ମୁଖ୍ୟ ସମାଚାର
ପୁଣି କୋର୍ଟରେମୁହାଁମୁହିଁ ବର୍ଷା-ଅନୁଭବମୋ ସ୍ତ୍ରୀ ଭଳିଆ ଦିଶିଲା, ଆଇ ଲଭ୍ ୟୁ କଦିଦେଲିମହିଳା କମାଣ୍ଡୋଙ୍କୁହତ୍ୟା କଲା ସ୍ବାମୀପେଟରେ ଥିଲା ଛୁଆକୂଅ ଭିତରେ ପଡି ଚିତ୍କାର କରୁଥିଲା ଭଉଣୀପ୍ଲେନ୍ କ୍ରାସରେଆଖିବୁଜିଲେ ଅଜିତ ପାୱାରପୁଅ ଲୋଭରେଝିଅକୁ ନଦୀକୁ ଫୋପାଡ଼ିଲା ବାପାଆଉ ନାହାଁନ୍ତି ମ୍ୟୁଜିକ ଦାଦା ଅଭିଜିତ ମଜୁମଦାରଟଙ୍କା ଗଣିଗଣି ଖରାପ ହେଇଗଲାଣି ମେସିନ ଏପଟେ ସରୁନି ଟଙ୍କାମନ୍ଦିର ଭିତରକୁ ମୋବାଇଲ୍ ନେଲେଯୁବକ ମୁଣ୍ଡରୁ ଚେକାଚେକା ରକ୍ତ ବାହାରୁଚି

ଦେଖନ୍ତୁ ରାଉରକେଲା ପ୍ଲେନ କ୍ରସର ସେହି ଭୟନାଙ୍କ ଭିଡିଓ

ବୁଲିବୁଲି ଆସିଲା ସିଧା ମୁହଁମାଡି ପଡିଗଲା
ମରୁମରୁ ବଞ୍ଚିଗଲା ଛ, ଛ ଜଣଙ୍କ ଜୀବନ
ଦେଖନ୍ତୁ ରାଉରକେଲା ପ୍ଲେନ କ୍ରସର ସେହି ଭୟନାଙ୍କ ଭିଡିଓ
ଦେଖିଲେ ଆଖି ଲିଭିଯାଉଛି | ଏତେ ସାରା ଲୋକ ଜମା ହେଇଛନ୍ତି ଆଉ ତାରି ଭିତରେ ପ୍ଲେନ ଟି ଭାଙ୍ଗି ରୁଜି ତଳେ ପଡିଛି | ହଁ ଆଜ୍ଞା ଇଏ ହେଉଛି ସେହି ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ୯ ସିଟର ପ୍ଲେନ ଦୁର୍ଘଟଣର ସେହି ଲୋମ ଟାଙ୍କୁରା ଦୃଶ୍ୟ | ଟିକେ ଦେଖନ୍ତୁ ଏତେ ସାରା ଲୋକ ଠିଆ ହେଇଛନ୍ତି ତାରି ଭିତରେ ପ୍ଲେନ ଭିତରୁ ଜଣ ଜଣ କରି ୬ ଜଣଙ୍କୁ ବାହାର କରୁଛି | କାହାର ଗୋଡ ଭାଙ୍ଗି ଯାଇଛି ତ କାହାର ମୁଣ୍ଡର ଫାଟି ଚେକା ଚେକା ରକ୍ତ ବାହାରିବାରେ ଲାଗିଛି | ଆଉ କାହାକୁ ଟେକି ଆଣି ହସ୍ପିଟାଲ ନେବାକୁ ଦୌଡ଼ି ଆସୁଛି | ଦର୍ଶକ ବନ୍ଧୁ ସତରେ ସେତେବେଳେର ଦୃଶ୍ୟ ସେଇଠି ଯିଏ ବି ଦେଖୁଥିଲା ତାର ରୁମ ଟାଙ୍କୁରୀ ଯାଉଥିଲା | ତେବେ ତାରି ଭିତରେ ଏହି ଦୁର୍ଘଟଣା ପରେ ଆଜି ତଦନ୍ତକାରୀ ଟିମ ଘଟଣା ସ୍ଥଳରେ ପହଂଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି | କେଉଁ କାରଣ ଯୋଗୁ ଏତେ ବଡ ଦୁର୍ଘଟଣା ଘଟିଲା, ଦୁର୍ଘନତାରେ କୌଣସି ଯାନ୍ତ୍ରିକ ତ୍ରୁଟି ଥିଲା ନା ପାଇଲଟ ଙ୍କ ଭୁଲ ଥିଲା ତାକୁ ନେଇ ପୁରା ଟିମ ଯେମିତି ଖୋଲ ତାଡ଼ କରୁଛନ୍ତି | କିନ୍ତୁ ଏବେ ଯାଏ କୌଣସି ତଥ୍ୟ ସାମ୍ନାକୁ ଆସିନଥିବା ବେଳେ ପ୍ଲେନ ଦୁର୍ଘଟଣାର ପ୍ରକୃତ ରହସ୍ୟ ଖୁବଶୀଘ୍ର ସାମ୍ନାକୁ ଆସିବା ନେଇ ତଦନ୍ତକାରୀ ଟିମ କହିଛନ୍ତି | ତେବେ ରାଉରକେଲା ରଘୁନାଥପାଲିରେ ଏହି ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଘଟନ ସାରା ଦେଶରେ ଚର୍ଚା ହେଉଥିବା ବେଳେ ଏହା ଇଣ୍ଡିଆ-1 C ବିମାନ ବୋଲି ଜଣାପଡିଛି |

Leave a Reply

Your email address will not be published. Required fields are marked *