ମୁଖ୍ୟ ସମାଚାର
ଥାନାରେ ଗ୍ରାହକ ଓ ମାଲିକ ୧୪୦୦ ଟଙ୍କାର ଖୁଆଇଲେ ମାଛ ପତ୍ରପୋଡ଼ାବିରିୟାନି ଖୁଆଇବା ବାହାନାରେ ନାବାଳକକୁ ଅପହରଣସ୍ୱାମୀଙ୍କୁ ମାରି ବାଥରୁମ ଟାଇଲ ତଳେ ପୋତିଲା ସ୍ତ୍ରୀଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ୧୫ ହଜାର ଟଙ୍କାରେ ନିଜ ଝିଅକୁ ବିକିଦେଲା ମାଆଜବେଷ୍ଟସ କଣା କରି ବୋହିନେଲେ ୧୨ଲକ୍ଷର ମୋବାଇଲ୍ଗାଡି ରେ ୩୦୦ ରୁ ଅଧିକ ପ୍ୟାକେଟ ଗଞ୍ଜେଇ ଜବତଗୋଟିଏ ହୋଟେଲର ଗୋଟିଏ ବେଡ଼ରୁମରେ ଟଙ୍କା ଦେଇ ଦେହ ବିକ୍ରି କରୁଥିଲେ

ଘର ଆଗରେ ପଡିଛି ବୋହୂର ଦରପୋଡା ଲୁଗା

କିଏ କହୁଛି ଆମ ଝିଅକୁ ଶାଶୁ ଶ୍ୱଶୁର ଜିଅନ୍ତା ପୋଡି ମାରିଦେଲେ
ଆଉ କିଏ କହୁଛି ଯୌତୁକ ତାଙ୍କ ପାଇଁ ବୋହୂର ଜୀବନ ନେଇଗଲେ

ବିବାହ ର ଆଠ ମାସ ପରେ ବୋହୂକୁ ନିଆଁ ଲଗାଇ ହତ୍ୟା | ଛଟପଟ ହେଉଥିଲା ବୋହୁ ଦେହରେ ନିଅ ଲଗାଇଦେଲେ ଶାଶୁ ଘର ଲୋକ | ବାହାଘର ପରଠାରୁ ବୋହୂକୁ ଶାଶୂଘରେ ନିର୍ଯାତନା ଦିଆଯାଉଥିଲା | ଟିକେ ଟିକେ କଥାରେ ଯୌତୁକ ପାଇଁ ବୋହୂକୁ ହାତ ଉଠାଇ ମଦ ମରାଯାଉଥିଲା | କିନ୍ତୁ ସେହି ଯୌତୁକ ପାଇଁ କୁଆଡେ ଆଜି ୮ ମାସର ବୋହୂକୁ ଦେହରେ ନିଅ ଲଗାଇ ପୋଡିଦେଲେ | ତେବେ ଏମିତି ଏକ ଘଟଣା ସାମ୍ନା କୁ ଆସିଛି ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ଅଧୀନ ବରହମପୁର ଗାଁ ରୁ । ମୃତକ ଲିଜାରାଣୀ ସାହୁ 2025 ମସିହା ମେ ମାସ ରେ ବରହମପୁର ଗ୍ରାମ ର ରଞ୍ଜନ କୁମାର ସାହୁ ଙ୍କୁ ବିବାହ କରିଥିଲେ , କିନ୍ତୁ ବିବାହ ପରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି ମୃତକ ଙ୍କ ବାପା । ତେବେ ନୂଆବର୍ଷ ଦିନ ଝିଅ ଦେହ ରେ ନିଆଁ ଲାଗିଯାଇଥିଲା ଖବର ପାଇଁ ମୃତକ ଙ୍କ ବାପା ତାଙ୍କୁ ଭେଟିଥିଲେ , ପ୍ରଥମେ ଭଦ୍ରକ ପରେ କଟକ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଦୀର୍ଘ ଦିନ ର ଚିକିତ୍ସା ପରେ ତାଙ୍କର ମୃତ୍ୟୁ ହୋଇଗଲା । ତେବେ ମୃତ୍ୟୁ ପରେ ମୃତଦେହକୁ ଭଦ୍ରକ ମେଡିକାଲକୁ ଅଣାଯାଇଛି ଓ ଆଗରପଡା ଥାନାରେ ଝିଅକୁ ନିଆଁ ଲଗାଇ ମାରି ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ।

Leave a Reply

Your email address will not be published. Required fields are marked *