ- ଭୁଟାନ ନିଜର ସ୍ୱତନ୍ତ୍ରତା ଦିବସ ୧୭ ଡିସେମ୍ବରରେ ପାଳନ କରିଥାଏ । ୧୭ ଡିସେମ୍ବର ୧୯୦୭ ମସିହାରେ ବାଙ୍ଗଚୁକ ବଂଶ ଭୁଟାନକୁ ସମ୍ଭାଳିଥିଲେ । ସେବେଠୁ ଭୂଟାନ ଏହି ଦିନ ସ୍ୱାଧୀନତା ଦିବସ ପାଳନ କରିଥାଏ ।
ପାକିସ୍ତାନ- ଭାରତ ଆଜାଦୀ ହେବାର ଠିକ ଗୋଟିଏ ଦିନ ପୂର୍ବରୁ ବିଭାଜନ ଫଳସ୍ୱରୂପ ପାକିସ୍ତାନର ସୃଷ୍ଟି ହୋଇଥିଲା । ଭାରତ ସ୍ୱାଧୀନ ହେବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ୧୪ ଅଗଷ୍ଟରେ ପଡିଥାଏ । ପାକିସ୍ତାନ ୧୪ ଅଗଷ୍ଟ ୧୯୪୭ରେ କ୍ଷମତାକୁ ଆସିଥିଲା ।
ଚୀନ- ଡ୍ରାଗନ ଚୀନ ପ୍ରତିବର୍ଷ ୧ ଅକ୍ଟୋବରରେ ସ୍ୱତନ୍ତ୍ରତା ଦିବସ ପାଳନ କରିଥାଏ । ୧୯୪୯ ମସିହା ୧ ଅକ୍ଟୋବରରେ ସେଂଟ୍ରାଲ ପିପୁଲ୍ସ ଗର୍ଭଣ୍ଣମେଂଟର ଗଠନ ହୋଇଥିଲା । ତେବେ ସ୍ଥାପନା ପୂର୍ବରୁ ହୋଇସାରିଥିଲା । ମାତ୍ର ସରକାର ଗଠନକୁ ହିଁ ଡ୍ର

Leave a Reply

Your email address will not be published. Required fields are marked *