ମୁଖ୍ୟ ସମାଚାର
ପୁଣି ନବୀନ ପାଣ୍ଡୁ ଙ୍କୁ ଟାର୍ଗେଟ କରିଲେ ଶ୍ରୀମୟୀSI ଘୋଟାଲା ରେ ପୁଣି ଧରା ହେଲେତଳକୁ ଖସିଲା ସୁନା ର ଦରମୁସଲମାନ ମାନଙ୍କୁ ଧମକ ଦେଲେ ଯୋଗୀଜୀବନ ନେଇ ଜାଇ ପାରେ ଧୂପ କାଠି ଧୁଆଁସଂଘାତିକ ଭାବରେ ବର୍ଷିବ ସୂଚନା ଦେଲା ପାଣିପାଗ ବିଭାଗନବଦାସ ଙ୍କ ହତ୍ୟା ସବୁଦିନ ପାଇଁ ରହସ୍ୟ ହୋଇ ରହିଯିବଆମେ କଣ ତୁମର ଏ ପଦେ ପଦେ କଥା ରେ ଡରିଚୁ ନା ଡରି ଯିବୁନାଗରିକ ମାନଙ୍କ ପାଇଁ ପ୍ରକୃତ ଚିନ୍ତା କୁଆଡେ ଧର୍ମେନ୍ଦ୍ର ପ୍ରଧାନଙ୍କ ର ରହିଛିଶିଳ୍ପ ସ୍ଥାପନ କରିବା ପାଇଁ ଚିନ୍ତାରେ ମୋହନ ସରକାର

ଆସିଲା ବମ୍ପର ଅଫର, ମାତ୍ର ୬ଟଙ୍କାରେ

ଆପଣ ଜଣେ BSNL ଉପଭୋକ୍ତା କି ? ଯଦି ହଁ ତେବେ ଆପଣଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆପଣ ଦିନକୁ ମାତ୍ର ୬ ଟଙ୍କା ଖର୍ଚ୍ଚ କରି ଅନେକ ଲାଭ ପାଇ ପାରିବେ। ଏହା ସହିତ, ଅନଲିମିଟେଡ଼ କଲ ଏବଂ ଦିନକୁ ୧୦୦ଟି ମାଗଣା SMS ର ସୁବିଧା ମଧ୍ୟ ମିଳିପାରିବ ।

ଆଜିକା ସମୟରେ ଫୋନର ଆବଶ୍ୟକତା ବହୁତ ଅଧିକ। ଫୋନ ନଥିଲେ ଯେମିତି କୁଆଡେ ଯିବା ଆସିବା କରିବା ଅସମ୍ଭବ। ସେଥିପାଇଁ ସରକାରୀ ଟେଲିକମ୍ କମ୍ପାନୀ BSNL ଏହାର କୋଟି କୋଟି ଉପଭୋକ୍ତାଙ୍କ ପାଇଁ ଏକ ନୂଆ ଅଫର ଲଞ୍ଚ କରିଛି।

ଏହି ନୂଆ ଅଫରରେ କମ୍ପାନୀ ଗୋଟିଏ ରିଚାର୍ଜ ଯୋଜନାରେ ଉପଭୋକ୍ତାମାନଙ୍କୁ ଦୀର୍ଘ ଭ୍ୟାଲିଡିଟି ପ୍ରଦାନ କରୁଛି। BSNL ଏହାର ୧୯୯୯ ଟଙ୍କାର ବାର୍ଷିକ ରିଚାର୍ଜ ପ୍ଲାନର ଭ୍ୟାଲିଡିଟି ୩୬୫ ଦିନରୁ ୩୮୦ ଦିନକୁ ବୃଦ୍ଧି କରିଛି। ତେବେ ଆପଣ ଦିନକୁ ମାତ୍ର ୬ ଟଙ୍କା ଖର୍ଚ୍ଚ କରି ଅନେକ ଲାଭ ପାଇ ପାରିବେ ଏବଂ ତା ସହିତ ଅନଲିମିଟେଡ଼ କଲ, ଦିନକୁ ୧୦୦ଟି ମାଗଣା SMS ର ସୁବିଧା ମଧ୍ୟ ମିଳିପାରିବ। ଏହା ବ୍ୟତୀତ, ଆପଣଙ୍କୁ ସମ୍ପୂର୍ଣ୍ଣ ୩୮୦ ଦିନ ପାଇଁ ୧.୫GB ଡାଟା ମଧ୍ୟ ମିଳିବ।

Leave a Reply

Your email address will not be published. Required fields are marked *