ମୁଖ୍ୟ ସମାଚାର
କଂଗ୍ରେସ ଦଳରୁ ଇସ୍ତଫା ଦେବେ ସୋଫିଆ ଫିର୍ଦ୍ଦୋସA new twist in the death case for an iPhoneରାସ୍ତା ମଝିରେ ଯୁବକ ଯୁବତୀ ଅଟକସାମ୍ନାକୁ ଆସିଲା ପୋଲିସ ସହ ଅଟୋ ବାଲାଙ୍କ ସେହି ଭିଡିଓଥାନାରେ ଗ୍ରାହକ ଓ ମାଲିକ ୧୪୦୦ ଟଙ୍କାର ଖୁଆଇଲେ ମାଛ ପତ୍ରପୋଡ଼ାବିରିୟାନି ଖୁଆଇବା ବାହାନାରେ ନାବାଳକକୁ ଅପହରଣସ୍ୱାମୀଙ୍କୁ ମାରି ବାଥରୁମ ଟାଇଲ ତଳେ ପୋତିଲା ସ୍ତ୍ରୀଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ

ଖାଦ୍ୟ ସଙ୍କଟରେ ପାକିସ୍ତାନ

ନିଜ ଦେଶବାସୀଙ୍କୁ ଖାଇବାକୁ ଦେଇପରୁନି ପାକିସ୍ଥାନ ସରକାର। ଭୋକରେ ଆଉଟୁ ପାଉତୁ ହେଉଛନ୍ତି ଲୋକ। ଭୋକ ଦୁର୍ଦ୍ଦଶାରେ ପାକିସ୍ତାନ। ନିଜ ଦେଶକୁ ଚଳାଇବାକୁ ପାକିସ୍ତାନ ଆଇଏମଏଫ ଓ ଅନ୍ୟ ଦେଶମାନଙ୍କ ନିକଟରେ ହାତ ପତାଉଛି । ସବୁଠାରୁ ବଡ଼କଥା ହେଉଛି ଏବେ ନିଜ ଦେଶର ଲୋକଙ୍କ ପେଟ ଭରିବାକୁ ପାକିସ୍ତାନ ସରକାରଙ୍କ ପାଖରେ ଟଙ୍କା ନାହିଁ । ହେଲେ ଭାରତ ଭଳି ଏକ ବିକଶିତ ରାଷ୍ଟ୍ର ସହ ଯୁଦ୍ଧ କରିବାକୁ ଆଗଭର ହେଉଛି ପାକିସ୍ତାନ ।
ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ସମ୍ଭାବନା ଭିତରେ ବିଶ୍ୱବ୍ୟାଙ୍କର ଏକ ରିପୋର୍ଟ ସାମ୍ନାକୁ ଆସିଛି । ଏହି ରିପୋର୍ଟ ପାକିସ୍ତାନର ସଦ୍ୟ ସ୍ଥିତିକୁ ଉଜାଗର କରିଛି । ରିପୋର୍ଟ ମୁତାବକ ପାକିସ୍ତାନରେ ବୃଦ୍ଧି ପାଉଥିବା ଗରିବଙ୍କ ସଂଖ୍ୟା ପାଇଁ ନିଜ ସରକାରଙ୍କ ଦ୍ୱାରା ଲଗାଯାଇଥିବା ଜିଏସଟି ହିଁ ପ୍ରମୁଖ କାରଣ ବୋଲି କୁହାଯାଇଛି ।

ବିଶ୍ୱବ୍ୟାଙ୍କର ରିପୋର୍ଟରେ କୁହାଯାଇଛି କି, ପାକିସ୍ତାନର ଜିଏସଟି ପେମେଣ୍ଟ ପ୍ରି ଟେକ୍ସେସ୍ ଏକ୍ସପେଣ୍ଡିଚେର ଠାରୁ ୭ ଗୁଣା ଅଧିକ । ଏହି କାରଣରୁ ପାକିସ୍ତାନରେ ଗରିବ ଓ ପଛୁଆବର୍ଗର ଲୋକଙ୍କ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *