ମୁଖ୍ୟ ସମାଚାର
ନୀଳଚକ୍ର ପତିତପାବନ ବାନା ଉପରେ ବସିଲା ଚିଲ,ଶୁଭ ନା ଅଶୁଭ?ଭାଇରାଲ ହେବା ନିଶାରେ ବୃଦ୍ଧ ବାପାଙ୍କୁ ବସ୍ତାରେ ପୁରାଇଲା ପରିବାରଆରଆଇଙ୍କୁ ହେଲା ଆଖିବୁଜା ମାଡ଼, ଚେୟାରରୁ ବାହାରକୁ ଆଣିଲେ ଘୋଷାଡ଼ିଆଦିବାସୀ ଝିଅକୁ ଘରେ ପଶି ଦୁଷ୍କର୍ମ କରିଦେଲା ଯୁବକହଠାତ ମାଡି ଆସିଲା ଘୁର୍ନି ଝଡରୋଗୀଙ୍କୁ ସେବା ବଦଳରେ ମିଳିଲା ମାଡ଼ ଓ ଗାଳିSCBରେ ଭୟଙ୍କର ଅଗ୍ନିକାଣ୍ଡରିଲ୍ସ କରିବାର କିଛି ଘଣ୍ଟା ପରେ ଚାଲିଗଲା ୟୁଟ୍ୟୁବରଙ୍କ ଜୀବନଗାଁ ପୋଖରୀରେ ବୁଡି ଦୁଇ ନାବାଳିକା ସାଙ୍ଗଙ୍କ ମୃତ୍ୟୁବିଶ୍ୱକପ୍ ଫାଇନାଲ ବେଳେଧାରୁଆ ଅସ୍ତ୍ରରେ ହାଣିଲେ !

ପୁଣି ଅଡ଼ୁଆରେ ତୁଳସୀ ଗଣନାଟ୍ୟ ମାଲିକ ନଣ୍ଡୁ ବାବୁ ଓରଫ୍ଅନନ୍ତ ନାରାୟଣ ଧଳ।

କଳାକାର ତାଙ୍କୁ ଟଙ୍କା ମାଗିବାରୁ ରାତି ଅଧରେ କରୁଛନ୍ତି ଏମିତି। କୁଆଡେ ଙତାଙ୍କ କଥାରେ ରାଜି ନହେଲେ ଲୋକ ଲଗେଇ ମାଡ଼ ମାରିବା ସହ ରେପ୍ କରିବୁ କହି ଧମକ ଦେଉଛନ୍ତି। ପୂର୍ବରୁ ହାସ୍ୟ ଅଭିନେତା ନାରୀ ପଣ୍ଡା,ପରେ ପୀୟୂଷ ତ୍ରିପାଠୀ ଙ୍କ ପରି ଅନେକ ଯାତ୍ରା କଳାକର ଙ୍କୁ ବିବାଦରେ ଫସିଥିଲେ ଯାତ୍ରା ମାଲିକ ନଣ୍ଡୁ ବାବୁ। ସେ ଘଟଣା ଥଣ୍ଡା ପଡ଼ିଥିବା ବେଳେ ପୁଣି ବିବାଦରେ ନଦୁ ବାବୁ।ଯାତ୍ରା ଅଭିନେତ୍ରୀଙ୍କୁ ମାଡ଼ ମରାଯିବା ନେଇ ଥାନାରେ ଏତଲା ।

ଭୁବନେଶ୍ୱର ମହିଳା ଥାନାରେ ଏତଲା ଦେଲେ ଯାତ୍ରା ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ | ତୁଳସୀ ଗଣନାଟ୍ୟ ଓ ଅଶୋକ ସମ୍ରାଟର ମାଲିକ ଅନନ୍ତ ନାରାୟଣ ଧଳଙ୍କ ନାରେ ଅଭିଯୋଗ କରାଯାଇଛି | ବାକି ଟଙ୍କା ମାଗିବାରୁ ଯାତ୍ରାମାଲିକ ମାଡ଼ ସହ ଧମକ ଦେବା ଅଭିଯୋଗ କରିଛନ୍ତି ଅଭିନେତ୍ରୀ । ବାଲେଶ୍ବର ବାଲିଆପାଳ କ୍ୟାମ୍ପରେ ମାଡ଼ ମରାଯାଇଥିବା କଥା କହିଛନ୍ତି ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ |

ଲୋକ ଲଗାଇ ମାଡ଼ ମାରିଥିବା ଏତଲାରେ ଦର୍ଶାଯାଇଛି। ପୋଲିସ ତଦନ୍ତ ଅନୁଯାୟୀ ପୂର୍ବରୁ ମଧ୍ୟ ଯାତ୍ରାମାଲିକଙ୍କ ନାରେ ଅନ୍ୟ ଏକ ଯାତ୍ରା କଳାକାର ସମାନ ଅଭିଯୋଗ ଆଣିଥିଲେ କିନ୍ତୁ ଅଭିଯୋଗ ପରେ ଯାତ୍ରା ମାଲିକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

Leave a Reply

Your email address will not be published. Required fields are marked *