ମୁଖ୍ୟ ସମାଚାର
ଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ୧୫ ହଜାର ଟଙ୍କାରେ ନିଜ ଝିଅକୁ ବିକିଦେଲା ମାଆଜବେଷ୍ଟସ କଣା କରି ବୋହିନେଲେ ୧୨ଲକ୍ଷର ମୋବାଇଲ୍ଗାଡି ରେ ୩୦୦ ରୁ ଅଧିକ ପ୍ୟାକେଟ ଗଞ୍ଜେଇ ଜବତଗୋଟିଏ ହୋଟେଲର ଗୋଟିଏ ବେଡ଼ରୁମରେ ଟଙ୍କା ଦେଇ ଦେହ ବିକ୍ରି କରୁଥିଲେଦିନରେ ପୁଅ ରାତିରେ ଝିଅ ହେଇଯାଉଥିଲାକୁକୁଡ଼ା ମାଂସ ପାଇ ସାଙ୍ଗକୁ ମାରିଦେଲା ସାଙ୍ଗକଉ ମାଛ ନେଇଗଲା ଯୁବକର ମୁଣ୍ଡ

ଗୋଟିଏ ହୋଟେଲର ଗୋଟିଏ ବେଡ଼ରୁମରେ ଟଙ୍କା ଦେଇ ଦେହ ବିକ୍ରି କରୁଥିଲେ

ଗୋଟିଏ ହୋଟେଲର ଗୋଟିଏ ବେଡ଼ରୁମରେ ଟଙ୍କା ଦେଇ ଦେହ ବିକ୍ରି କରୁଥିଲେ
ହଠାତ ଭିତରେ ପଶିଗଲା ପୋଲିସ
ଭଦ୍ରକ ପୋଲିସ ର ସେକ୍ସ ରାକେଟ ଠାବ । ଦୁଇ ଥାନା ଅଧୀନ ଅଞ୍ଚଳ ରୁ ଦୁଇ ଯୁବତୀ ଙ୍କ ସହ 4 ଗ୍ରାହକ ଗିରଫ । ଭଦ୍ରକ ସହରାଞ୍ଚଳ ପୋଲିସ ଭଦ୍ରକ ସହର ର ରାଜଘାଟ ବ୍ରିଜ୍ ନିକଟ ଏକ ହୋଟେଲ ରେ ରେଡ୍ କରିଛି । ରେଡ୍ ବେଳେ ଜଣେ ଯୁବତୀ ଙ୍କ ସହ ଦୁଇ ଗ୍ରାହକ ଗିରଫ ହୋଇଛନ୍ତି । ସମାନ ଭାବେ ଧାମରା ବ୍ରିଜ୍ ନିକଟ ଏକ ହୋଟେଲ ରେ ରେଡ୍ ହୋଇଚି । ସେହି ହୋଟେଲ ରୁ ମଧ୍ୟ ଦୁଇ ଗ୍ରାହକ ଙ୍କୁ ଗିରଫ ସହ ଜଣେ ଯୁବତୀ ଙ୍କୁ ଉଦ୍ଧାର କରାଯାଇଛି । ଦୁଇ ଯୁବତୀ ଙ୍କ ବୟାନ ରେକର୍ଡ ସହ ଡାକ୍ତରୀ ମାଇନା କରାଯାଇଛି ଓ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି । 4 ଗ୍ରାହକ ଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *