ମୁଖ୍ୟ ସମାଚାର
ପୁଣି ନବୀନ ପାଣ୍ଡୁ ଙ୍କୁ ଟାର୍ଗେଟ କରିଲେ ଶ୍ରୀମୟୀSI ଘୋଟାଲା ରେ ପୁଣି ଧରା ହେଲେତଳକୁ ଖସିଲା ସୁନା ର ଦରମୁସଲମାନ ମାନଙ୍କୁ ଧମକ ଦେଲେ ଯୋଗୀଜୀବନ ନେଇ ଜାଇ ପାରେ ଧୂପ କାଠି ଧୁଆଁସଂଘାତିକ ଭାବରେ ବର୍ଷିବ ସୂଚନା ଦେଲା ପାଣିପାଗ ବିଭାଗନବଦାସ ଙ୍କ ହତ୍ୟା ସବୁଦିନ ପାଇଁ ରହସ୍ୟ ହୋଇ ରହିଯିବଆମେ କଣ ତୁମର ଏ ପଦେ ପଦେ କଥା ରେ ଡରିଚୁ ନା ଡରି ଯିବୁନାଗରିକ ମାନଙ୍କ ପାଇଁ ପ୍ରକୃତ ଚିନ୍ତା କୁଆଡେ ଧର୍ମେନ୍ଦ୍ର ପ୍ରଧାନଙ୍କ ର ରହିଛିଶିଳ୍ପ ସ୍ଥାପନ କରିବା ପାଇଁ ଚିନ୍ତାରେ ମୋହନ ସରକାର

ପାରାଦୀପ ବନ୍ଦର ରେ ଦେଖିବାକୁ ମିଳିଲା ପାକିସ୍ଥାନୀ ଙ୍କର ଚଢ଼ାଉ

ପାରାଦୀପ ବନ୍ଦର ରେ ଦେଖିବାକୁ ମିଳିଲା ପାକିସ୍ଥାନୀ ଙ୍କର ଚଢ଼ାଉ

ପାରାଦୀପ ବନ୍ଦର ରେ ଏମିତି କାହିଁ କି ହଠାତ୍ ପାକିସ୍ଥାନୀ ଙ୍କ ଚଢ଼ାଉ ଦେଖିବାକୁ ମିଳିଲା

କେଉଁ ଉଦ୍ଦେଶ୍ୟ ରେ ଏମିତି ପାରାଦୀପ କୁ ହଠାତ୍ ଆସିଲେ ପାକିସ୍ଥାନୀ

ପାକିସ୍ଥାନୀ କାହିଁ କି ନଜର ପକାଇଛି ଓଡ଼ିଶା ଉପରକୁ

ଓଡ଼ିଶା କୁ ନେଇ କରୁଛି କି କିଛି ଷଡଯନ୍ତ୍ର ପାକିସ୍ଥାନ

ପାକିସ୍ତାନୀଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପାରାଦୀପ ବନ୍ଦରରେ ଲାଗିଥିବା ଜାହାଜରେ ପାକିସ୍ତାନୀ। ୨୧ ଜଣ ପାକିସ୍ତାନୀ କ୍ରିଉ ମେମ୍ବରଙ୍କୁ ଅଟକ ରଖାଯାଇଛି।

ଦକ୍ଷିଣ କୋରିଆରୁ ଅଶୋଧିତ ତେଲ ନେଇ ଆସିଥିଲା ଏହି ଜାହାଜ। ଏହି ଜାହାଜରେ ୨ଜଣ ଭାରତୀୟ, ଜଣେ ଥାଇଲାଣ୍ଡ ନାଗରିକ ମଧ୍ୟ ଅଛନ୍ତି।

ଏ ନେଇ ମେରାଇନ ପୋଲିସକୁ ଅବଗତ କରାଯାଇଛି। ସିଆଇଏସଏଫ୍‌, କଷ୍ଟମ ବିଭାଗକୁ ମଧ୍ୟ ଅବଗତ କରାଯାଇଛି।

୨୨ ଅପ୍ରେଲରେ ପହଲଗାମରେ ଘଟିଥିବା ଆତଙ୍କୀ ହମଲା ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ଏହାପରେ ଭାରତରେ ପାକିସ୍ତାନୀଙ୍କୁ ନେଇ କଡ଼ା କଟକଣା ଜାରି ହୋଇଛି। କିନ୍ତୁ ବର୍ତ୍ତମାନ ଏହି ପାକିସ୍ତାନୀ ରାଜ୍ୟର ପାରାଦୀପ ବନ୍ଦରରେ ପହଞ୍ଚିଛନ୍ତି।

Leave a Reply

Your email address will not be published. Required fields are marked *