ମୁଖ୍ୟ ସମାଚାର
କଂଗ୍ରେସ ଦଳରୁ ଇସ୍ତଫା ଦେବେ ସୋଫିଆ ଫିର୍ଦ୍ଦୋସA new twist in the death case for an iPhoneରାସ୍ତା ମଝିରେ ଯୁବକ ଯୁବତୀ ଅଟକସାମ୍ନାକୁ ଆସିଲା ପୋଲିସ ସହ ଅଟୋ ବାଲାଙ୍କ ସେହି ଭିଡିଓଥାନାରେ ଗ୍ରାହକ ଓ ମାଲିକ ୧୪୦୦ ଟଙ୍କାର ଖୁଆଇଲେ ମାଛ ପତ୍ରପୋଡ଼ାବିରିୟାନି ଖୁଆଇବା ବାହାନାରେ ନାବାଳକକୁ ଅପହରଣସ୍ୱାମୀଙ୍କୁ ମାରି ବାଥରୁମ ଟାଇଲ ତଳେ ପୋତିଲା ସ୍ତ୍ରୀଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ

ରାସ୍ତା ମଝିରେ ଯୁବକ ଯୁବତୀ ଅଟକ

ରାସ୍ତା କଡ଼ରେ ଅଶ୍ଳୀଳ କାମ କରୁଥିବାରୁ ଯୁବକ ଆଉ ତାର ପ୍ରେମିକା କୁ ଧରି ପକାଇଲେ ଗାଁ ଲୋକ

ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି

ରାସ୍ତା କଡ଼ରେ ବାଇକ୍ ରଖି ପ୍ରେମ କରୁଥିଲେ ଯୁବକ ଯୁବତୀ l ସେତିକିବେଳେ ଗାଁର କିଛି ଯୁବକ ସେମାନଙ୍କୁ ଦେଖି ଦେଇଥିଲେ ପରେ ଟିକେ ଦେଖନ୍ତୁ ସେମାନଙ୍କ ଅବସ୍ଥା କନ୍ ହେଇଥିଲା l ହଁ ଆଜ୍ଞା ଘଟଣା ଅନୁସାରେ ଜୁଇ ଅଜଣା ଯୁବତୀ ଆଉ ଯୁବକ ରାସ୍ତା କଡ଼ରେ ଗାଡ଼ି ରଖି ପ୍ରେମ କରୁଥିଲେ l ଏତିକି ବେଳେ କିଛି ଯୁବକ ସେମାନଙ୍କୁ ଦେଖି ଏଠି କନ୍ କରୁଛ ବୋଲି ପଚାରିଥିଲେ l କିନ୍ତୁ ଦେଖିଲା ବେଳକୁ ଗାଁ ଯୁବକଙ୍କୁ ଦେଖି ଦୁଇ ପ୍ରେମୀ ଯୁଗଳ ସେଠାରୁ ଫେରାର ହେବାକୁ ବସିଥିଲେ l କିନ୍ତୁ ଦୁର୍ଭାଗ୍ୟ ବଶଃ ସେମାନଙ୍କ ବାଇକ୍ ଠିକ୍ ସମୟରେ ଷ୍ଟାର୍ଟ ହେଇ ନଥିଲା l ଯାହାଫଳରେ ଦୁଇ ଜଣ ପ୍ରେମୀ ଯୁଗଳଙ୍କୁ ଗାଁ ଲୋକଙ୍କ ସାମ୍ନା ହେବାକୁ ପଡ଼ିଥିଲା l ଯାହାଫଳରେ ଗାଁ ଲୋକ ମଧ୍ୟ ସେହି ଦୁଇଜଣ କ ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଦେଲେ l ଯେଉଁ ଭିଡିଓ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟି ଯାଇଛି l

Leave a Reply

Your email address will not be published. Required fields are marked *