ମୁଖ୍ୟ ସମାଚାର
ଆଜବେଷ୍ଟସ କଣା କରି ବୋହିନେଲେ ୧୨ଲକ୍ଷର ମୋବାଇଲ୍ଗାଡି ରେ ୩୦୦ ରୁ ଅଧିକ ପ୍ୟାକେଟ ଗଞ୍ଜେଇ ଜବତଗୋଟିଏ ହୋଟେଲର ଗୋଟିଏ ବେଡ଼ରୁମରେ ଟଙ୍କା ଦେଇ ଦେହ ବିକ୍ରି କରୁଥିଲେଦିନରେ ପୁଅ ରାତିରେ ଝିଅ ହେଇଯାଉଥିଲାକୁକୁଡ଼ା ମାଂସ ପାଇ ସାଙ୍ଗକୁ ମାରିଦେଲା ସାଙ୍ଗକଉ ମାଛ ନେଇଗଲା ଯୁବକର ମୁଣ୍ଡହେଇପାରୁଥାନ୍ତା ଭୟାବହ ଦୁର୍ଘଟଣାସମୁଦ୍ର ରେ ଆସୁଛନ୍ତି ଆତଙ୍କବାଦୀ୪,୦୦୦ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଅଡିଟର୍‌ନୀଳଚକ୍ର ପତିତପାବନ ବାନା ଉପରେ ବସିଲା ଚିଲ,ଶୁଭ ନା ଅଶୁଭ?

ପାକିସ୍ତାନର ମନରୁ ଲିଭିନି ଭୟ

ପାକିସ୍ତାନର ମନରୁ ଲିଭିନି ଭୟ । ପୁନର୍ବାର ପାଇଛି ଆଉ ଏକ ପାନେ । ଲାଗିଲା ବଡ଼ ଝଟକା । ଭୟରେ ଥରିଲା ପାକିସ୍ତାନ । ସେ ଦିନ ଖାଇ ପିଇ ଶୋଇଥିବା ବେଳେ ପାକିସ୍ତାନ ଛାତିରେ ରାତିରେ ବାୟୁସେନା ଆଟାକ କରିଥିବା ବେଳେ ଆଜି ଦିନରେ ଥରିଛି ପାକିସ୍ତାନ । ସବୁକିଛି ଠିକ୍‌ଠାକ ଥିଲା ଅଚାନକ ଅପରାହ୍ନ ୧ ୨୬ ମି ରେ ପାକିସ୍ତାନକୁ ବଡ଼ ଝଟକା ଲାଗିଛି । ଅପରେସନ ସିଦୂରରୁ ଭୟ ମନରୁ ଲିଭିନଥିବା ବେଳେ ପାକିସ୍ତାନ ପାଇଛି ଆଉ ଏକ ପାନେ । ପାକିସ୍ତାନରେ ୪.୦୬ ତୀବ୍ରତା ଭୂକମ୍ପ ଅନୁଭୂତ। ଭୂକମ୍ପର ଗଭୀରତା ୧୦ କିଲୋମିଟର ଥିବା ଜଣାପଡ଼ିଛି । ଭୂକମ୍ପ ଝଟକାରେ କୌଣସି ପ୍ରକାର କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି। କିନ୍ତୁ ଭୂମିକମ୍ପ ପରେ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।

ଏନେଇ ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଭୂକମ୍ପରେ କୌଣସି ଧନଜୀବନ କ୍ଷୟକ୍ଷତି ନେଇ ଏ ଯାଏଁ କିଛି ସୂଚନା ମିଳିନାହିଁ । ଏହାପୂର୍ବରୁ ଗତ ମେଦ\’ ୫ ତାରିଖ ଦିନ ମଧ୍ୟ ପାକିସ୍ତାନରେ ଭୂମିକମ୍ପ ହୋଇଥିଲା । ଏହାର ତୀବ୍ରତା ୪.୨ ଥିବାବେଳେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିଲା । ପାକିସ୍ତାନ ସମେତ ଆଫଗାନିସ୍ତାନର କିଛି ସ୍ଥାନରେ ଏହି ଝଟକା ଅନୁଭୂତ ହୋଇଥିଲା । ଧୀର ଭୂକମ୍ପ ଗଭୀର ଭୂକମ୍ପ ତୂଳନାରେ ଅଧିକ କ୍ଷତି କରିଥାଏ । ୧୦ କିଲୋମିଟର ଗଭୀରତା ଭୂକମ୍ପ ଅଧିକ ପ୍ରଭାବିତ ହୋଇଥାଏ ।

Leave a Reply

Your email address will not be published. Required fields are marked *