ମୁଖ୍ୟ ସମାଚାର
ଥାନାରେ ଗ୍ରାହକ ଓ ମାଲିକ ୧୪୦୦ ଟଙ୍କାର ଖୁଆଇଲେ ମାଛ ପତ୍ରପୋଡ଼ାବିରିୟାନି ଖୁଆଇବା ବାହାନାରେ ନାବାଳକକୁ ଅପହରଣସ୍ୱାମୀଙ୍କୁ ମାରି ବାଥରୁମ ଟାଇଲ ତଳେ ପୋତିଲା ସ୍ତ୍ରୀଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ୧୫ ହଜାର ଟଙ୍କାରେ ନିଜ ଝିଅକୁ ବିକିଦେଲା ମାଆଜବେଷ୍ଟସ କଣା କରି ବୋହିନେଲେ ୧୨ଲକ୍ଷର ମୋବାଇଲ୍ଗାଡି ରେ ୩୦୦ ରୁ ଅଧିକ ପ୍ୟାକେଟ ଗଞ୍ଜେଇ ଜବତଗୋଟିଏ ହୋଟେଲର ଗୋଟିଏ ବେଡ଼ରୁମରେ ଟଙ୍କା ଦେଇ ଦେହ ବିକ୍ରି କରୁଥିଲେ

ସାମ୍ନାକୁ ଆସିଲା ବାବା ଭେଙ୍ଗାଙ୍କ ଆଉ ଏକ ଭବିଷ୍ୟବାଣୀ

ଆସିବା ଭୟଙ୍କର ସୁନାମି ଆଉ  ନେବ ଭୟଙ୍କର ରୁପ।
ଭାଙ୍ଗିବା ଘର ତ୍ରାହି ତ୍ରାହି ଡାକିବେ  ଲୋକେ

ଆଉ କିଛି ଦିନ ପରେ ଏ ଦୁନିଆ ଦେଖିବ ସୁନାମିର କରାଳ ରୂପ। ଏହା  ବାବା ଭେଙ୍ଗାଙ୍କ ୨୦୨୫ର ଭବିଷ୍ୟବାଣୀ କରିଛନ୍ତି। ସମସ୍ତଙ୍କ ଚିନ୍ତାର ବିଷୟ ପାଲଟିଛି । ଜୁଲାଇ ୨୦୨୫ରେ ଏକ ଭୟଙ୍କର ସୁନାମି ଆସିବାର ପୂର୍ବାନୁମାନ କରିଛନ୍ତି । ଯେଉଁଥିରେ ଏହି ୩ଟି ଦେଶ  ଜାପାନ, ତାଇୱାନ ଏବଂ ଇଣ୍ଡୋନେସିଆ ପ୍ରଭାବିତ ହେବ ବୋଲି ଭବିଷ୍ୟବାଣୀ କରିଛନ୍ତି ।

ଏହା ଗପ ଭଳି ଲାଗିଲେ ମଧ୍ୟ ଏହା ସତ୍ୟ ବୋଲି ପ୍ରମାଣିତ ହୋଇଛି । କିଛି ଦିନ ପୂର୍ବରୁ ମଧ୍ୟ ତାଙ୍କ ଭବିଷ୍ୟବାଣୀକୁ ନେଇ ଚର୍ଚ୍ଚା ହେଉଥିଲା ।  ଭାରତ ପାକିସ୍ତାନର ଯୁଦ୍ଧ ହେଉଛି ଜ୍ୱଳନ୍ତ ପ୍ରମାଣ ।

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ମୁତାବକ, ୨୦୨୫ରେ ଦକ୍ଷିଣ ସାଗରରେ ସମୁଦ୍ର ଫୁଟିବା ଏବଂ ପାଣି ତଳେ ଜ୍ବାଳାମୁଖୀ ଫୁଟି ଭୟଙ୍କର ସୁନାମି ସୃଷ୍ଟି ହେବ । ଯାହାଫଳରେ ଜାପାନର ଦକ୍ଷିଣ ଦ୍ବୀପ, ତାଇୱାନ ନିକଟରେ ଥିବା ଇଣ୍ଡୋନେସିଆ ପ୍ରଭାବିତ ହେବ । ୨୦୧୧ରେ ହୋଇଥିବା ସୁନାମି ଅପେକ୍ଷା ଏଥରର ସୁନାମୀ ଅତ୍ୟଧିକ ଭୟଙ୍କର ରହିବ । ଯଦି ସତର୍କତା ଅବଲମ୍ବନ କରାନଯାଏ ତେବେ ହଜାର ହଜାର ଲୋକଙ୍କ ପ୍ରାଣ ଚାଲିଯିବାର ଆଶଙ୍କା କରାଯାଉଛି ।
ତାଙ୍କ ପୁସ୍ତକରେ ରଚନା ହୋଇଥିବା ଭବିଷ୍ୟବାଣୀ ଅନୁସାରେ ୨୦୧୧ ମସିହାରେ ଜାପାନରେ ସୁନାମି, ଦେଶବ୍ୟାପୀ ମହାମାରୀ ଏବଂ ଏସିଆରେ ଭୂକମ୍ପ ଏହି ସତ୍ୟତାର ପ୍ରମାଣ ଦେଇଛି । ତାଙ୍କର ଏହି ବର୍ଷର ହୋଇଥିବା ଭବିଷ୍ୟବାଣୀ ସମସ୍ତଙ୍କ ଚିନ୍ତାକୁ ବଢାଇଦେଇଛି । ତେଣୁ ସତର୍କ ରହିବା ଆବଶ୍ୟକ ।

ଏପଟେ ଯଦିଓ ପୂର୍ବାନୁମାନ ଭବିଷ୍ୟବାଣୀ ବୈଜ୍ଞାନିକ ପ୍ରମାଣ ଉପରେ ଆଧାରିତ ନୁହେଁ ତଥାପି ଭୂକମ୍ପ ଏବଂ ଜ୍ବାଳାମୁଖୀ ଗତିବିଧି ଉପରେ ନଜର ରଖିଛନ୍ତି । ଏହା ବ୍ୟତୀତ ଜାପାନ ଏବଂ ତାଇୱାନର ଆଖପାଖ ଅଞ୍ଚଳରେ ଭୂକମ୍ପ ହେବାକୁ ନିଶ୍ଚିତ କରିଛନ୍ତି ।

Leave a Reply

Your email address will not be published. Required fields are marked *