ମୁଖ୍ୟ ସମାଚାର
କଂଗ୍ରେସ ଦଳରୁ ଇସ୍ତଫା ଦେବେ ସୋଫିଆ ଫିର୍ଦ୍ଦୋସA new twist in the death case for an iPhoneରାସ୍ତା ମଝିରେ ଯୁବକ ଯୁବତୀ ଅଟକସାମ୍ନାକୁ ଆସିଲା ପୋଲିସ ସହ ଅଟୋ ବାଲାଙ୍କ ସେହି ଭିଡିଓଥାନାରେ ଗ୍ରାହକ ଓ ମାଲିକ ୧୪୦୦ ଟଙ୍କାର ଖୁଆଇଲେ ମାଛ ପତ୍ରପୋଡ଼ାବିରିୟାନି ଖୁଆଇବା ବାହାନାରେ ନାବାଳକକୁ ଅପହରଣସ୍ୱାମୀଙ୍କୁ ମାରି ବାଥରୁମ ଟାଇଲ ତଳେ ପୋତିଲା ସ୍ତ୍ରୀଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ

କଂଗ୍ରେସ ଦଳରୁ ଇସ୍ତଫା ଦେବେ ସୋଫିଆ ଫିର୍ଦ୍ଦୋସ

କଂଗ୍ରେସ ଦଳରୁ ଇସ୍ତଫା ଦେବେ ସୋଫିଆ ଫିର୍ଦ୍ଦୋସ

କଂଗ୍ରେସ ଛାଡ଼ି ଏହି ଦଳରୁ ନିର୍ବାଚନ ଲଢ଼ିବେ ସୋଫିଆ

ଯାହାକୁ ନେଇ ଏବେ ଚିନ୍ତାରେ ଭକ୍ତ ଦାସ ଆଉ ରାଜ୍ୟ କଂଗ୍ରେସ

ହଁ ଆଜ୍ଞା ଖୁବଶୀଘ୍ର କଂଗ୍ରେସ ଛାଡ଼ିବ ସୋଫିଆ l ଯେଉଁ କଂଗ୍ରେସ ଦଳରୁ ସୋଫିଆ ନିର୍ବାଚନ ଲଢ଼ିଛନ୍ତି l ଯେଉଁ କଂଗ୍ରେସ ଦଳରୁ ନିର୍ବାଚନ ଲଢ଼ି ସୋଫିଆ ବାରବାଟୀରେ ବିଧାୟିକା ହେଉଛନ୍ତି ଏବେ ସେହି କଂଗ୍ରେସ ଦଳ ସୋଫିଆ ଛାଡ଼ିବାକୁ ଯାଉଛନ୍ତି l ତେବେ
କଂଗ୍ରେସର ପୂର୍ବତନ ନେତା ତଥା ଓଡିଶା ଜନତା କଂଗ୍ରେସର ସଭାପତି ମହମ୍ମଦ ମୋକିମ | ଓଡିଶା କଂଗ୍ରେସରେ ଆଉ କ୍ୟାରିଅର ନାହିଁ, କଂଗ୍ରେସ ଦିନକୁ ଦିନ ତଳକୁ ତାଳକୁ ଖସି ଯାଉଛି ବୋଲି କହିଛନ୍ତି | ମହମ୍ମଦ ମୋକିମ ଏକ ଗଣମାଧ୍ୟମରେ କଂଗ୍ରେସକୁ ଆକ୍ଷେପ କରି ଏଭଳି ପ୍ରତିକ୍ରିୟା ରଖିଥିବା ବେଳେ ଆଗାମୀ ନିର୍ଵାଚଚନାରେ ତାଙ୍କ ଝିଅ ତଥା ବର୍ମାନର କଟକ ବାରବାଟିର ବିଧାୟିକା ସୋଫିଆ ଫିରଦୋସ କଂଗ୍ରେସ ଛାଡି ତାଙ୍କ ନିଜ ଦଳ OJC ତଥା ଓଡ଼ିଶା ଜନତା କଂଗ୍ରେସରେ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି | ଯାହାକୁ ନେଇ ରାଜ୍ୟରେ ଏବେ କଂଗ୍ରେସକୁ ନେଇ ଏହିଭଳି ହୀନ ମାନସିକତା ସାମ୍ନାକୁ ଆସିଛି | ତେବେ ଗୋଟିଏ ପଟେ ବାପା ଝିଅ ସୋଫିଆ କଂଗ୍ରେସ ଛାଡି OJC ରେ ଲଢ଼ିବା ନେଇ କହିଥିବା ବେଳେ ଅନ୍ୟପଟେ ସୋଫିଆକୁ ଘେରିଛନ୍ତି କଂଗ୍ରେସର ପୁରୁଖା ନେତା | PCC ସଭାପତି ଭକ୍ତ ଦାସ, ସୁରା ରାଉତରାୟ ସୋଫିଆ ଙ୍କ ଦଳରୁ ଇସ୍ତଫା ଦେବାକୁ କହିଛନ୍ତି | କିନ୍ତୁ ଏତେ ସବୁ ପରେ ମଧ୍ୟରେ ଏବେ ପର୍ଯ୍ୟନ୍ତ ସୋଫିଆ ଫିତ୍ରଦୋଷ ଚୁପ ଅଛନ୍ତି | ଯାହାଙ୍କ ନିରବତାକୁ ନେଇ ରାଜ୍ୟ କଂଗ୍ରେସରେ ଆହୁରି ନିଆଁ ଲାଗି ଯାଉଛି | ଦେଖିବାକୁ ବାକି ରହିଲା କଂଗ୍ରେସର ଏହି ଭଳି ରାଜନୀତିକୁ ନେଇ ଆଉ କେଉଁ ଭଳି ତଥ୍ୟ ସାମ୍ନାକୁ ଆସୁଛି |

Leave a Reply

Your email address will not be published. Required fields are marked *