ମୁଖ୍ୟ ସମାଚାର
ଆଜବେଷ୍ଟସ କଣା କରି ବୋହିନେଲେ ୧୨ଲକ୍ଷର ମୋବାଇଲ୍ଗାଡି ରେ ୩୦୦ ରୁ ଅଧିକ ପ୍ୟାକେଟ ଗଞ୍ଜେଇ ଜବତଗୋଟିଏ ହୋଟେଲର ଗୋଟିଏ ବେଡ଼ରୁମରେ ଟଙ୍କା ଦେଇ ଦେହ ବିକ୍ରି କରୁଥିଲେଦିନରେ ପୁଅ ରାତିରେ ଝିଅ ହେଇଯାଉଥିଲାକୁକୁଡ଼ା ମାଂସ ପାଇ ସାଙ୍ଗକୁ ମାରିଦେଲା ସାଙ୍ଗକଉ ମାଛ ନେଇଗଲା ଯୁବକର ମୁଣ୍ଡହେଇପାରୁଥାନ୍ତା ଭୟାବହ ଦୁର୍ଘଟଣାସମୁଦ୍ର ରେ ଆସୁଛନ୍ତି ଆତଙ୍କବାଦୀ୪,୦୦୦ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଅଡିଟର୍‌ନୀଳଚକ୍ର ପତିତପାବନ ବାନା ଉପରେ ବସିଲା ଚିଲ,ଶୁଭ ନା ଅଶୁଭ?

ସମୁଦ୍ର ରେ ଆସୁଛନ୍ତି ଆତଙ୍କବାଦୀ

ସମୁଦ୍ର ରେ ଆସୁଛନ୍ତି ଆତଙ୍କବାଦୀ,କଡା ସୁରକ୍ଷା ବଳୟ ମଧ୍ୟରେ ଉପକୂଳ ରେ ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରିବାକୁ ଜଗି ରହିଛନ୍ତି ସଶସ୍ତ୍ର ପୋଲିସ l ସମୁଦ୍ର ମଧ୍ୟରେ ଇଣ୍ଡିଆନ ନ୍ୟାଭି, କୋଷ୍ଟଗାର୍ଡ, ବନବିଭାଗ ଓ ମେରାଇନ ପୋଲିସ ତରଫରୁ ଚାଲିଛି ପେଟ୍ରୋଲିଙ୍ଗ l ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ବନ୍ଦରନଗରୀ ପାରାଦୀପ ର ବିଭିନ୍ନ ସ୍ଥାନରେ l ଆଜିଠାରୁ ଆରମ୍ଭ ହୋଇଛି ଦୁଇଦିନିଆ ସମରାଭ୍ୟାସ ସାଗରକବଚ l ପାରାଦୀପ ଉପକୁଳ ର ବିଭିନ୍ନ ସ୍ଥାନରେ ପୋଲିସ ତରଫରୁ ଚାଲିଛି ଜୋରଦାର ତନାଘନା, ଆତଙ୍କବାଦୀ ଯଦି ସମୁଦ୍ର ମଧ୍ୟରେ ମାଛ ଧରିବା ସମୟରେ କେହି ସନ୍ଧିଗ୍ଧ ବ୍ୟକ୍ତି ନଜର କୁ ଆସନ୍ତି ତେବେ ଯଥାଶୀଘ୍ର ଇଣ୍ଡିଆନ କୋଷ୍ଟଗାର୍ଡ ଓ ମତ୍ସ୍ୟ ବିଭାଗ ତରଫରୁ ଜାରି କରାଯାଇଥିଵା ହେଲ୍ପଲାଇନ ନମ୍ବର ରେ ଜଣାଇବକୁ ମତ୍ସ୍ୟଯିବି ମାନଙ୍କୁ ଇଣ୍ଡିଆନ କୋଷ୍ଟଗାର୍ଡ ଓ ମତ୍ସ୍ୟ ପଶୁସମ୍ପଦ ବିଭାଗ ତରଫରୁ ନିର୍ଦେଶ ଜାରି କରାଯାଇଛି l ଆଜିଠାରୁ ୨୪ ଓ ୨୫ ଦୁଇଦିନ ଧରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ତରଫରୁ ଅନୁଷ୍ଠିତ ହେଉଛି ସମରାଭ୍ୟାସ ସାଗରକବଚ l ୨୬ /୧୧ ମୁମ୍ବାଇ ଆକ୍ରମଣ ପରଠାରୁ ପ୍ରତ୍ୟେକ ବର୍ଷ ଉପକୂଳ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରିବା ପାଇଁ ଅନୁଷ୍ଠିତ ହେଉଛି ସମରଭ୍ୟାସ ସାଗର କବଚ l ଏହି ସମରାଭ୍ୟାସ ରେ ସୁରକ୍ଷା କର୍ମୀ ଦୁଇଭାଗ ରେ ରେଡ ଓ ବ୍ଲୁ ଟିମ ଦୁଇଟି ଭାଗରେ ବିଭକ୍ତ ହୋଇ ରେଡ ଟିମ ଛଦ୍ମଵେଶୀ ଆତଙ୍କବାଦୀ ଭାବରେ ବିଭିନ୍ନ ସମ୍ବେଦନଶିଳ ଅଞ୍ଚଳ ଓ ଜନଗହଳି ଅଞ୍ଚଳ ରେ ପଶି ଆକ୍ରମଣ କରିବାକୁ ଜୋକନା କରିବେ ଓ ଏହାକୁ ପ୍ରତିହତ କରିବାକୁ ବ୍ଲୁ ଟିମ ସମ୍ପୂର୍ଣ ସଜାଗ ରହିବା ହେଉଛି ଏହି ମିଳିତ ସମରାଭ୍ୟାସ ର ବିଶେଷତ୍ୱ l ଯାହା ଉପକୂଳ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରିବା ଏହି କାର୍ଯ୍ୟକ୍ରମ ର ମୂଳ ଉଦ୍ଦେଶ୍ୟ ରହିଥିବା ବେଳେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ପ୍ରତ୍ୟେକ ବର୍ଷ ଦୁଇଥର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ ତରଫରୁ ଆୟୋଜନ କରାଯାଉଛି l
ପାରାଦୀପ ରୁ ବିରଜା ପ୍ରସାଦ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *