ମୁଖ୍ୟ ସମାଚାର
ଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ୧୫ ହଜାର ଟଙ୍କାରେ ନିଜ ଝିଅକୁ ବିକିଦେଲା ମାଆଜବେଷ୍ଟସ କଣା କରି ବୋହିନେଲେ ୧୨ଲକ୍ଷର ମୋବାଇଲ୍ଗାଡି ରେ ୩୦୦ ରୁ ଅଧିକ ପ୍ୟାକେଟ ଗଞ୍ଜେଇ ଜବତଗୋଟିଏ ହୋଟେଲର ଗୋଟିଏ ବେଡ଼ରୁମରେ ଟଙ୍କା ଦେଇ ଦେହ ବିକ୍ରି କରୁଥିଲେଦିନରେ ପୁଅ ରାତିରେ ଝିଅ ହେଇଯାଉଥିଲାକୁକୁଡ଼ା ମାଂସ ପାଇ ସାଙ୍ଗକୁ ମାରିଦେଲା ସାଙ୍ଗକଉ ମାଛ ନେଇଗଲା ଯୁବକର ମୁଣ୍ଡ

ପାରାଦୀପ ବନ୍ଦର ରେ ଦେଖିବାକୁ ମିଳିଲା ପାକିସ୍ଥାନୀ ଙ୍କର ଚଢ଼ାଉ

ପାରାଦୀପ ବନ୍ଦର ରେ ଦେଖିବାକୁ ମିଳିଲା ପାକିସ୍ଥାନୀ ଙ୍କର ଚଢ଼ାଉ

ପାରାଦୀପ ବନ୍ଦର ରେ ଏମିତି କାହିଁ କି ହଠାତ୍ ପାକିସ୍ଥାନୀ ଙ୍କ ଚଢ଼ାଉ ଦେଖିବାକୁ ମିଳିଲା

କେଉଁ ଉଦ୍ଦେଶ୍ୟ ରେ ଏମିତି ପାରାଦୀପ କୁ ହଠାତ୍ ଆସିଲେ ପାକିସ୍ଥାନୀ

ପାକିସ୍ଥାନୀ କାହିଁ କି ନଜର ପକାଇଛି ଓଡ଼ିଶା ଉପରକୁ

ଓଡ଼ିଶା କୁ ନେଇ କରୁଛି କି କିଛି ଷଡଯନ୍ତ୍ର ପାକିସ୍ଥାନ

ପାକିସ୍ତାନୀଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପାରାଦୀପ ବନ୍ଦରରେ ଲାଗିଥିବା ଜାହାଜରେ ପାକିସ୍ତାନୀ। ୨୧ ଜଣ ପାକିସ୍ତାନୀ କ୍ରିଉ ମେମ୍ବରଙ୍କୁ ଅଟକ ରଖାଯାଇଛି।

ଦକ୍ଷିଣ କୋରିଆରୁ ଅଶୋଧିତ ତେଲ ନେଇ ଆସିଥିଲା ଏହି ଜାହାଜ। ଏହି ଜାହାଜରେ ୨ଜଣ ଭାରତୀୟ, ଜଣେ ଥାଇଲାଣ୍ଡ ନାଗରିକ ମଧ୍ୟ ଅଛନ୍ତି।

ଏ ନେଇ ମେରାଇନ ପୋଲିସକୁ ଅବଗତ କରାଯାଇଛି। ସିଆଇଏସଏଫ୍‌, କଷ୍ଟମ ବିଭାଗକୁ ମଧ୍ୟ ଅବଗତ କରାଯାଇଛି।

୨୨ ଅପ୍ରେଲରେ ପହଲଗାମରେ ଘଟିଥିବା ଆତଙ୍କୀ ହମଲା ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ଏହାପରେ ଭାରତରେ ପାକିସ୍ତାନୀଙ୍କୁ ନେଇ କଡ଼ା କଟକଣା ଜାରି ହୋଇଛି। କିନ୍ତୁ ବର୍ତ୍ତମାନ ଏହି ପାକିସ୍ତାନୀ ରାଜ୍ୟର ପାରାଦୀପ ବନ୍ଦରରେ ପହଞ୍ଚିଛନ୍ତି।

Leave a Reply

Your email address will not be published. Required fields are marked *