ମୁଖ୍ୟ ସମାଚାର
ପୁଣି ନବୀନ ପାଣ୍ଡୁ ଙ୍କୁ ଟାର୍ଗେଟ କରିଲେ ଶ୍ରୀମୟୀSI ଘୋଟାଲା ରେ ପୁଣି ଧରା ହେଲେତଳକୁ ଖସିଲା ସୁନା ର ଦରମୁସଲମାନ ମାନଙ୍କୁ ଧମକ ଦେଲେ ଯୋଗୀଜୀବନ ନେଇ ଜାଇ ପାରେ ଧୂପ କାଠି ଧୁଆଁସଂଘାତିକ ଭାବରେ ବର୍ଷିବ ସୂଚନା ଦେଲା ପାଣିପାଗ ବିଭାଗନବଦାସ ଙ୍କ ହତ୍ୟା ସବୁଦିନ ପାଇଁ ରହସ୍ୟ ହୋଇ ରହିଯିବଆମେ କଣ ତୁମର ଏ ପଦେ ପଦେ କଥା ରେ ଡରିଚୁ ନା ଡରି ଯିବୁନାଗରିକ ମାନଙ୍କ ପାଇଁ ପ୍ରକୃତ ଚିନ୍ତା କୁଆଡେ ଧର୍ମେନ୍ଦ୍ର ପ୍ରଧାନଙ୍କ ର ରହିଛିଶିଳ୍ପ ସ୍ଥାପନ କରିବା ପାଇଁ ଚିନ୍ତାରେ ମୋହନ ସରକାର

ପାକିସ୍ତାନର ମନରୁ ଲିଭିନି ଭୟ

ପାକିସ୍ତାନର ମନରୁ ଲିଭିନି ଭୟ । ପୁନର୍ବାର ପାଇଛି ଆଉ ଏକ ପାନେ । ଲାଗିଲା ବଡ଼ ଝଟକା । ଭୟରେ ଥରିଲା ପାକିସ୍ତାନ । ସେ ଦିନ ଖାଇ ପିଇ ଶୋଇଥିବା ବେଳେ ପାକିସ୍ତାନ ଛାତିରେ ରାତିରେ ବାୟୁସେନା ଆଟାକ କରିଥିବା ବେଳେ ଆଜି ଦିନରେ ଥରିଛି ପାକିସ୍ତାନ । ସବୁକିଛି ଠିକ୍‌ଠାକ ଥିଲା ଅଚାନକ ଅପରାହ୍ନ ୧ ୨୬ ମି ରେ ପାକିସ୍ତାନକୁ ବଡ଼ ଝଟକା ଲାଗିଛି । ଅପରେସନ ସିଦୂରରୁ ଭୟ ମନରୁ ଲିଭିନଥିବା ବେଳେ ପାକିସ୍ତାନ ପାଇଛି ଆଉ ଏକ ପାନେ । ପାକିସ୍ତାନରେ ୪.୦୬ ତୀବ୍ରତା ଭୂକମ୍ପ ଅନୁଭୂତ। ଭୂକମ୍ପର ଗଭୀରତା ୧୦ କିଲୋମିଟର ଥିବା ଜଣାପଡ଼ିଛି । ଭୂକମ୍ପ ଝଟକାରେ କୌଣସି ପ୍ରକାର କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି। କିନ୍ତୁ ଭୂମିକମ୍ପ ପରେ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।

ଏନେଇ ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଭୂକମ୍ପରେ କୌଣସି ଧନଜୀବନ କ୍ଷୟକ୍ଷତି ନେଇ ଏ ଯାଏଁ କିଛି ସୂଚନା ମିଳିନାହିଁ । ଏହାପୂର୍ବରୁ ଗତ ମେଦ\’ ୫ ତାରିଖ ଦିନ ମଧ୍ୟ ପାକିସ୍ତାନରେ ଭୂମିକମ୍ପ ହୋଇଥିଲା । ଏହାର ତୀବ୍ରତା ୪.୨ ଥିବାବେଳେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିଲା । ପାକିସ୍ତାନ ସମେତ ଆଫଗାନିସ୍ତାନର କିଛି ସ୍ଥାନରେ ଏହି ଝଟକା ଅନୁଭୂତ ହୋଇଥିଲା । ଧୀର ଭୂକମ୍ପ ଗଭୀର ଭୂକମ୍ପ ତୂଳନାରେ ଅଧିକ କ୍ଷତି କରିଥାଏ । ୧୦ କିଲୋମିଟର ଗଭୀରତା ଭୂକମ୍ପ ଅଧିକ ପ୍ରଭାବିତ ହୋଇଥାଏ ।

Leave a Reply

Your email address will not be published. Required fields are marked *