ମୁଖ୍ୟ ସମାଚାର
ଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ୧୫ ହଜାର ଟଙ୍କାରେ ନିଜ ଝିଅକୁ ବିକିଦେଲା ମାଆଜବେଷ୍ଟସ କଣା କରି ବୋହିନେଲେ ୧୨ଲକ୍ଷର ମୋବାଇଲ୍ଗାଡି ରେ ୩୦୦ ରୁ ଅଧିକ ପ୍ୟାକେଟ ଗଞ୍ଜେଇ ଜବତଗୋଟିଏ ହୋଟେଲର ଗୋଟିଏ ବେଡ଼ରୁମରେ ଟଙ୍କା ଦେଇ ଦେହ ବିକ୍ରି କରୁଥିଲେଦିନରେ ପୁଅ ରାତିରେ ଝିଅ ହେଇଯାଉଥିଲାକୁକୁଡ଼ା ମାଂସ ପାଇ ସାଙ୍ଗକୁ ମାରିଦେଲା ସାଙ୍ଗକଉ ମାଛ ନେଇଗଲା ଯୁବକର ମୁଣ୍ଡ

ଭଦ୍ରକ ମୁସଲିମ ଜମାତ ତରଫରୁ ” 𝗡𝗢 𝗗𝗝 ” ଅଭିଯାନ

ଚଳିତ ବର୍ଷ ଈଦ ମିଲାଦୁନ ନବୀଙ୍କ ଜନ୍ମଦିନ ଉତ୍ସବ ପାଳନ ଉପଲକ୍ଷେ ଜୁଲୁସ ଓ କାଫେଲା ଶୋଭାଯାତ୍ରା ରେ “𝗗𝗝 ନିଷେଧ /DJ ବାଜିବ ନାହିଁ ବୋଲି ସମସ୍ତ ମସଜିଦର ଈମାମ ମାନଙ୍କ ସହିତ ଭଦ୍ରକ ମୁସଲିମ ଜମାତ କର୍ମକର୍ତ୍ତା ମାନେ ଆଲୋଚନା କରିଥିଲେ
ଏହା ସହ ଇମାମ ମାନେ ମସଜିଦରେ ତଖରିଲ କରି ଲୋକଙ୍କୁ ସଚେତନତା କରାଇବେ DJ ଏଥର ଜୁଲୁସ ଶୋଭାଯାତ୍ରା ରେ ବାଜିବ ନାହିଁ !

Leave a Reply

Your email address will not be published. Required fields are marked *