ମୁଖ୍ୟ ସମାଚାର
ଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ୧୫ ହଜାର ଟଙ୍କାରେ ନିଜ ଝିଅକୁ ବିକିଦେଲା ମାଆଜବେଷ୍ଟସ କଣା କରି ବୋହିନେଲେ ୧୨ଲକ୍ଷର ମୋବାଇଲ୍ଗାଡି ରେ ୩୦୦ ରୁ ଅଧିକ ପ୍ୟାକେଟ ଗଞ୍ଜେଇ ଜବତଗୋଟିଏ ହୋଟେଲର ଗୋଟିଏ ବେଡ଼ରୁମରେ ଟଙ୍କା ଦେଇ ଦେହ ବିକ୍ରି କରୁଥିଲେଦିନରେ ପୁଅ ରାତିରେ ଝିଅ ହେଇଯାଉଥିଲାକୁକୁଡ଼ା ମାଂସ ପାଇ ସାଙ୍ଗକୁ ମାରିଦେଲା ସାଙ୍ଗକଉ ମାଛ ନେଇଗଲା ଯୁବକର ମୁଣ୍ଡ

ଆସିଲା ବମ୍ପର ଅଫର, ମାତ୍ର ୬ଟଙ୍କାରେ

ଆପଣ ଜଣେ BSNL ଉପଭୋକ୍ତା କି ? ଯଦି ହଁ ତେବେ ଆପଣଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆପଣ ଦିନକୁ ମାତ୍ର ୬ ଟଙ୍କା ଖର୍ଚ୍ଚ କରି ଅନେକ ଲାଭ ପାଇ ପାରିବେ। ଏହା ସହିତ, ଅନଲିମିଟେଡ଼ କଲ ଏବଂ ଦିନକୁ ୧୦୦ଟି ମାଗଣା SMS ର ସୁବିଧା ମଧ୍ୟ ମିଳିପାରିବ ।

ଆଜିକା ସମୟରେ ଫୋନର ଆବଶ୍ୟକତା ବହୁତ ଅଧିକ। ଫୋନ ନଥିଲେ ଯେମିତି କୁଆଡେ ଯିବା ଆସିବା କରିବା ଅସମ୍ଭବ। ସେଥିପାଇଁ ସରକାରୀ ଟେଲିକମ୍ କମ୍ପାନୀ BSNL ଏହାର କୋଟି କୋଟି ଉପଭୋକ୍ତାଙ୍କ ପାଇଁ ଏକ ନୂଆ ଅଫର ଲଞ୍ଚ କରିଛି।

ଏହି ନୂଆ ଅଫରରେ କମ୍ପାନୀ ଗୋଟିଏ ରିଚାର୍ଜ ଯୋଜନାରେ ଉପଭୋକ୍ତାମାନଙ୍କୁ ଦୀର୍ଘ ଭ୍ୟାଲିଡିଟି ପ୍ରଦାନ କରୁଛି। BSNL ଏହାର ୧୯୯୯ ଟଙ୍କାର ବାର୍ଷିକ ରିଚାର୍ଜ ପ୍ଲାନର ଭ୍ୟାଲିଡିଟି ୩୬୫ ଦିନରୁ ୩୮୦ ଦିନକୁ ବୃଦ୍ଧି କରିଛି। ତେବେ ଆପଣ ଦିନକୁ ମାତ୍ର ୬ ଟଙ୍କା ଖର୍ଚ୍ଚ କରି ଅନେକ ଲାଭ ପାଇ ପାରିବେ ଏବଂ ତା ସହିତ ଅନଲିମିଟେଡ଼ କଲ, ଦିନକୁ ୧୦୦ଟି ମାଗଣା SMS ର ସୁବିଧା ମଧ୍ୟ ମିଳିପାରିବ। ଏହା ବ୍ୟତୀତ, ଆପଣଙ୍କୁ ସମ୍ପୂର୍ଣ୍ଣ ୩୮୦ ଦିନ ପାଇଁ ୧.୫GB ଡାଟା ମଧ୍ୟ ମିଳିବ।

Leave a Reply

Your email address will not be published. Required fields are marked *