ମୁଖ୍ୟ ସମାଚାର
ପୁଣି କୋର୍ଟରେମୁହାଁମୁହିଁ ବର୍ଷା-ଅନୁଭବମୋ ସ୍ତ୍ରୀ ଭଳିଆ ଦିଶିଲା, ଆଇ ଲଭ୍ ୟୁ କଦିଦେଲିମହିଳା କମାଣ୍ଡୋଙ୍କୁହତ୍ୟା କଲା ସ୍ବାମୀପେଟରେ ଥିଲା ଛୁଆକୂଅ ଭିତରେ ପଡି ଚିତ୍କାର କରୁଥିଲା ଭଉଣୀପ୍ଲେନ୍ କ୍ରାସରେଆଖିବୁଜିଲେ ଅଜିତ ପାୱାରପୁଅ ଲୋଭରେଝିଅକୁ ନଦୀକୁ ଫୋପାଡ଼ିଲା ବାପାଆଉ ନାହାଁନ୍ତି ମ୍ୟୁଜିକ ଦାଦା ଅଭିଜିତ ମଜୁମଦାରଟଙ୍କା ଗଣିଗଣି ଖରାପ ହେଇଗଲାଣି ମେସିନ ଏପଟେ ସରୁନି ଟଙ୍କାମନ୍ଦିର ଭିତରକୁ ମୋବାଇଲ୍ ନେଲେଯୁବକ ମୁଣ୍ଡରୁ ଚେକାଚେକା ରକ୍ତ ବାହାରୁଚି

ମୁସଲିମଙ୍କୁ ହଇରାଣ କରିଛ,ହିନ୍ଦୁଙ୍କ ଠୁ ବଦଲା ନଉଚି ବାଂଲାଦେଶ

ମୁସଲମାନ ମାନଙ୍କ ଉପରେ ହେଉଥିବା ଅତ୍ୟାଚାରର ବଦଲା ନଉଚି ବାଂଲାଦେଶ ।ଏକଥା ଆମେ କହୁନୁ ଭାଇରଲ ହେଉଥିବା ଭିଡିଓ ରୁ ଜଣା ପଡୁଛି । କାରଣ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରଲ ହେଉଛି ଯେଉଁଥିରେ କିଛି କୁପ୍ରକୃତି ର ଓଡ଼ିଆ ଲୋକ ନିରୀହ ଲୋକ ଙ୍କୁ ହଇରାଣ କରିବା ସହ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରୁଛନ୍ତି । ଏହି ଭିଡିଓଟିକୁ ଥରେ ଦେଖନ୍ତୁ, ଆମ ଓଡ଼ିଶାକୁ ଏକ ଶାନ୍ତିପ୍ରିୟ ରାଜ୍ୟ କୁହାଯାଏ କିନ୍ତୁ ଏଠାରେ କ’ଣ ଘଟୁଛି ଏବଂ ଆମ ସରକାର କ’ଣ କରୁଛନ୍ତି?
ଆପଣ ସେମାନଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ କାହିଁକି ନେଉନାହାଁନ୍ତି? ଆମ ଓଡ଼ିଶାରେ ଏହା କେତେ ଦିନ ଚାଲିବ?ଏହାର ଅର୍ଥ ହେଉଛି ସରକାର ଏସବୁ ଜାଣିଶୁଣି କରୁଛନ୍ତି ଯାହା ଦ୍ୱାରା ଆମ ଓଡ଼ିଶାରେ ଦଙ୍ଗା ଏବଂ ଗଣ୍ଡଗୋଳ ବୃଦ୍ଧି ନହୁଏ। ଯଦି ସରକାର ଏହା ଚାହୁଁନାହାଁନ୍ତି ତେବେ ସେମାନଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି?ଗତ କିଛି ଦିନ ଧରି ଏହା କାହିଁକି ଚାଲିଛି? ଏହା କେତେ ଦିନ ପର୍ଯ୍ୟନ୍ତ ଚାଲିବ ଏବଂ ଏହା ପଛରେ କିଏ ଅଛି?
ତୁମେମାନେ ଏଠି ମୁସଲମାନ‌ ମାନଙ୍କୁ ଜୟ ଶ୍ରୀରାମ କୁହା କରାଉଛ, ମାଆ ଭଉଣୀ ଝିଅ ବହୁଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଛ, ସେମାନଙ୍କ ଦାଢ଼ି ଟାଣି କି ମାଡ଼ ମାରି ମଜା ନେଉଛ, କିନ୍ତୁ ବାଂଲାଦେଶ ଯାଅ ଦେଖିବ ତୁମ ମାନଙ୍କର ଏହି କାର୍ଯ୍ୟ ପାଇଁ ବାଂଲାଦେଶରେ ହିନ୍ଦୁ ମାନେ କିଭଳି ଦୁର୍ଦ୍ଦଶା ଭୋଗୁଛନ୍ତି, ତୁମ ମାନଙ୍କ ଯୋଗୁଁ ସେଠାକାର ବାଂଲାଦେଶୀ ମୁସଲମାନେ ମାନେ ହିନ୍ଦୁ ମାନଙ୍କୁ ରାସ୍ତା ଘାଟରେ ଗୋଡ଼େଇ ଗୋଡ଼େଇ ଛେଚୁ ଛନ୍ତି, ଗୋଡ଼େଇ ଗୋଡ଼େଇ ପାଣିରେ ପକାଇ ବୁଡ଼େଇ ଉଠେଇକି ଜୀବନରୁ ମାରି ଦେଉଛନ୍ତି । ଯାହା ସତରେ ନିନ୍ଦାନିୟ ଅଟେ ।

Leave a Reply

Your email address will not be published. Required fields are marked *