ମୁଖ୍ୟ ସମାଚାର
କଂଗ୍ରେସ ଦଳରୁ ଇସ୍ତଫା ଦେବେ ସୋଫିଆ ଫିର୍ଦ୍ଦୋସA new twist in the death case for an iPhoneରାସ୍ତା ମଝିରେ ଯୁବକ ଯୁବତୀ ଅଟକସାମ୍ନାକୁ ଆସିଲା ପୋଲିସ ସହ ଅଟୋ ବାଲାଙ୍କ ସେହି ଭିଡିଓଥାନାରେ ଗ୍ରାହକ ଓ ମାଲିକ ୧୪୦୦ ଟଙ୍କାର ଖୁଆଇଲେ ମାଛ ପତ୍ରପୋଡ଼ାବିରିୟାନି ଖୁଆଇବା ବାହାନାରେ ନାବାଳକକୁ ଅପହରଣସ୍ୱାମୀଙ୍କୁ ମାରି ବାଥରୁମ ଟାଇଲ ତଳେ ପୋତିଲା ସ୍ତ୍ରୀଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ

ଗାଡି ରେ ୩୦୦ ରୁ ଅଧିକ ପ୍ୟାକେଟ ଗଞ୍ଜେଇ ଜବତ

ସ୍କୋରପିଓ ରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ। ବଲାଙ୍ଗିର ପୁଇଁନ୍ତଳା ବାଇପାସ ପାର୍କିଂ ନିକଟରେ ଜବତ କଲା ଗାଡି ସହ ଗଞ୍ଜେଇ। ପୋଲିସ ଯାଞ୍ଚ ବେଳେ ରାତିରେ ଫେରାର ମାରୁଥିଲା ଗଞ୍ଜେଇ ଭର୍ତ୍ତି ଗାଡି। ସୋନପୁର ବଲାଙ୍ଗିର ଟୋଲଗେଟ ଦେଇ ଦ୍ରୁତ ଗତିରେ ଫେରାର ମାରିବା ବେଳେ ପୁଇନ୍ତଲା ପୋଲିସ ପଛରେ ଗୋଡ଼ାଇ ବଲାଙ୍ଗିର ଜିଲ୍ଲାର ବାଇପାସ ପାର୍କିଂ ନିକଟରେ ଧରିବାରେ ସଫଳ ହୋଇଥିଲା ପୋଲିସ। ତେବେ ଗାଡ଼ିରେ ଡ୍ରାଇଭର ସହ ଅନ୍ୟ ୨ ଜଣ ସହଯୋଗୀ ପାର୍କିଂରେ ଥିବା ଧୂଳିପାଇଁ ଫେରାର ମାରିବାରେ ସଫଳ ହୋଇଥିଲେ। ଏନେଉ ଗାଡି କୁ ଜବତ କରିଥିଲା ପୁଇନ୍ତଲା ପୋଲିସ। ଆଜି ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଗାଡିରୁ ଗଞ୍ଜେଇ ବାହାର କରାଯାଇଥିଲା ୩୧୬ ପ୍ୟାକେଟ ଗଞ୍ଜେଇ ଜବତ କରାଯାଇଛି। ଯାହା ୩ କୁଇଣ୍ଟାଲ ରୁ ଅଧିକ ହେବ। ଏହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ରୁ ଅଧିକ ଟଙ୍କା ହେବା ନେଇ ଆକଳନ କରାଯାଇଛି। ତେବେ ଏତେ ପରିମାଣ ଗଞ୍ଜେଇ କେଉଁଠୁ ଆସି କେଉଁଠିକୁ ଯାଉଥିଲା ତାହାର ତଦନ୍ତ କରୁଛି ପୁଇନ୍ତଲା ପୋଲିସ।

Leave a Reply

Your email address will not be published. Required fields are marked *