ମୁଖ୍ୟ ସମାଚାର
ପୁଣି ନବୀନ ପାଣ୍ଡୁ ଙ୍କୁ ଟାର୍ଗେଟ କରିଲେ ଶ୍ରୀମୟୀSI ଘୋଟାଲା ରେ ପୁଣି ଧରା ହେଲେତଳକୁ ଖସିଲା ସୁନା ର ଦରମୁସଲମାନ ମାନଙ୍କୁ ଧମକ ଦେଲେ ଯୋଗୀଜୀବନ ନେଇ ଜାଇ ପାରେ ଧୂପ କାଠି ଧୁଆଁସଂଘାତିକ ଭାବରେ ବର୍ଷିବ ସୂଚନା ଦେଲା ପାଣିପାଗ ବିଭାଗନବଦାସ ଙ୍କ ହତ୍ୟା ସବୁଦିନ ପାଇଁ ରହସ୍ୟ ହୋଇ ରହିଯିବଆମେ କଣ ତୁମର ଏ ପଦେ ପଦେ କଥା ରେ ଡରିଚୁ ନା ଡରି ଯିବୁନାଗରିକ ମାନଙ୍କ ପାଇଁ ପ୍ରକୃତ ଚିନ୍ତା କୁଆଡେ ଧର୍ମେନ୍ଦ୍ର ପ୍ରଧାନଙ୍କ ର ରହିଛିଶିଳ୍ପ ସ୍ଥାପନ କରିବା ପାଇଁ ଚିନ୍ତାରେ ମୋହନ ସରକାର

ଭଦ୍ରକ ମୁସଲିମ ଜମାତ ତରଫରୁ ” 𝗡𝗢 𝗗𝗝 ” ଅଭିଯାନ

ଚଳିତ ବର୍ଷ ଈଦ ମିଲାଦୁନ ନବୀଙ୍କ ଜନ୍ମଦିନ ଉତ୍ସବ ପାଳନ ଉପଲକ୍ଷେ ଜୁଲୁସ ଓ କାଫେଲା ଶୋଭାଯାତ୍ରା ରେ “𝗗𝗝 ନିଷେଧ /DJ ବାଜିବ ନାହିଁ ବୋଲି ସମସ୍ତ ମସଜିଦର ଈମାମ ମାନଙ୍କ ସହିତ ଭଦ୍ରକ ମୁସଲିମ ଜମାତ କର୍ମକର୍ତ୍ତା ମାନେ ଆଲୋଚନା କରିଥିଲେ
ଏହା ସହ ଇମାମ ମାନେ ମସଜିଦରେ ତଖରିଲ କରି ଲୋକଙ୍କୁ ସଚେତନତା କରାଇବେ DJ ଏଥର ଜୁଲୁସ ଶୋଭାଯାତ୍ରା ରେ ବାଜିବ ନାହିଁ !

Leave a Reply

Your email address will not be published. Required fields are marked *