ମୁଖ୍ୟ ସମାଚାର
ଥାନାରେ ଗ୍ରାହକ ଓ ମାଲିକ ୧୪୦୦ ଟଙ୍କାର ଖୁଆଇଲେ ମାଛ ପତ୍ରପୋଡ଼ାବିରିୟାନି ଖୁଆଇବା ବାହାନାରେ ନାବାଳକକୁ ଅପହରଣସ୍ୱାମୀଙ୍କୁ ମାରି ବାଥରୁମ ଟାଇଲ ତଳେ ପୋତିଲା ସ୍ତ୍ରୀଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ୧୫ ହଜାର ଟଙ୍କାରେ ନିଜ ଝିଅକୁ ବିକିଦେଲା ମାଆଜବେଷ୍ଟସ କଣା କରି ବୋହିନେଲେ ୧୨ଲକ୍ଷର ମୋବାଇଲ୍ଗାଡି ରେ ୩୦୦ ରୁ ଅଧିକ ପ୍ୟାକେଟ ଗଞ୍ଜେଇ ଜବତଗୋଟିଏ ହୋଟେଲର ଗୋଟିଏ ବେଡ଼ରୁମରେ ଟଙ୍କା ଦେଇ ଦେହ ବିକ୍ରି କରୁଥିଲେ

ବଦଳିଲା ୨୦ ଟଙ୍କିଆ ନୋଟ୍

ଏବେ ମାର୍କେଟ କୁ ଆସିବ ନୂଆ ନୋଟ୍
ତେବେ ଏହି ନୋଟ୍ ଆସିବ ପରେ ପୁରୁଣା ନୋଟ କଣ ହେବ ଆଉ କଣ ପରିବର୍ତ୍ତନ ହେଇଛି। ଆସନ୍ତୁ ଜାଣିବା

ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ ଘୋଷଣା । ଆଗାମୀ ଦିନରେ ୨୦ଟଙ୍କାର ନୂଆ ନୋଟ୍ ଜାରି କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ । ପ୍ରଚଳିତ ହେବାକୁ ଥିବା ନୂଆ ୨୦ ଟଙ୍କିଆ ନୋଟରେ କେନ୍ଦ୍ର ସରକାରଙ୍କ ନୂଆ ଗଭର୍ଣ୍ଣର  ସଞ୍ଜୟ ମଲହୋତ୍ରାଙ୍କ ଦସ୍ତଖତ ରହିବ ।

RBIର ସୂଚନାନୁଯାୟୀ, ନୂଆ ନୋଟରେ ମହାତ୍ମା ଗାନ୍ଧୀଙ୍କ ଫଟୋ ନୂଆ ସିରିଜର ରହିବ । ନୂଆ ୨୦ଟଙ୍କିଆ ନୋଟ୍ ପୁରୁଣା ନୋଟ୍ ସହିତ ସମାନ ରହିବ । କେବଳ ସେଥିରେ ଗଭର୍ଣ୍ଣରଙ୍କ ଦସ୍ତଖତ ପରିବର୍ତ୍ତନ ହେବ । ଏହା ସହିତ ଆଉ ଏକ ସୂଚନା ଦେଇଛନ୍ତି ଯେ, ପୁରୁଣା ନୋଟଗୁଡିକ ମଧ୍ୟ ଆଗ ପରି ଚାଲୁ ରହିବ । କିନ୍ତୁ ଏହି ନୂଆ ନୋଟରେ ହାଲକା ରଙ୍ଗ ପରିବର୍ତ୍ତନ ହେବା ସହିତ ଆକାରରେ ସାମାନ୍ୟ ପରିବର୍ତ୍ତନ ହେବ ।

ଏହା ବ୍ୟତୀତ ନୂଆ ୨୦ ଟଙ୍କିଆ ନୋଟରେ ବେଦନଗରୀ ଲିପିରେ ଲେଖାଯିବ । ମହାତ୍ମା ଗାନ୍ଧୀଙ୍କ ଫଟୋ ପାଖରେ ହିନ୍ଦୀରେ ଭାରତ ବୋଲି ଛୋଟ ଛୋଟ ଅକ୍ଷରରେ ଲେଖା ଯାଇଥିବ । ମହାତ୍ମା ଗାନ୍ଧୀଙ୍କ ୱାଟର ମାର୍କ ପାଖରେ ଗଭର୍ଣ୍ଣରଙ୍କ ସିଗନେଚର ମଧ୍ୟ ରହିବ । ଏହା ସହିତ ଏଥିରେ ଏକ ଗୁମ୍ଫାର ଫଟୋ ରହିବ । ଏହି ଉପାୟ ମାଧ୍ୟମରେ ନୂଆ ନୋଟ୍ ଅସଲି ବୋଲି ଜଣାପଡିବ ।

ଅନ୍ୟପଟେ ସଞ୍ଜୟ ମଲହୋତ୍ରା RBI ଗଭର୍ଣ୍ଣର ଭାବେ ୧୧ ଡିସେମ୍ବର ୨୦୨୪ କାର୍ଯ୍ୟକାରୀ କରିଥିଲେ । ତାଙ୍କୁ ୩ବର୍ଷ ପାଇଁ ଚୟନ କରାଯାଇଛି ।

Leave a Reply

Your email address will not be published. Required fields are marked *