ମୁଖ୍ୟ ସମାଚାର
ଥାନାରେ ଗ୍ରାହକ ଓ ମାଲିକ ୧୪୦୦ ଟଙ୍କାର ଖୁଆଇଲେ ମାଛ ପତ୍ରପୋଡ଼ାବିରିୟାନି ଖୁଆଇବା ବାହାନାରେ ନାବାଳକକୁ ଅପହରଣସ୍ୱାମୀଙ୍କୁ ମାରି ବାଥରୁମ ଟାଇଲ ତଳେ ପୋତିଲା ସ୍ତ୍ରୀଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ୧୫ ହଜାର ଟଙ୍କାରେ ନିଜ ଝିଅକୁ ବିକିଦେଲା ମାଆଜବେଷ୍ଟସ କଣା କରି ବୋହିନେଲେ ୧୨ଲକ୍ଷର ମୋବାଇଲ୍ଗାଡି ରେ ୩୦୦ ରୁ ଅଧିକ ପ୍ୟାକେଟ ଗଞ୍ଜେଇ ଜବତଗୋଟିଏ ହୋଟେଲର ଗୋଟିଏ ବେଡ଼ରୁମରେ ଟଙ୍କା ଦେଇ ଦେହ ବିକ୍ରି କରୁଥିଲେ

ଛେଳି ଜନ୍ମକଲା ମାଙ୍କଡ ଛୁଆ

ଗର୍ଭବତୀ ଛେଳିଟି ପ୍ରଥମେ ଛୁଆ ଜନ୍ମ କରିଥିଲା
କିନ୍ତୁ ଦେଖିଲା ବେଳକୁ ଛେଳି ଗର୍ଭାବରୁ ଛେଳି ନୁହଁ ମାଙ୍କଡ଼ ଛୁଆ ଜନ୍ମ ନେଇଥିଲା

ହଁ ଆଜ୍ଞା ଛେଳି ଜନ୍ମ କରିଛି ଏହି ମାଙ୍କଡ ଛୁଆ | ମାଙ୍କଡ ଭଳି ଦେଖା ଯାଉଛି | କିନ୍ତୁ ଏ ଛୁଆଟି ଗର୍ଭବତୀ ଛେଳି ପେଟରୁ ଜନ୍ମ ନେଇଛି | ତେବେ ଛେଳି ମାଲିକ ଗର୍ଭବତୀ ଛେଳିଟି ଛୁଆ ଜନ୍ମ କରିବା ବେଳେ ପାଖରେ ଥିଲା | ଆଉ ଯେତେବେଳେ ଗର୍ଭବତୀ ଛେଳିଟି ଏହି ଛୁଆକୁ ଜନ୍ମ ଦେଇଥିଲା ସେତେବେଳେ ଏହି ଛୁଆକୁ ଦେଖି ନିଜେ ମାଲିକ ମଧ୍ୟ ଚମକି ପଡିଥିଲା | ଏ କେମିତି ହେଲା ଗୋଟେ ଛେଳି ପେଟରୁ କେମିତି ଏମିତି ଏକ ଅଦ୍ଭୁତ ଛୁଆ ଜନ୍ମ ନେଲା ସେ ନେଇ ପୁରା ଗାଁରେ ମଧ୍ୟ ଚହଳ ପଡିଗଲା | ଅନ୍ୟପଟେ ଏହି ଛୁଆକୁ ଦେଖିବା ପାଇଁ ଗାଁଲୋକଙ୍କ ଭିଡ କମୁଥିବା ବେଳେ କିଏ ଏହି ଛୁଆର ଫଟୋ ଉଠାଉଛି | ଆଉ କିଏ ଭିଡିଓ କାରୀ ସୋସିଆଲ ମିଡିଆରେ ଭାଇରଲ କରୁଛି | ତେବେ ଏପରି ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅଇଁଲାସାରି ଗାଁ ରେ l ଏହି ଗ୍ରାମର ବୈଶାଖୁ ବରିହା ନିଜେ ଛେଳି ଚାଷ କରୁଛନ୍ତି l ତାଙ୍କ ପାଳିତ ଛେଳି ମଧ୍ୟରୁ ଏହି ଗର୍ଭବତୀ ଛେଳି ଟି ଏକ ଅଦ୍ଭୁତ ଆକାର ର ମାଙ୍କଡ଼ ମୁହିଁ ପରି ଏକ ଛେଳି ଛୁଆ ଜନ୍ମ ଦେଇଛି l ଯାହାକୁ ନେଇ ପୁରା ଗାଁରେ ଚହଳ ପଡିଥିବା ବେଳେ ଏହି ଛେଳି ଚୁର ଫଟୋ ଆଉ ଭୀଡିଡ଼ ସୋସିଆଲ ମିଡିଆରେ ମଧ୍ୟ ଭାଇରଲ ହେଉଛି

Leave a Reply

Your email address will not be published. Required fields are marked *