ମୁଖ୍ୟ ସମାଚାର
ଥାନାରେ ଗ୍ରାହକ ଓ ମାଲିକ ୧୪୦୦ ଟଙ୍କାର ଖୁଆଇଲେ ମାଛ ପତ୍ରପୋଡ଼ାବିରିୟାନି ଖୁଆଇବା ବାହାନାରେ ନାବାଳକକୁ ଅପହରଣସ୍ୱାମୀଙ୍କୁ ମାରି ବାଥରୁମ ଟାଇଲ ତଳେ ପୋତିଲା ସ୍ତ୍ରୀଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ୧୫ ହଜାର ଟଙ୍କାରେ ନିଜ ଝିଅକୁ ବିକିଦେଲା ମାଆଜବେଷ୍ଟସ କଣା କରି ବୋହିନେଲେ ୧୨ଲକ୍ଷର ମୋବାଇଲ୍ଗାଡି ରେ ୩୦୦ ରୁ ଅଧିକ ପ୍ୟାକେଟ ଗଞ୍ଜେଇ ଜବତଗୋଟିଏ ହୋଟେଲର ଗୋଟିଏ ବେଡ଼ରୁମରେ ଟଙ୍କା ଦେଇ ଦେହ ବିକ୍ରି କରୁଥିଲେ

ବିଶ୍ୱକପ୍ ଫାଇନାଲ ବେଳେଧାରୁଆ ଅସ୍ତ୍ରରେ ହାଣିଲେ !

ରବିବାର ରାତି ଥିଲା ଟି-୨୦ ବିଶ୍ୱକପ୍ ଫାଇନାଲର ରାତି । ସମସ୍ତେ ଫାଇନାଲ ମ୍ୟାଚ୍ ଦେଖାରେ ମସ୍ଗୁଲ ଥିବା ବେଳେ ଭଦ୍ରକ ସହରାଞ୍ଚଳ ଥାନା ଗୁଣ୍ଠୁନିଆ ଗାଁରୁ ଆସୁଛି ଏକ ଅଭାବନୀୟ ଘଟଣା । ଯେଉଁଠି ଜଣେ ଯୁବକଙ୍କୁ ଘରୁ ଡାକି ନେଇ ହତ୍ୟା କରିଦେଲେ ୫ ଜଣ । ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।ଘରେ ବସି ଫାଇନାଲ ମ୍ୟାଚ୍ ଦେଖୁଥିଲେ, ଫୋନ୍ କରି ଡାକିଲେ, ଧାରୁଆ ଅସ୍ତ୍ରରେ ମାରିଦେଲେ। ଭଦ୍ରକରେ କ୍ରିକେଟରଙ୍କୁ ନୃଶଂସ ହତ୍ୟା । ଚରମ୍ପା ଗୁଣ୍ଠୁନିଆରେ ୧୬ ବର୍ଷରୁ କମ୍ କ୍ରିକେଟ୍ ଖେଳାଳିଙ୍କୁ ଖଣ୍ଡାରେ ହାଣିଲେ ୫ଯୁବକ। ରବିବାର ଭାରତ- ନ୍ୟୁଜିଲାଣ୍ଡ ଟି-୨୦ ବିଶ୍ବକପ୍ ଫାଇନାଲ ଚାଲିଥିବା ବେଳେ ସି. କୁମାର ସ୍ୱାମୀ ନିଜ ଘରେ ମ୍ୟାଚ୍ ଦେଖୁଥିଲେ। ତେବେ ରାତି ୧୧ଟା ତାଙ୍କୁ ଜଣେ ସାଙ୍ଗ ଫୋନ କରି ଡାକିଥିଲେ। ଘରୁ ବାହାରି ଆସୁଥିବା ବେଳେ ଗୁଣ୍ଠୁନିଆ ଦଧିବାବନ ମନ୍ଦିର ସମ୍ମୁଖରେ ଚାରି ଜଣ ଦୁର୍ବୁତ୍ତ ହଠାତ୍ ହାତରେ ଖଣ୍ଡା ଭୁଜାଲି ଧରି ମରଣାନ୍ତକ ଆକ୍ରମଣ କରିଥିଲେ।ଖବର ପାଇ ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ରକ୍ତ ବୁଡୁଜୁଡୁ ଅବସ୍ଥାରେ ସି. କୁମାରଙ୍କୁ ଭଦ୍ରକ ମେଡିକାଲରେ ଭର୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। କିଏ ଓ କାହିଁକି ହତ୍ୟା କଲା, ତା’ର ତଦନ୍ତ ଟାଉନ ପୋଲିସ ଆରମ୍ଭ କରିଛି। ସେପଟେ ସାହିର ଜେଲ ଫେରନ୍ତା ଅପରାଧୀ ତଥା ବିଶ୍ୱନାଥ ଧଡ଼ା ପୂବରୁ ଏଟିଏମ ଲୁଟ ହତ୍ୟା ଉଦ୍ୟମ ପରି ଘଟଣାରେ ସମ୍ପୃକ୍ତ ଏହି ହତ୍ୟା କାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ପରିବାର ଲୋକ ଅଭିଯୋଗ ଆଣିଛନ୍ତି

Leave a Reply

Your email address will not be published. Required fields are marked *