ମୁଖ୍ୟ ସମାଚାର
ଥାନାରେ ଗ୍ରାହକ ଓ ମାଲିକ ୧୪୦୦ ଟଙ୍କାର ଖୁଆଇଲେ ମାଛ ପତ୍ରପୋଡ଼ାବିରିୟାନି ଖୁଆଇବା ବାହାନାରେ ନାବାଳକକୁ ଅପହରଣସ୍ୱାମୀଙ୍କୁ ମାରି ବାଥରୁମ ଟାଇଲ ତଳେ ପୋତିଲା ସ୍ତ୍ରୀଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ୧୫ ହଜାର ଟଙ୍କାରେ ନିଜ ଝିଅକୁ ବିକିଦେଲା ମାଆଜବେଷ୍ଟସ କଣା କରି ବୋହିନେଲେ ୧୨ଲକ୍ଷର ମୋବାଇଲ୍ଗାଡି ରେ ୩୦୦ ରୁ ଅଧିକ ପ୍ୟାକେଟ ଗଞ୍ଜେଇ ଜବତଗୋଟିଏ ହୋଟେଲର ଗୋଟିଏ ବେଡ଼ରୁମରେ ଟଙ୍କା ଦେଇ ଦେହ ବିକ୍ରି କରୁଥିଲେ
ମୁଖ୍ୟ ସମାଚାର
ଥାନାରେ ଗ୍ରାହକ ଓ ମାଲିକ ୧୪୦୦ ଟଙ୍କାର ଖୁଆଇଲେ ମାଛ ପତ୍ରପୋଡ଼ାବିରିୟାନି ଖୁଆଇବା ବାହାନାରେ ନାବାଳକକୁ ଅପହରଣସ୍ୱାମୀଙ୍କୁ ମାରି ବାଥରୁମ ଟାଇଲ ତଳେ ପୋତିଲା ସ୍ତ୍ରୀଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ୧୫ ହଜାର ଟଙ୍କାରେ ନିଜ ଝିଅକୁ ବିକିଦେଲା ମାଆଜବେଷ୍ଟସ କଣା କରି ବୋହିନେଲେ ୧୨ଲକ୍ଷର ମୋବାଇଲ୍ଗାଡି ରେ ୩୦୦ ରୁ ଅଧିକ ପ୍ୟାକେଟ ଗଞ୍ଜେଇ ଜବତଗୋଟିଏ ହୋଟେଲର ଗୋଟିଏ ବେଡ଼ରୁମରେ ଟଙ୍କା ଦେଇ ଦେହ ବିକ୍ରି କରୁଥିଲେ

ଆଇନଜୀବୀ ପିତବାସ ପଣ୍ଡାଙ୍କ ହତ୍ୟାକାଣ୍ଡ ମାସଲାରେ ବିକ୍ରମ ପଣ୍ଡା ଗିରଫ

ବିଜେଡି ନେତା ବିକ୍ରମ ପଣ୍ଡା ଗିରଫ । ବିଜେଡି ପ୍ରତିନିଧିଙ୍କୁ ଏସପିଙ୍କ ସୂଚନା । ବିକ୍ରମ ରାଜନୈତିକ ଷଡ଼ଯନ୍ତ୍ରର ଶିକାର ହୋଇଥିବା କହିଛନ୍ତି ବିଜେଡି ନେତା ଚନ୍ଦ୍ରଶେଖର ସାହୁ । ଆଇନଗତ ଲଢ଼େଇ ଲଢ଼ିବ ବୋଲି କହିଛି ବିଜେଡି । ନୂଆପଡ଼ା ନିର୍ବାଚନକୁ ଦୃଷ୍ଟିରେ ରଖି ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ ହୋଇଛି । ବିକ୍ରମଙ୍କୁ ଫସାଇବାକୁ ଉଦ୍ୟମ

।ବିକ୍ରମଙ୍କୁ ଗିରଫର ବଳିଷ୍ଠ ପ୍ରମାଣ ନାହିଁ । ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବିଜେଡି । ଚାପରେ ଏଭଳି କରିଥିଲେ ପରିଣାମ ଭୟାବହ ହେବ ।

ବିକ୍ରମଙ୍କ ଛବି ମଳିନ କରିବାକୁ ଯୋଜନା । ବାଟବଣା ହୋଇଛି ତଦନ୍ତ ପ୍ରକ୍ରିୟା । ହତ୍ୟା ଘଟଣାକୁ ବିତିଲାଣି ୧୭ ଦିନ । ଏଯାଏଁ ହତ୍ୟା ଘଟଣାର ଉନ୍ମୋଚନ ହୋଇପାରିନି । ବିଜେଡି ପକ୍ଷରୁ ଏସପି ଅଫିସ ଆଗରେ ପ୍ରତିବାଦ । ଗତକାଲି ରାତିରୁ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ପୋଲିସ ଅଟକ ରଖିଥିଲା । ପୀତବାସ ପଣ୍ଡା ହତ୍ୟା ଘଟଣାରେ ବିକ୍ରମଙ୍କୁ ପଚରାଉଚରା କରିଛି ।

ଏହି ମାମଲାରେ ମୋଟ ୧୨ ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଚିଂଟୁ ପ୍ରଧାନ, କର୍ପୋରେଟର ମଳୟ ବିଷୋୟୀ, ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାଶ, ମଦନ ଦଳାଇ, ଛାତ୍ରନେତା ଯୋଗେନ୍ଦ୍ର ରାଉତ, ରାଜେନ୍ଦ୍ର ସାହୁ, କାଳିଆ ଭୂୟାଁ, ବିପିନ ସ୍ୱାଇଁ, ସୀମାଞ୍ଚଳ ସ୍ୱାଇଁ, ସିସ ପାଶୱାନ ଓ କୁନ୍ଦନ ପାଶୱାନ ।

ବିହାରରୁ ଗୋଟିଏ ଟିମ ଆସିଥିଲା । ସେମାନଙ୍କୁ ନେଇ ଆସିଥିଲା ଉମା ବିଷୋୟୀ । ବିପିନ ସ୍ଵାାଇଁ ସୁଟର ମାନଙ୍କୁ ଡାକିଥିଲା । ପୁରୀରେ ଏକ ଭଡ଼ା ଘରେ ରହିଥିଲେ । ମଳୟ ବିଷୋୟୀ ନିର୍ଦ୍ଦେଶରେ ଏସବୁ କରିଥିଲେ । ୪ ଜଣ ମେଡିକାଲ କାମ ପାଇଁ ଆସିଥିଲେ କହିଥିଲେ । ରହିବା ଓ ଖାଇବା ବିଷୟ ବୁଝିଥିଲେ ଯୋଗେନ୍ଦ୍ର ରାଉତ । ହତ୍ୟା ଲାଗି ୧୦ ଲକ୍ଷର ହୋଇଥିଲା ଡିଲ୍ । ସେପ୍ଟେମ୍ବର ୧୪ରେ ପ୍ରଥମେ ମାରିବାକୁ ଥିଲା ଯୋଜନା । ମଳୟ ବିଷୋୟୀ ସାଙ୍ଗରେ ମଦନ ଦଳାଇର ସମ୍ପୃକ୍ତି । ତିରୁପତି ଭୂୟାଁ, ଚିଂଟୁ ପ୍ରଧାନ । ଯିଏ ଗୁଳି ମାରିବ ୫ ଲକ୍ଷ, ଗାଡି ଚଳାଇବା ବ୍ୟକ୍ତିଙ୍କୁ ୩ ଲକ୍ଷ । ଚିଂଟୁ ଗାଡ଼ି ଚଳାଉଥିଲା, ବସିଥିଲା ତିରୁପତି ଭୂୟାଁ । ଗୁଳିମାଡ଼ ପୂର୍ବରୁ ପୀତବାସଙ୍କୁ ନମସ୍କାର କରିଥିଲେ । ଗୁଳିମାଡ଼ ପରେ ଶୀତଳାପଲୀ ପଳାଇଥିଲେ । ପୁରୁଷୋତ୍ତମପୁର ପାଖରେ ଗାଡ଼ି ଛାଡ଼ି ପଳାଇଥିଲେ । ସେଠାରୁ ବସରେ ପୁରୀ ପଳାଇଥିଲେ । ମୋବାଇଲ ପାଖରେ ନରଖିବାକୁ ନିଷ୍ପତ୍ତି କରିଥିଲେ । ଚିଂଟୁ ପୁଣି ବେଙ୍ଗାଳୁରୁ ପଲାଇଥିଲା । ଜୟପୁରରେ ସୁନୀଲ ହୋତା ଆଶ୍ରୟ ଦେଇଥିଲେ ।

ବିକ୍ରମ ପଣ୍ଡାଙ୍କ ନିକଟତର ସୁନୀଲ ହୋତା ସବୁ ଜାଣି ଆଶ୍ରୟ ଦେଇଥିଲେ । ହତ୍ୟା ଲାଗି ମୋଟ ୫୦ ଲକ୍ଷର ହୋଇଥିଲା ଡିଲ । ପିଣ୍ଟୁ ଦାସର ସମ୍ପୂର୍ଣ୍ଣ ସମ୍ପୃକ୍ତି ଥିବା ରହିଛି ପ୍ରମାଣ । ପୂର୍ବରୁ ପିଣ୍ଟୁ ଦାସକୁ ହତ୍ୟା କରିବାକୁ ଯୋଜନା କରିଥିଲେ ପୀତବାସ ପଣ୍ଡା । ପ୍ରତିଶୋଧ ନେବାକୁ ଏହି କାଣ୍ଡ ଘଟାଇଥିଲେ । ପୀତବାସ ପଣ୍ଡା ଓ ବିକ୍ରମ ପଣ୍ଡାଙ୍କ ମଧ୍ୟରେ ଥିଲା ଶତ୍ରୁତା । ବାର କାଉନସିଲ ନିର୍ବାଚନକୁ ନେଇ ଥିଲା ଶତ୍ରୁତା ।

Leave a Reply

Your email address will not be published. Required fields are marked *