ମୁଖ୍ୟ ସମାଚାର
ପୁଣି କୋର୍ଟରେମୁହାଁମୁହିଁ ବର୍ଷା-ଅନୁଭବମୋ ସ୍ତ୍ରୀ ଭଳିଆ ଦିଶିଲା, ଆଇ ଲଭ୍ ୟୁ କଦିଦେଲିମହିଳା କମାଣ୍ଡୋଙ୍କୁହତ୍ୟା କଲା ସ୍ବାମୀପେଟରେ ଥିଲା ଛୁଆକୂଅ ଭିତରେ ପଡି ଚିତ୍କାର କରୁଥିଲା ଭଉଣୀପ୍ଲେନ୍ କ୍ରାସରେଆଖିବୁଜିଲେ ଅଜିତ ପାୱାରପୁଅ ଲୋଭରେଝିଅକୁ ନଦୀକୁ ଫୋପାଡ଼ିଲା ବାପାଆଉ ନାହାଁନ୍ତି ମ୍ୟୁଜିକ ଦାଦା ଅଭିଜିତ ମଜୁମଦାରଟଙ୍କା ଗଣିଗଣି ଖରାପ ହେଇଗଲାଣି ମେସିନ ଏପଟେ ସରୁନି ଟଙ୍କାମନ୍ଦିର ଭିତରକୁ ମୋବାଇଲ୍ ନେଲେଯୁବକ ମୁଣ୍ଡରୁ ଚେକାଚେକା ରକ୍ତ ବାହାରୁଚି

ସରକାର୍ ବଦଳିଲେ ଗୋରୁ ମାଫିଆ ଙ୍କ ନିଦ ହଜାଇ ଦେଲେ

ସରକାର୍ ବଦଳିଲେ ଗୋରୁ ମାଫିଆ ଙ୍କ ନିଦ ହଜାଇ ଦେଲେ

ଗୋରୁ ମାଫିଆ ଘରେ ଆଉ ଜଳିବନି ଚୁଲି ଏମିତି ବ୍ୟବସ୍ଥା କରିବେ ମୋହନ ସରକାର

ଗୋ ମାତା କୁ ନେଇ ଯିଏ ବ୍ୟବସାୟ କରିବ ତାକୁ ଏତେ ସହଜ ରେ ଛାଡ଼ିବନି ବିଜେପି ସରକାର

ସରକାର ଏଣିକି ଗୋରୁ ମାଫିଆ ଙ୍କୁ କରିବେ ଶାବାଡ ରାତିରେ ଗଳି କନ୍ଦି ଜଗିବେ ପୋଲିସ

ହିଁ ଆଜ୍ଞା ସରକାର ବଦଳିବା ପରେ ଗୋମାଫିଆଙ୍କ ଅଣ୍ଟା କୁ ଭାଙ୍ଗି ଦେଇଛି ନୂତନ ସରକାର । ଏବେ ଗୋମାଫିଆ ମାନେ ଟଙ୍କା ଲୋଭରେ କିଭଳି ଆମ ଗୋମାତା ମାନଙ୍କୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ନେଉଛନ୍ତି ଦେଖନ୍ତୁ ଏ ଫଟୋ କୁ ଟିଏ

ଦେଖନ୍ତୁ କେତେ ଯନ୍ତ୍ରଣା ଭରା ଏ ଦୃଶ୍ୟ କେତେ ଯେ କଷ୍ଟ ଅନୁଭବ ହେଉଥିବ ଗୋ ମାତା ଙ୍କୁ
ଏଭଳି ଦୃଶ୍ୟ ଦେଖି ଚୁପ୍ ରହିବ ନାହିଁ ବଜରଙ୍ଗ ଦଳ
। ସରକାର ବଜରଙ୍ଗ ଦଳ ଙ୍କୁ ଦେଇଛନ୍ତି ପୂର୍ଣ୍ଣ ସ୍ଵାଧୀନତା ଗୋ ମାଫିଆ ଙ୍କୁ ଧରିବା ରେ ସାହାଯ୍ୟ କରିବା ପାଇଁ

ଏଣିକି ଗୋରୁ ଚାଲାଣ ହେଉଥିଲେ ନିଆ ଯିବ ଦୃଢ଼ କାର୍ଯ୍ୟାନଷ୍ଠାନ

Leave a Reply

Your email address will not be published. Required fields are marked *