ମୁଖ୍ୟ ସମାଚାର
କଂଗ୍ରେସ ଦଳରୁ ଇସ୍ତଫା ଦେବେ ସୋଫିଆ ଫିର୍ଦ୍ଦୋସA new twist in the death case for an iPhoneରାସ୍ତା ମଝିରେ ଯୁବକ ଯୁବତୀ ଅଟକସାମ୍ନାକୁ ଆସିଲା ପୋଲିସ ସହ ଅଟୋ ବାଲାଙ୍କ ସେହି ଭିଡିଓଥାନାରେ ଗ୍ରାହକ ଓ ମାଲିକ ୧୪୦୦ ଟଙ୍କାର ଖୁଆଇଲେ ମାଛ ପତ୍ରପୋଡ଼ାବିରିୟାନି ଖୁଆଇବା ବାହାନାରେ ନାବାଳକକୁ ଅପହରଣସ୍ୱାମୀଙ୍କୁ ମାରି ବାଥରୁମ ଟାଇଲ ତଳେ ପୋତିଲା ସ୍ତ୍ରୀଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ

ଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହା

ସକାଳୁ ସମସ୍ତ ବସ୍ତିର ଲୋକେ ଏକତ୍ରିତ ହୋଇ ଇଦ୍ ନମାଜ ଅଦା କଲେ।

ନମାଜ ପରେ ସମଗ୍ର ମୁସଲିମ ସମାଜର ଲୋକେ କବରସ୍ଥାନରେ ଏକତ୍ରିତ ହୋଇ ମରହୁମମାନଙ୍କ ପାଇଁ ଦୁଆ ଓ ଫାତିହା ପାଠ କଲେ।

ଚାରିଆଡେ ଶାନ୍ତି, ଭାଇଚାରା ଓ ଭଲପାଇବାର ପରିବେଶ ଦେଖିବାକୁ ମିଳିଲା।

ଆଲ୍ଲାହ ସମସ୍ତଙ୍କ ଦୁଆ କବୁଲ କରନ୍ତୁ ଏବଂ ସମସ୍ତଙ୍କ ଜୀବନରେ ସୁଖ ଓ ଶାନ୍ତି ଭରିଦିଅନ୍ତୁ।

ଆପଣମାନଙ୍କୁ ଇଦ୍-ଉଲ୍-ଆଜହାର ଅନେକ ଅନେକ ଶୁଭେଚ୍ଛା।

Leave a Reply

Your email address will not be published. Required fields are marked *