ଓଡ଼ିଶାରେ ଧିମେଇ ଯାଇଛି ପିଏମ୍ ସୂର୍ଯ୍ୟ ଘର ଯୋଜନା
ଯୋଜନାର ସମୀକ୍ଷା ପରେ ଉପମୁଖ୍ୟମନ୍ତ୍ରୀ କେଭିଙ୍କ କଡ଼ା ନିର୍ଦ୍ଦେଶନାମା
୩ ଲକ୍ଷ ଟାର୍ଗେଟ୍ ଦିଆଯାଇଥିବା ବେଳେ ପୂରଣ ହୋଇଛି ମାତ୍ର ୨୦ ହଜାର
ପ୍ରତି ମାସରେ ଅଗ୍ରଗତି ନେଇ ବିତରକ କମ୍ପାନୀଙ୍କ ସହ ସମୀକ୍ଷା ହେବ
ଏହି ଯୋଜନାକୁ ନେଇ ସଚେତନ କରିବେ ବିଲ୍ କଲେକ୍ସନ କର୍ମଚାରୀ
ଲୋକଙ୍କୁ ସଚେତନ କରାଯିବା ସହ ଲିଫ୍ଲେଟ୍ ଓ ପାମ୍ପଲେଟ୍ ବଣ୍ଟାଯିବ